ଓ୍ବିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣର ବାଟ ବନ୍ଦ କଲେ ବ୍ରିଟେନ କୋର୍ଟ

ଲଣ୍ଡନ,୪ା୧- ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଆମେରିକାକୁ ପ୍ରତ୍ୟର୍ପଣର ବାଟ ବନ୍ଦ କରିଦେଇଛନ୍ତି ବ୍ରିଟେନର ଜିଲା କୋର୍ଟ। ଏକ ଦଶନ୍ଧି ତଳେ ସେ ଆମେରିକୀୟ ସେନାର କିଛି ଗୋପନ ତଥ୍ୟକୁ ଅନଲାଇନରେ ପ୍ରଘଟ କରିଥିଲେ। ଏ ନେଇ ଆମେରିକାରେ ତାଙ୍କ ବିରୋଧରେ ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ କରାଯାଇଥିଲା। ଆମେରିକାର ପକ୍ଷ ରଖିଥିବା ଓକିଲ କହିଛନ୍ତି , ଏଥି ଲାଗି ଆସେଞ୍ଜଙ୍କୁ ସର୍ବାଧିକ ୧୭୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥାନ୍ତା। ଜିଲ୍ଲା କୋର୍ଟ ଜଜ୍‌ ଭେନେସା ବାରାଏଟର ଆସେଞ୍ଜଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେଣ୍ଟ୍ର।ଲ ଲଣ୍ଡନସ୍ଥିତ ଓଲ୍ଡ ବେଲି କୋର୍ଟ ବାହାରେ ଜୁଲିୟାନଙ୍କ ସମର୍ଥକମାନେ ସକାଳୁ ଏକତ୍ରିତ ହୋଇ ‘ଆସେଞ୍ଜଙ୍କୁ ମୁକ୍ତ କର’ ନାରା ଦେଇଥିଲେ। ଦୀର୍ଘ ଏକ ଦଶନ୍ଧି ପରେ ଜୁଲିୟାନଙ୍କ ଆଇନଗତ ବିଜୟ ହୋଇଛି। ହେଲେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ ବୋଲି ଆମେରିକା ସରକାର ନୋଟିସ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼ ‘ହାଇସେନ୍‌’: ଜାପାନରେ ହାଇ ଆଲର୍ଟ ଜାରି

ଟୋକିଓ,୬।୯: ଦକ୍ଷିଣ ଜାପାନର ସକିନାଓ୍ବା ଦ୍ୱୀପ ଆଡକୁ ମୁହାଁଉଥିବା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ହାଇସେନ୍‌’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବା ଆଶଙ୍କା କରାଯାଇ ସେଠାକାର...

ଅଫିସରେ ଅଧିକ ସମୟ କାମ କରିପାରିବେ ବିଦେଶୀ ଛାତ୍ରୀଛାତ୍ର !…

ଲଣ୍ଡନ,୨୮।୧ : ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ଛାତ୍ରୀଛାତ୍ରମାନଙ୍କୁ ବ୍ରିଟେନରେ ଅଧିକ ସମୟ କାମ କରିବାକୁ ଅନୁମତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ...

ବର୍ଷକରେ ୨୯ ଦେଶର ୧୧୫ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା

ଜେନେଭା,୧୬।୧୨(ଆଇଏଏନ୍‌ଏସ୍‌):ଚଳିତ ବର୍ଷ ଜାନୁୟାରୀରୁ ଅଦ୍ୟାବଧି ୨୯ ଦେଶରେ ମୋଟ ୧୧୫ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ୟୁକ୍ରେନ୍‌ ଏବଂ ମେକ୍ସିକୋ ଗଣମାଧ୍ୟମ ସହ ସମ୍ପୃକ୍ତ...

ଟ୍ରମ୍ପ ଟୁଇଟରକୁ ଫେରିବା ପରେ ଅନ୍ୟ ନିଲମ୍ବିତ ଆକାଉଣ୍ଟକୁ ନେଇ ବଡ ଘୋଷଣା କଲେ ମସ୍କ

ୱାଶିଂଟନ,୨୫ ।୧୧: ଟୁଇଟରର ନୂଆ ମାଲିକ ହେବା ପରେ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ଲଗାତାର ପରିବର୍ତ୍ତନ କରି ଚାଲିଛନ୍ତି । ଏହି...

ଫିଲିପାଇନ୍ସରେ ତାଣ୍ଡବ ରଚିଲା ‘ଫନଫୋନ’: ୧୬ ମୃତ

ମନିଲା,୨୬।୧୨: ଖ୍ରୀଷ୍ଟମାସକୁ ଫିକା କରିଦେଲା ଘୂର୍ଣ୍ଣିଝଡ଼ ‘ଫନଫୋନ’। ଡିସେମ୍ବର ୨୫ରେ ଫିଲିପାଇନ୍ସରେ ଆସିଥିବା ଏହି ଘୂର୍ଣ୍ଣଝଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏଥିରେ...

ତାଇଓ୍ବାନ ଉପରେ ସାଇବର ଆକ୍ରମଣ କରିବାକୁ ଚାଇନାର ଷଡ଼ଯନ୍ତ୍ର…

ବେଜିଂ,୨।୧୧ : ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତାଇୱାନକୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ସେକହିଛନ୍ତି ଯେ ଚାଇନା ସେନା ତାଇୱାନ ଉପରେ ଯେ କୌଣସି...

ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍‌ ଲାଇଭ

ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ...

କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ...

Advertisement
Archives

Model This Week