ଅନ୍ତର୍ଜାତୀୟ

ମଝି ଆକାଶରୁ ତଳେ ଖସିଲା ହେଲିକପ୍ଟର: ସମସ୍ତ ଯାତ୍ରୀ ସୁରକ୍ଷିତ

ଲଣ୍ଡନ, ୨୮।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦସ୍ୟତମ ଉଦାହରଣ ବ୍ରିଟେନ୍‌ରେ ଘଟିଛି। ଏଠାରେ ୪ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ମଝି ଆକାଶରୁ ତଳେ ସ୍ଥାନୀୟ ଜନଗହଳିପୂର୍ଣ୍ଣ କେଣ୍ଟ୍‌ ଅଞ୍ଚଳରେ ଖସିପଡ଼ିଥିଲେ ମଧ୍ୟ…

୨ ବର୍ଷ ଜେଲ୍‌ରେ କାଟିବେ ୫ ଟିକ୍‌ଟକ୍‌ ଷ୍ଟାର

କାହିରା,୨୮।୭: ଇଜିପ୍ଟରେ ଟିକ୍‌ଟକ୍‌ ଓ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସ ଉପରେ ଆଇନଗତ ପଦକ୍ଷେପ ନିଆଯାଉଛି। ଇଜିପ୍ଟର ଏକ ଅଦାଲତ ସାର୍ବଜନିକ ନୈତିକତା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫ ଟିକ୍‌ଟକ୍‌ ଷ୍ଟାରଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଏହି ଟିକ୍‌ଟକ୍‌ ଷ୍ଟାରମାନେ…

ବଡ ଘୋଷଣା:୨୦୨୧ ଜୁନ୍‌ ୩୧ ପର୍ଯ୍ୟନ୍ତ ଘରେ ରହି କାମ କରିବେ କର୍ମଚାରୀ

ନ୍ୟୁୟର୍କ,୨୮।୭: କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ହେତୁ ଗୁଗୁଲ ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ ଭାରତ ସମେତ ସାରା ବିଶ୍ୱରେ ନିଜ କର୍ମଚାରୀଙ୍କ ଘର (କାମରୁ) କାମ କରିବା ପାଇଁ ବ୍ୟବସ୍ଥା କରିଛି। ଗୁଗୁଲ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ…

କରୋନା ମହାମାରୀ ଚିକିତ୍ସା ସମ୍ପର୍କରେ ମିଳିବ ଖୁସି ଖବର…

ଓ୍ବାଶିଂଟନ, ୨୮।୭: ପୃଥିବୀରେ କରୋନା ମହାମାରୀ ନେଇ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣ ଚିକିତ୍ସା ନେଇ ଆସନ୍ତା ୨ ସପ୍ତାହ ମଧ୍ୟରେ ଖୁସି ଖବର ମିଳିବ ବୋଲି ଆମେରିକା କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏନେଇ ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ…

କୁଳଭୂଷଣ ଅଧ୍ୟାଦେଶ’ ଆଣିବେ ପାକ୍‌ ସରକାର

ଇସ୍‌ଲାମାବାଦ,୨୮।୭: ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଥିବା ଇମ୍ରାନ ଖାନ୍‌ ସରକାର ପାକିସ୍ତାନ ଜାତୀୟ ଆସେମ୍ବ୍ଲିରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ସମୀକ୍ଷା ଓ ପୁନର୍ବିଚାର ଅଧ୍ୟାଦେଶ ୨୦୨୦ ଆଣିବା ଆଶା କରାଯାଉଛି। ପାକିସ୍ତାନ ଜେଲ୍‌ରେ ଥିବା ଭାରତର ପୂର୍ବତନ ନୌସେନା…

ଜନଗହଳି ସମ୍ପର୍କରେ ସୂଚନା ଦେବ ଆପ୍‌: ଓଡ଼ିଆ ଉଦ୍ୟୋଗୀଙ୍କ କୃତିତ୍ୱ

ଲଣ୍ଡନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ହୋଇପଡ଼ିଛି। ତେବେ କେଉଁ ସ୍ଥାନରେ ଜନଗହଳି ରହିଛି ସେ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ଆପ୍‌ ବିକଶିତ କରାଯାଇଛି। ଏକ୍ସପର୍ଟନେଷ୍ଟ…

ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତ ଅଭିମୂଖେ ରାଫାଲ

ପ୍ୟାରିସ,୨୭।୭: ବହୁ ଦିନ ଅପେକ୍ଷାର ଅନ୍ତ ଘଟିଛି। ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତୀୟ ବାୟୁସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ରାଫାଲ ଯୁଦ୍ଧ ବିମାନ। ଏଥିପାଇଁ ଫ୍ରାନ୍ସରୁ ସୋମବାର ୫ଟି ରାଫାଲ ଯୁଦ୍ଧ ବିମାନ ଭାରତ ଅଭିମୁଖେ ଉଡାଣ…

ଏପ୍ରିଲ ପରେ ଚାଇନାରେ ଏବେ ଚିହ୍ନଟ ହେଲେ ସର୍ବାଧିକ କରୋନା ସଂକ୍ରମିତ

ବେଜିଂ,୨୭।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। କରୋନା ଭାଇରସ କବଳରେ ବିଶ୍ୱର କୋଟି କୋଟି ଲୋକ ପ୍ରାଣ ହରାଇଥିବା ବେଳେ କୋଟି କୋଟି ଲୋକ ସଂକ୍ରମିତ ମଧ୍ୟ ହୋଇଛନ୍ତି।…

ମାଗଣାରେ କରାଯିବ କରୋନା ଟେଷ୍ଟ: ପୂର୍ବ ରୋଗୀ ଫେରିପାଇବେ ଅର୍ଥ

ପ୍ୟାରିସ,୨୭।୭: କରୋନା ଭାଇରସର ସଂକ୍ରମଣ ବିକଶିତ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ବି ବହୁ ପ୍ରଭାବ ପକାଇଛି। ଫ୍ରାନ୍ସରେ କରୋନା ସଂକ୍ରମଣ ଏକ ପ୍ରକାର ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଏଠାରେ ସଂକ୍ରମଣ ଓ ମୃତ୍ୟୁ ହାର ସମସ୍ତଙ୍କୁ ଚିନ୍ତାରେ…

ଏହି ଦେଶରେ ଚିହ୍ନଟ ହେଲେ ପ୍ରଥମ କରୋନା ପଜିଟିଭ: ମାସ୍କ ନ ପିନ୍ଧିଲେ ମିଳୁଛି ଏପରି ଦଣ୍ଡ…

ସିଓଲ, ୨୭।୭: ସମଗ୍ର ଦେଶରେ ମହାମାରୀ କରୋନା ସଂକ୍ରମଣ ବଢ଼ିଚାଲିଛି। ଆମେରିକା ଭଳି ଏକ ଶକ୍ତିଶାଳୀ ଦେଶଠାରୁ ଆରମ୍ଭ କରି ଆଫ୍ରିକା ପର୍ଯ୍ୟନ୍ତ ଏହା ବିପଦ ସୃଷ୍ଟି କରିସାରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ…

ଚାଇନା ବୁଦ୍ଧି ଶିଖିଲା: ଅଧାବାଟରେ ଅଟକିଲା ଏସ୍‌-୪୦୦ ମିଜାଇଲ୍‌ ଡିଫେନ୍ସ୍‌ ସିଷ୍ଟମ

ବେଜିଂ/ମସ୍କୋ, ୨୭।୭: ଚାଇନା ଏବେ ବୁଦ୍ଧି ଶିଖିଛି। ରୁଷ୍‌ ପକ୍ଷରୁ ଚାଇନାକୁ ଏସ୍‌-୪୦୦ ମିଜାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ ଯୋଗାଇଦେବା ନେଇ ଚୁକ୍ତି ହୋଇଥିଲା। ତେବେ ଏହାର ଡେଲିଭରୀ ଦେବାକୁ ରୁଷ୍‌ ଏବେ ମନା କରିଛି। ଏହାପଛର କାରଣ ମଧ୍ୟ ରୁଷ୍‌ କହିନାହିଁ।…

ଲୋକେ ଭକୁଆ: କରୋନା ଟୀକାର ଦେଖାନାହିଁ, ଅଫିସରଙ୍କ ପକେଟ ଗରମ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ପ୍ରତିଷେଧକ ଟୀକା ଆଶାରେ ସାଧାରଣ ଲୋକଙ୍କ ଜୀବନ ବିତୁଛି। କେବେ ଟୀକା ଆସିବ ମଣିଷ ମହାମାରୀ ସମସ୍ୟାରୁ ମୁକ୍ତି ପାଇବ, ସେନେଇ ଲୋକେ ଆଶାବାନ୍ଧି ବସିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri