ଅନ୍ତର୍ଜାତୀୟ

ଭାରତ ସରକାରଙ୍କୁ ଦୋଷାରୋପ କରିବାକୁ ଯାଇ ନିଜ ସରକାରକୁ ପରିହାସ କରିପକାଇଲେ ଇମ୍ରାନଙ୍କ ମନ୍ତ୍ରୀ

ଇସ୍‌ଲାମାବାଦ,୧୭ ।୧୧: ପାକିସ୍ତାନର ନେତା ସବୁବେଳେ ଭାରତ ଉପରେ ମନଗଢା ଅଭିଯୋଗ ଆଣିବାକୁ ପ୍ରୟାସ କରିଥାଆନ୍ତି । ଇମ୍ରାନ ଖାଁଙ୍କ ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ । ସେ ସବୁବେଳେ ଚେଷ୍ଟା କରୁଥାଆନ୍ତି ଭାରତକୁ ଦୋଷାରୋପ…

ପ୍ରେମରେ ପଡିଛନ୍ତି ସୁନ୍ଦରୀ ରାଜକୁମାରୀ, ବିବାହ ପାଇଁ କରୁଛନ୍ତି ଭୟ

ଟୋକିଓ,୧୭।୧୧: ଜାପାନର ସୁନ୍ଦରୀ ରାଜକୁମାରୀ ମାକୋ ପ୍ରେମରେ ପଡିଛନ୍ତି। ଦେଶର ସାଧାରଣ ନାଗରିକ କେ କୋମୁରୋଙ୍କୁ ପ୍ରେମ କରି ବସିଛନ୍ତି ସେ। ଜାପାନର ସମୁଦ୍ର କୂଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା କାର୍ଯ୍ୟ କରୁଛନ୍ତି କୋମୁରୋ।ଜାପାନର ସମ୍ରାଟ ଆକିହିତୋଙ୍କ ନାତୁଣୀ ଏବଂ ବର୍ତ୍ତମାନର…

ରାହୁଲଙ୍କ ଭବିଷ୍ୟତ ପାଇଁ ବିପଦ ନ ଥିଲେ ମନମୋହନ, ସେଥିପାଇଁ ସୋନିଆ କରିଥିଲେ ପ୍ରଧାନମନ୍ତ୍ରୀ: ଓବାମା

ୱାଶିଂଟନ/ନୂଆଦିଲ୍ଲୀ,୧୭ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ର୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ସୋନିଆ ଗାନ୍ଧୀ ତଥା ଦଳ ପାଇଁ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି । ଓବାମା…

ରାମାୟଣ, ମହାଭାରତ ଶୁଣି ବିତିଥିଲା ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ପିଲାଦିନ

ଓ୍ବାଶିଂଟନ,୧୭।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବେ ନିଜ ପୁସ୍ତକ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ପୁସ୍ତକରେ କହିଛନ୍ତି ଯେ ତାଙ୍କ ମନରେ ଭାରତ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଛି। କାରଣ ସେ ପିଲାଦିନେ ଇଣ୍ଡୋନେସିଆରେ ରହୁଥିବାବେଳେ…

ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ , ଝିଅ କହିଲେ ଏମିତି..

ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବିି ସତ। ଏପରି ଏକ ଘଟଣା ଘଟିଛି ଆମେରିକାର ସିକାଗୋରେ। ସେଠାରେ ରହୁଥିବା ଜୁଲି ତାଙ୍କ ନାତିଙ୍କୁ ଜନ୍ମ ଦେଇଛନ୍ତି। ଜୁଲିଙ୍କ ଝିଅ ବ୍ରିଆନାଙ୍କ ଗର୍ଭଧାରଣରେ ବିଭିନ୍ନ ସମସ୍ୟା…

ବିଳିବିଳାଉଛନ୍ତି ଟ୍ରମ୍ପ!

ୱାଶିଂଟନ,୧୬ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୁଡାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସି ନ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ବହୁମତର ସଂଖ୍ୟା ପାର କରି ସାରିଛନ୍ତି । ତେଣୁ ତାଙ୍କୁ ଆମେରିକାର ଭବିଷ୍ୟତ ରାଷ୍ଟ୍ରପତି କୁହାଯାଉଛି ।…

୭୦ରୁ ଅଧିକ ତାଲିବାନ୍‌ କମାଣ୍ଡର-୧୫୨ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

କାବୁଲ,୧୬।୧୧: ଆଫଗାନିସ୍ତାନରେ ଗତ ୨୫ ଦିନ ମଧ୍ୟରେ ୭୦ରୁ ଅଧିକ ତାଲିବାନ କମାଣ୍ଡର ଏବଂ ୧୫୨ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି। ହେଲମଣ୍ଡରେ ୨୦ ଜଣ କମାଣ୍ଡର ସୁରକ୍ଷାକର୍ମୀଙ୍କ…

୪ ଜଣଙ୍କୁ ମହାକାଶକୁ ପଠାଇଲା ସ୍ପେସ୍‌ ଏକ୍ସ୍‌

ଫ୍ଲୋରିଡ଼ା,୧୬।୧୧: ନାସା ଏବଂ ଏସ୍ପସ୍‌ ଏକ୍ସ୍‌ର ମିଳିତ ଉଦ୍ୟମରେ ୪ ମହାକାଶ ଯାତ୍ରୀଙ୍କ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯାଇଛି। ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେସ୍‌ ସେଣ୍ଟରରୁ ସେମାନଙ୍କୁ ଫାଲକନ୍‌ ରକେଟରେ ମହାକାଶକୁ ପଠାଯାଇଛି। ମହାକାଶଚାରୀଙ୍କ ମଧ୍ୟରେ ଶାନ୍ନୋନ ଓ୍ବାକର, ଭିକ୍ଟର ଗ୍ଲୋଭର,…

ପୁଣି ଆଇସୋଲେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୬ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ପୁଣି ଥରେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ନିକଟରେ ସେ ଜଣେ କରୋନା ପଜିଟିଭ ସାଂସଦଙ୍କ ସଂସ୍ପର୍ଶରେ ଆସିଥିବା ଜାଣିବା ପରେ ସେ ନିଜକୁ ଆଇସୋଲେଶନରେ ରଖିବା ଠିକ୍ ଭାବି ଆଇସୋଲେଶନରେ…

ନେତାନ୍ୟାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଜୋରଦାର

ଜେରୁଜେଲମ୍‌, ୧୬।୧୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଇସ୍ତଫା ଦାବିରେ ସାପ୍ତାହିକ ବିକ୍ଷୋଭ ଜାରି ରହିଛି। ଶନିବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାହାରେ ହଜାର ହଜାର ବିକ୍ଷୋଭକାରୀ ଏକତ୍ର ହୋଇଥିଲେ। ପାଖାପାଖି ୫ ମାସ ହେଲା ଏହି ବିକ୍ଷୋଭ ଚାଲିଛି।…

ଟ୍ରମ୍ପ୍‌ ମାନିଲେ, ବାଇଡେନ୍‌ ନିର୍ବାଚନ ଜିତିଛନ୍ତି

ଓ୍ବାଶିଂଟନ୍‌, ୧୬।୧୧: ନଭେମ୍ବର ୩ରେ ଅନୁଷ୍ଠିତ ଆମେରିକା ନିର୍ବାଚନରେ ତାଙ୍କ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନ୍‌ ଜିତିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ଲାଗି ସର୍ବସାଧାରଣରେ ସ୍ବୀକାର କରିଛନ୍ତି। ତେବେ ଭୋଟ ପ୍ରକ୍ରିୟାରେ ଜାଲିଆତି କରାଯାଇଥିବା ମିଥ୍ୟା ଅଭିଯୋଗକୁ ସେ…

ଝିଅକୁ ବାଜି ଲଗାଇ ବଳାତ୍କାରୀଙ୍କୁ ଧରିଲେ

ଇସ୍‌ଲାମାବାଦ,୧୬ା୧୧: ପାକିସ୍ତାନରୁ ଅଧିକାଂଶ ସମୟରେ ନକାରାମତ୍କ ଖବର ଆସିଥାଏ। ପଡ଼ୋଶୀ ଦେଶର ଆତଙ୍କବାଦ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ଆଦି ଖବର ଭାରତୀୟ ଗଣମାଧ୍ୟମରେ ଶିରୋନାମା ମଣ୍ଡନ କରୁଥିବାବେଳେ ଏବେ ଜଣେ ପୋଲିସ ଅଧିକାରୀଙ୍କ ସାହସିକତା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?