ଜାତୀୟ

କିରନ ପଟେଲଙ୍କ ବିରୋଧରେ ଇଡି ମାମଲା

ନୂଆଦିଲ୍ଲୀ, ୨୦ା୫(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଅଧିକାରୀ ଭାବେ ମିଛ ପରିଚୟ ନେଇ କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ଗୁଜରାଟର ମହାଠକ କିରନ୍‌ ପଟେଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଏମ୍‌ଏଲ୍‌ଏରେ ମାମଲା ରୁଜୁ କରିଛି। ଗତ ମାର୍ଚ୍ଚରେ…

ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୧ା୫: ୧୯୮୪ ମସିହା ଶିଖ୍‌ ବିରୋଧୀ ଦଙ୍ଗା ସହ ଜଡ଼ିତ ପୁଲ ବଙ୍ଗାଶ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା ପରଦିନ…

କୃତ୍ରିମ ଗୋଡ଼ରେ ଏଭରେଷ୍ଟ ଆରୋହଣ କଲେ ପୂର୍ବତନ ସୈନ୍ୟ

କାଠମାଣ୍ଡ,୨୧ା୫: ଦୁଇ ଗୋଡ଼ ହରାଇଥିବା ପୂର୍ବତନ ବ୍ରିଟିଶ୍‌ ଗୁର୍ଖା ସୈନ୍ୟ ବିଶ୍ୱର ସବୁଠୁ ବଡ଼ ଗିରିଶୃଙ୍ଗ ଚଢ଼ି ଚର୍ଚ୍ଚାକୁ ଆସିଛନ୍ତି। ୪୩ ବର୍ଷୀୟ ହରି ବୁଧମଗର କୃତ୍ରିମ ଗୋଡ଼ରେ ମାଉଣ୍ଟ ଏଭରେଷ୍ଟର ୮୮୪୮.୮୬ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ି ଇତିହାସ ସୃଷ୍ଟି…

ମୁକ୍ତ ଓ ସ୍ଥିର ଇଣ୍ଡୋ-ପାସିଫିକ୍‌କୁ ଗୁରୁତ୍ୱ

ହିରୋଶିମା,୨୧ା୫: ଜାପାନର ହିରୋଶିମାରେ ଶନିବାର କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ନେତାମାନଙ୍କ ବୈଠକରେ ଚାଇନାକୁ ଦୃଢ଼ ବିରୋଧ କରାଯାଇଛି। ସେମାନେ ଚାଇନାର ନାଁ ନେଇ ନ ଥିଲେ ମଧ୍ୟ ମିଳିତ ବିବୃତିରେ କମ୍ୟୁନିଷ୍ଟ ମହାଶକ୍ତିକୁ ଟାର୍ଗେଟ କରିବା ସହ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି…

ରାହୁଲ-ୟେଚୁରୀ ଭେଟ: ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଶପଥ ଗ୍ରହଣ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସିପିଏମ ମହାସଚିବ ସୀତାରାମ ୟେଚୁରୀ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ। ଏହି ଦୃଶ୍ୟ ଶନିବାର ବେଙ୍ଗାଲୁରୁରେ କ୍ୟାମେରାରେ କଏଦ ହୋଇଥିଲା। ରାଜନୈତିକ…

ଆଉ ଉଡ଼ିବନି ମିଗ୍‌-୨୧: ବାୟୁସେନାର ବଡ଼ ଘୋଷଣା…

ନୂଆଦିଲ୍ଲୀ,୨୦।୫ : ରାଜସ୍ଥାନରେ ଘଟିଥିବା ମିଗ୍‌-୨୧ ବିମାନ ଦୂର୍ଘଟଣା ପରେ ଏବେ ବାୟୁସେନା ଏହି ବିମାନ ନ ଉଡ଼ାଇବାକୁ ବଡ଼ ଘୋଷଣା କରିଛି। ଲଗାତାର ଦୁର୍ଘଟଣା ଘଟୁଥିବାରୁ ବାୟୁସେନା ମିଭ୍‌-୨୧ର ସମଗ୍ର ସ୍କ୍ବାଡ୍ରନର ଉଡ଼ାଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମିଗ…

ପ୍ରଥମ କ୍ୟାବିନେଟ ବୈଠକରେ ୫ ପ୍ରତିଶ୍ରୁତି ପୂରଣ ପାଇଁ ପଦକ୍ଷେପ ନେଲେ ସିଦ୍ଧରମୈୟା…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କାର୍ଯ୍ୟାନୁଷ୍ଠାନ ମୋଡରେ ଆସିଛନ୍ତି। ନିର୍ବାଚନ ପୂର୍ବରୁ ଦଳ ପ୍ରତିଶ୍ରୁତି ଦେଇଥିବା ପାଞ୍ଚଟି ଗ୍ୟାରେଣ୍ଟି ପ୍ରଥମ କ୍ୟାବିନେଟ ବୈଠକରେ ପୂରଣ କରିବା ଲାଗି ସିଦ୍ଧରମୈୟା ପଦକ୍ଷେପ ଗ୍ରହଣ…

ବିଗିଡି ଗଲା ବିରୋଧୀ ଏକତା ଗେମ୍‌ପ୍ଲାନ୍‌, କଂଗ୍ରେସକୁ ବଡ ଭାଇ ମାନିବାକୁ ନାରାଜ: ମମତା-ଅଖିଳେଶ ଶପଥ ଗ୍ରହଣ ଉତ୍ସବରୁ ଦୂରେଇଲେ…

ବେଙ୍ଗାଲୁରୁ,୨୦।୫ : ସିଦ୍ଧରମୈୟା କର୍ନାଟକରେ ମୁକୁଟ ପିନ୍ଧିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ସହ ସେ ଦ୍ୱିତୀୟ ଥର ପାଇଁ କର୍ନାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କର୍ନାଟକ କଂଗ୍ରେସ ରାଜ୍ୟ ସଭାପତି ଡି.କେ…

‘ଯୁଦ୍ଧ ଯନ୍ତ୍ରଣା ଆମଠାରୁ ଆପଣ ଅଧିକ ଜାଣିଥିବେ’

ନୂଆଦିଲ୍ଲୀ/ଟୋକିଓ,୨୦ା୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀ ପାଇଁ ଜାପାନର ହିରୋସିମା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଶ୍ୱର ଅନେକ ବଡ଼ ବଡ଼ ନେତାଙ୍କୁ ଭେଟିଛନ୍ତି। ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କିଙ୍କୁ ମଧ୍ୟ ଭେଟିଛନ୍ତି। ଆଲୋଚନା…

ମୋଦିଙ୍କ ଭଳି ବିଧାନସଭା ପାହାଚରେ ମୁଣ୍ଡିଆ ମାରିଲେ ଶିବକୁମାର…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ଶପଥ ଗ୍ରହଣ ସମାରୋହ ସମାପ୍ତ ହେବା ପରେ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବିଧାନସଭାରେ ପହଞ୍ଚିଥିଲେ। ଏହି ସମୟରେ ଡି.କେ ଶିବକୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି କାର୍ଯ୍ୟ କରିଥିଲେ। ସିଦ୍ଧରମୈୟା…

ବଦଳାଇପାରିବେ ଫଟା ନୋଟ୍‌: ଆର୍‌ବିଆଇ

ନୂଆଦିଲ୍ଲୀ,୨୦।୫:କେନ୍ଦ୍ର ସରକାର ୨ହଜାର ଟଙ୍କିଆ ନୋଟ୍‌ ସର୍କ୍ୟୁଲେଶନକୁ ନେଇ ଶୁକ୍ରବାର ବଡ ଘୋଷଣା କରିଛନ୍ତି। ଏହି ନୋଟ୍‌ ଆଉ ଛପା ଯିବ ନାହିଁ କିମ୍ବା ବଜାରରେ ସର୍କ୍ୟୁଲେଶନ୍‌ କରାଯିବ ନାହିଁ ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆର୍‌ବିଆଇ ଗ୍ରାହକଙ୍କୁ ୨ହଜାର…

କେଜରିଓ୍ବାଲ-ଖୁସବୁ ସୁନ୍ଦର ଆରୋପ ପ୍ରତ୍ୟାରୋପ…

ନୂଆଦିଲ୍ଲୀ,୨୦।୫ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଶିକ୍ଷିତ ବୋଲି କହିବା ପରେ ଭାଜପା ନେତା ଖୁସବୁ ସୁନ୍ଦର କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଖୁସବୁ କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ହଠାତ ଉଚ୍ଚ ପଦବୀ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?