ଜାତୀୟ

ସମସ୍ତଙ୍କୁ ଏକାଠି କରିବାର କାମ କରିଛି ‘ମନ କି ବାତ’: ମୋଦି

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୨୮ ମେ’ରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି, ‘ମନ କି ବାତ’ର ଏହି ଏପିସୋଡ ସେକେଣ୍ଡ ସେଞ୍ଚୁରୀର ଆରମ୍ଭ। ଗତ ମାସରେ ଆମେ…

ନୂଆ ସଂସଦ ଭବନ ଉଦଘାଟନକୁ ନେଇ ପୁଣି ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ମେ’ ୨୮ରେ ଦେଶର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏଥି ସହିତ କଂଗ୍ରେସ, ଟିଏମସି, ଆମ…

ଶପଥ ନେଇଥିବା ମନ୍ତ୍ରୀଙ୍କୁ ଖୁବ୍‌ଶୀଘ୍ର ବଣ୍ଟାଯିବ ବିଭାଗ: ସିଦ୍ଦାରାମାୟା

କର୍ନାଟକ,୨୮।୫: କର୍ନାଟକରେ ଶନିବାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇଛି। କଂଗ୍ରେସ ପକ୍ଷରୁ ୨୪ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀଙ୍କୁ ଖୁବ୍‌ଶୀଘ୍ର ବିଭାଗ ବଣ୍ଟନ କରାଯିବ। ଖବରଦାତାଙ୍କ ସହ କଥାବାର୍ତ୍ତା କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି, ରାଜ୍ୟରେ…

ନୂଆ ସଂସଦ ଭବନର ଉଦ୍‌ଘାଟନ ପରେ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଏବଂ ଅନ୍ୟ ମନ୍ତ୍ରୀମାନେ ସେଣ୍ଟ୍ରାଲ ହଲ୍‌ରେ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନୂଆ ସଂସଦ ଭବନ ଭିତରେ ଚାଣକ୍ୟ ଏବଂ…

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା: ଏଫ୍‌ବିଆଇର ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଓଡ଼ିଶା ସରକାର

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୫: ଓଡ଼ିଶା ସରକାରର ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଆମେରିକାର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍‌ବିଆଇ)ର ସହାୟତା ଲୋଡିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ସରକାର ଏକ ବିବୃତ୍ତିରେ କହିଛନ୍ତି, ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସ୍‌ଆଇ) ଗୋପାଳ…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ନୂଆ ସଂସଦ ଭବନ ଆଗରେ ହେବ ମହିଳା ପଞ୍ଚାୟତ, ସାମିଲ ହେବେ ଚାଷୀ ନେତା

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି ନୂଆ ସଂସଦ ଭବନ ସମ୍ମୁଖରେ ମହିଳା ପଞ୍ଚାୟତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି…

କେଜ୍‌ରିଓ୍ବାଲ, ଖାର୍ଗେଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ, ୨୮।୫(ଆଇଏଏନ୍‌ଏସ୍‌): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତିକୁ ନେଇ ଉତ୍ତେଜକ ମନ୍ତବ୍ୟ ଦେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ସୁପ୍ରିମକୋର୍ଟ ଆଇନଜୀବୀ ବିନୀତ ଜିନ୍ଦଲ ଅଭିଯୋଗ ଦାଏର କରିଛନ୍ତି। ଦିଲ୍ଲୀ ପୋଲିସ କମିଶନର…

ଦିଲ୍ଲୀ ୟୁନିଭର୍ସିଟି ପାଠ୍ୟକ୍ରମରୁ ମହମ୍ମଦ ଇକ୍‌ବାଲ ବାଦ୍‌

ନୂଆଦିଲ୍ଲୀ, ୨୮।୫: ଲୋକପ୍ରିୟ ଗୀତ ‘ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ଥାନ ହମାରା’ର ରଚୟିତା ଖ୍ୟାତନାମା ଉର୍ଦ୍ଦୁ ଓ ପାର୍ସି କବି ମହମ୍ମଦ ଇକ୍‌ବାଲଙ୍କୁ ଦିଲ୍ଲୀ ୟୁନିସର୍ଭିିଟି (ଡିୟୁ) ଏହାର ବିଏ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ବାଦ୍‌ ଦେଇଛି। ବିଶ୍ୱବିଦ୍ୟାଳୟର ଏକାଡେମିକ୍‌…

ଉଦ୍‌ଘାଟନ ହେଲା ନୂଆ ସଂସଦ ଭବନ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ରବିବାର ଉଦ୍‌ଘାଟନ କରିଛନ୍ତି। ହୋମ ପୂଜା ପରେ ମୋଦି ନୂଆ ସଂସଦ ଭବନରେ ରାଜ ଦଣ୍ଡ ‘ସଙ୍ଗୋଲ’ ସ୍ଥାପନ କରିଛନ୍ତି।   Delhi | PM Modi along with Lok…

ମୁଁ ଆଉ ପେଟ୍ରୋଲ-ଡିଜେଲ କାରରେ ବସିବି ନାହିଁ: ନୀତିନ ଗଡକରୀଙ୍କ ବଡ ଘୋଷଣାରେ ୨୦୩୦ର ମାଷ୍ଟରପ୍ଲାନ…

ନାଗପୁର,୨୭।୫ : ରାଜପଥ ବିକାଶ ତଥା ସମ୍ପ୍ରସାରଣକୁ ତ୍ୱରାନ୍ବିତ କରିବାରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କ୍ରମାଗତ ଭାବରେ ନିୟୋଜିତ ଅଛନ୍ତି। ରେକର୍ଡ ସମୟରେ ସେ ଅନେକ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ଏହା ସହିତ କେନ୍ଦ୍ର ମନ୍ତ୍ରୀ ନୀତିନ…

ମୁମ୍ବାଇର ୨୩୬ କୋଠାରେ ବାସ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ: ବିଏମସିର ଚେତାବନୀ…

ମୁମ୍ବାଇ,୨୭।୫ : ବର୍ଷା ଋତୁ ପୂର୍ବରୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ୨୩୬ କୋଠାରେ ବାସକରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ବମ୍ବେ ମ୍ୟୁନିସପାଲ କର୍ପୋରେଶନ(ବିଏମସି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏସବୁ କୋଠା ମଧ୍ୟରୁ ୩୫ ସହରୀ…

ମତ୍ସ୍ୟଜୀବୀଙ୍କୁ ୩.୫ ଲକ୍ଷ ଟ୍ରାନ୍ସପଣ୍ଡର ଦେବେ କେନ୍ଦ୍ର ସରକାର: ସୁଦୃଢ଼ ହେବ ଉପକୂଳ ସୁରକ୍ଷା…

ନୂଆଦିଲ୍ଲୀ,୨୭।୫ : ଉପକୂଳ ସୁରକ୍ଷାକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କୁ ୩.୫ ଲକ୍ଷ ଯୋଗାଯୋଗ ଟ୍ରାନ୍ସପଣ୍ଡର ମାଗଣାରେ ଯୋଗାଇବାକୁ ଯାଉଛନ୍ତି। ଏହା ମତ୍ସ୍ୟଜୀବୀଙ୍କୁ ଟ୍ରାକ କରିବା ଏବଂ ସେମାନଙ୍କ ବ୍ୟବସାୟକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ । ସରକାରୀ ଅଧିକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?