ଅନ୍ତର୍ଜାତୀୟ

ଅଗଷ୍ଟ ୧୦ ପୂର୍ବରୁ ଆସିବ କରୋନା ଟୀକା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ ଟୀକାର ଶେଷ ପର୍ଯ୍ୟାୟ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ଅଗଷ୍ଟ ୧୦ ପୂର୍ବରୁ ଏହା…

ଏହି ଦେଶରେ ମହଙ୍ଗା ହେବ କରୋନା ଟିକା, ଦାମ୍‌ ରହିଛି…

ଓ୍ବାଶିଂଟନ୍‌,୨୯ା୭: ଆମେରିକାରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସ୍‌ର ଟିକା ମହଙ୍ଗା ଦରରେ ମିଳିବ। ଫାଇନାନ୍‌ସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆମେରିକା କମ୍ପାନୀ ମଡର୍ନା ଏହାର ଭ୍ୟାକ୍‌ସିନ୍‌ ବା ଟିକାର ଗୋଟିଏ କୋର୍ସକୁ ୩୭୦୦ରୁ ୪୫୦୦ ଟଙ୍କା ପର୍ଯ୍ୟନ୍ତ ବିକିବାକୁ ଯୋଜନା କରିଛି।…

୬ ଫୁଟ୍‌ରୁ ଅଧିକ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ କରୋନା ଆଶଙ୍କା ଅଧିକ ନା କମ୍‌ ଜାଣନ୍ତୁ

କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ତେବେ କରୋନା ଏବେ ସବୁ ବୟସର ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ଏକ ଗବେଷଣାରୁ ଜଣାପଡିଛି ୬ ଫୁଟରୁ ଅଧିକ ଉଚ୍ଚତାର ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ବାକି ଲୋକଙ୍କ…

ବିଶ୍ୱ ମହାମାରୀକୁ ୬ମାସ: ଟୀକା ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମଣକୁ ଜୁଲାଇ ୩୦ରେ ୬ ମାସ ପୂରିବାକୁ ଯାଉଛି। ଜାନୁୟାରୀ ୩୦ରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ…

ବିବାଦରେ ନେତାନ୍ୟାହୁ ବାପପୁଅ

ଜେରୁଜେଲମ୍‌,୨୯ା୭ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ କୋର୍ଟକୁ ଧାଉଁଥିବାବେଳେ ତାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି। ତାଙ୍କ ଇସ୍ତଫା ଦାବିରେ ଇସ୍ରାଏଲ ଜନସାଧାରଣ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି…

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୨ ବର୍ଷ ଜେଲ

କୁଆଲା ଲୁମ୍ପୁର,୨୯।୭: ମାଲେସିଆର ଏକ କୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ୍‌ ରଜାକ୍‌ଙ୍କୁ ୧୨ ବର୍ଷ ଜେଲ ସହ ୪୯.୪୦ ନିୟୁତ ଡଲାର ଜରିମାନାଦେଶ ଶୁଣାଇଛନ୍ତି। ରାଜକୋଷର ବହୁକୋଟି ଟଙ୍କା ଆର୍ଥିକ ଦୁର୍ନୀତି ମାମଲାରେ ସେ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ…

ବାଘଛାଲ ଚାଲାଣରେ ଭାରତ ଆଗୁଆ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୭: ବାଘର ଛାଲ, ନଖ, ହାଡ଼ ଓ ଅଙ୍ଗଗୁଡ଼ିକ ଚୋରା ଚାଲାଣ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି। ଭାରତ ଓ ଥାଇଲାଣ୍ଡରୁ ବିଦେଶକୁ ବାଘର ଅଙ୍ଗପ୍ରତ୍ୟଙ୍ଗ ସର୍ବାଧିକ ଚୋରା ଚାଲାଣ ହୋଇ ଯାଉଛି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ…

ଭୋକ ସହି ନ ପାରି ପ୍ରତିମାସରେ ୧୦ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି

ଜେନେଭା, ୨୮।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାଯୋଗୁ ଗରିବ ଲୋକେ କାମଧନ୍ଧା ପାଇପାରୁ ନାହାଁନ୍ତି। ସେମାନଙ୍କ ପାଖରେ ଟଙ୍କାର ଅଭାବ ସୃଷ୍ଟି ହୋଇଛି। ଫଳରେ…

ଆମେରିକା ରାଜଦୁତଙ୍କ ନିଶକୁ ନେଇ ଦକ୍ଷିଣ କୋରିଆରେ ହଙ୍ଗାମା

ସିଓଲ,୨୮।୭: ଆମେରିକା ରାଜଦୂତଙ୍କ ନିଶକୁ ନେଇ ଦକ୍ଷିଣ କୋରିଆରେ ବିବାଦ ସୃଷ୍ଟି ହୋଇଛି। ରାଜଦୂତ ହ୍ୟାରି ହାରିସ କ୍ଲିନ୍‌ ସେଭ ହେବା ପରେ ବିବାଦର ସମାପ୍ତ ହେବ ବୋଲି ଆଶା କରାଯାଉଛି। ଦକ୍ଷିଣ କୋରିଆ ସହ ଆମେରିକାର ସାମରିକ ସମ୍ପର୍କ ରହିଛି।…

ମଝି ଆକାଶରୁ ତଳେ ଖସିଲା ହେଲିକପ୍ଟର: ସମସ୍ତ ଯାତ୍ରୀ ସୁରକ୍ଷିତ

ଲଣ୍ଡନ, ୨୮।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦସ୍ୟତମ ଉଦାହରଣ ବ୍ରିଟେନ୍‌ରେ ଘଟିଛି। ଏଠାରେ ୪ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ମଝି ଆକାଶରୁ ତଳେ ସ୍ଥାନୀୟ ଜନଗହଳିପୂର୍ଣ୍ଣ କେଣ୍ଟ୍‌ ଅଞ୍ଚଳରେ ଖସିପଡ଼ିଥିଲେ ମଧ୍ୟ…

୨ ବର୍ଷ ଜେଲ୍‌ରେ କାଟିବେ ୫ ଟିକ୍‌ଟକ୍‌ ଷ୍ଟାର

କାହିରା,୨୮।୭: ଇଜିପ୍ଟରେ ଟିକ୍‌ଟକ୍‌ ଓ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସ ଉପରେ ଆଇନଗତ ପଦକ୍ଷେପ ନିଆଯାଉଛି। ଇଜିପ୍ଟର ଏକ ଅଦାଲତ ସାର୍ବଜନିକ ନୈତିକତା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫ ଟିକ୍‌ଟକ୍‌ ଷ୍ଟାରଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଏହି ଟିକ୍‌ଟକ୍‌ ଷ୍ଟାରମାନେ…

ବଡ ଘୋଷଣା:୨୦୨୧ ଜୁନ୍‌ ୩୧ ପର୍ଯ୍ୟନ୍ତ ଘରେ ରହି କାମ କରିବେ କର୍ମଚାରୀ

ନ୍ୟୁୟର୍କ,୨୮।୭: କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ହେତୁ ଗୁଗୁଲ ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ ଭାରତ ସମେତ ସାରା ବିଶ୍ୱରେ ନିଜ କର୍ମଚାରୀଙ୍କ ଘର (କାମରୁ) କାମ କରିବା ପାଇଁ ବ୍ୟବସ୍ଥା କରିଛି। ଗୁଗୁଲ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri