ନିର୍ବାଚନ ଫଳାଫଳ ପରେ ପ୍ରଥମଥର ସାମ୍ନାକୁ ଆସିଲେ ଟ୍ରମ୍ପ
ୱାଶିଂଟନ,୧୪ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଥମଥର ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ର୍ମ୍ପ ସାମ୍ନାକୁ ଆସିଛନ୍ତି । ଏକ ଉଦ୍ବୋଧନରେ ଟ୍ରମ୍ପ କହିଛନ୍ତି ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଆମେରିକାକୁ କରୋନା ଟିକା ମିଳିଯିବ ।…
ଫ୍ରାନ୍ସ୍ ପୁଣି କଲା ଏୟାର ଷ୍ଟ୍ରାଇକ୍: ଅଲ୍କାଇଦା କମାଣ୍ଡର ମୃତ
ବାମାକୋ,୧୪।୧୧: ମାଲିରେ ଫ୍ରାନ୍ସ୍ ପକ୍ଷରୁ ପୁଣି ଏୟାର ଷ୍ଟ୍ରାଇକ୍ କରାଯାଇଛି। ଫ୍ରାନ୍ସ୍ ସୈନ୍ୟ ବାହିନୀର ହେଲିକପ୍ଟରରୁ ଅଲ୍କାଇଦା ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ କମାଣ୍ଡରଙ୍କ ସମେତ ୧୨ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଫ୍ରାନ୍ସ୍ ସୈନ୍ୟ ବାହିନୀ ପକ୍ଷରୁ…
ବାଇଡେନ୍ଙ୍କୁ ଅଭିନନ୍ଦନ ଜଣାଇଲା ଚାଇନା
ବେଜିଂ, ୧୪।୧୧(ପି.ଟି.): ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ସହଯୋଗୀ ତଥା ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ଶେଷରେ ଚାଇନା ଅଭିନନ୍ଦନ ଜଣାଇଛି। ଆମେରିକୀୟଙ୍କ ପସନ୍ଦକୁ ବେଜିଂ ସମ୍ମାନ ଦିଏ ବୋଲି ଶୁକ୍ରବାର କହିଛି। ଆମେରିକା ନିର୍ବାଚନକୁ ନେଇ…
‘ରାହୁଲ ଭୟାଳୁ ଛାତ୍ର’
ନ୍ୟୁୟର୍କ, ୧୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏ ପ୍ରୋମିଜ୍ଡ ଲ୍ୟାଣ୍ଡ୍’ରେ ବିଶ୍ୱର ବିଭିନ୍ନ ନେତାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଲେଖିଛନ୍ତି, ସେ ଶିକ୍ଷକମାନଙ୍କୁ ପ୍ରଭାବିତ…
ନିଜ ପସନ୍ଦ କୁକୁରର ସୁନାର ପ୍ରତିମୂର୍ତ୍ତି ରାସ୍ତାରେ ଲଗାଇଲେ ରାଷ୍ଟ୍ରପତି
ଅସଗାବଟ,୧୪ ।୧୧: ରାସ୍ତା କଡ଼ରେ ସାଧାରଣତଃ ବଡ ବଡ ନେତାଙ୍କ ପ୍ରତିମୂର୍ତ୍ତି ଲାଗିଥିବା ସମସ୍ତେ ଦେଖିଥିବେ । ହେଲେ ରାସ୍ତା କଡରେ କୌଣସି ପଶୁଜନ୍ତୁଙ୍କ ପ୍ରତିମୂର୍ତ୍ତି କଥା ଚିନ୍ତା କଲେ ଟିକେ ଅଡୁଆ ଲାଗିପାରେ । ହେଲେ ତୁର୍କମେନିସ୍ତାନ ଶାସନରେ ଏଭଳି…
ମରିୟମଙ୍କ ସଙ୍ଗିନ ଅଭିଯୋଗ
ଇସ୍ଲାମାବାଦ,୧୩ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ଇମ୍ରାନ ଖାଁ ସରକାରଙ୍କ ଉପରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଜେଲ୍ରେ ବନ୍ଦି ଥିଲେ ସେତେବେଳେ ତାଙ୍କ ବାରାକର ବାଥରୁମରେ କ୍ୟାମେରା…
ବିଶ୍ୱର ସବୁଠୁ ମହଙ୍ଗା କାଠ: ଏହାର ୧ କିଲୋ ମୂଲ୍ୟରେ କିଣି ହେବ ଦାମୀ କାର
ବିଶ୍ୱରେ ଏପରି କିଛି କାଠ ଅଛି ଯାହାର ମୂଲ୍ୟ ଶୁଣିଲେ ବିଶ୍ୱାସ ହେବ ନାହିଁ। ସାଧାରଣତଃ ଚନ୍ଦନ କାଠକୁ ଅଧିକ ମହଙ୍ଗା ବୋଲି ବିବେଚନା କରାଯାଏ। ଯାହାର ମୂଲ୍ୟ କିଲୋ ପିଛା ପାଞ୍ଚରୁ ଛଅ ହଜାର ଟଙ୍କା ହେବ। ମାତ୍ର ଆପଣ…
ସମୁଦ୍ର ମଝିରେ ପହଁରିବା ପରିବର୍ତ୍ତେ ମଣିଷ ପରି ଗୋଡରେ ଚାଲୁଛି ମାଛ
ଏବେ ୨୦୨୦ ମସିହା ଚାଲିଛି। ଏହି ବର୍ଷ ଅନେକ ଅଦ୍ଭୁତ୍ ଜିନିଷମାନ ଦେଖିବାକୁ ମିଳୁଛୁ। ସେମିତି କିଛି ଏବେ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ମାଛ ପହଁରୁଥିବାର ଦେଖିଥିଲୁ। ହେଲେ ୨୦୨୦ ମସିହାରେ ଚାଲୁଥିବା ମାଛ ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟ…
ବିନା ଅର୍ଡରେ ୯ ବର୍ଷଧରି ଡେଲିଭରି ହେଉଛି ପିଜା, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ
ପିଜା ଖାଇବାକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ ତାଠାରୁ ଅଧିକ ଖୁସି ଲାଗେ ପାଖରେ ପହଞ୍ଚିବା ସମୟରେ। ମାତ୍ର ପିଜା କାହାକୁ ସମସ୍ୟାରେ ପକାଇଥାଏ,ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯାଉଥିବେ ନିଶ୍ଚୟ। ବେଲଜିୟମର ଆଣ୍ଟୱର୍ପରେ ରହୁଥିବା ଜଣେ ବ୍ୟକ୍ତି ଏହି ଭଳି ସମସ୍ୟାରେ…
କରୋନା ବଢ଼ାଇଦେଲା ଆଉ ଏକ ମାରାତ୍ମକ ରୋଗ: ୨୩ ବର୍ଷର ରେକର୍ଡ ଭାଙ୍ଗିଲା
ଓ୍ବାଶିଂଟନ,୧୩ା୧୧: ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଏବେ ଏହି ରୋଗ ଆଉ ଏକ ରୋଗ ଆଶଙ୍କାକୁ ବଢ଼ାଇଦେଇଛି। ଯାହା ୨୩ ବର୍ଷର ରେକର୍ଡ ଭାଙ୍ଗିଛି। କରୋନା ମହାମାରୀ ପରେ ବର୍ତ୍ତମାନ ମିଳିମିଳା ହେବାର ଆଶଙ୍କା ବଢ଼ିଯାଇଛି। ବିଶ୍ୱ…
ଏମିତି ଜଣେ ମହିଳା, ଯିଏ ଅନ୍ତର୍ଜାତୀୟ ଭ୍ରମଣରେ ଆବଶ୍ୟକ କରନ୍ତି ନାହିଁ ପାସପୋର୍ଟ
ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଯିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ପାସପୋର୍ଟ। ଏହା ଅନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପରିଚୟ। ଯଦି ଏହି ପାସପୋର୍ଟ ବିନା ଅନ୍ୟ ଦେଶରେ ପ୍ରବେଶ କରି ଧରାପଡ଼ନ୍ତି, ତେବେ ସେଠାକାର…
ବାରାକ ଓବାମାଙ୍କ ପୁସ୍ତକରେ ରାହୁଲ, ମନମୋହନଙ୍କ ବିଷୟରେ ଆଲୋଚନା
ଓ୍ବାଶିଂଟନ,୧୩।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ‘ଏ ପ୍ରମିଜଡ୍ ଲ୍ୟାଣ୍ଡ୍’ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଓବାମାଙ୍କ ନୂତନ ପୁସ୍ତକରେ କେରଳର ୱାୟାନାଡର ଲୋକସଭା ଏମ୍ପି ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି।…
Archives


