ମୃତଦେହ ମେଳରେ ମହୋତ୍ସବ
ଜାକର୍ତ୍ତା: ମୃତଦେହ ମେଳରେ ପର୍ବ। ଏଥିପାଇଁ କାଠବାକ୍ସରେ ସଂରକ୍ଷିତ କରି ପାହାଡ଼ ଗୁମ୍ଫାରେ ରଖାଯାଇଥାଏ ମରଶରୀର। ପ୍ରତି ୩ବର୍ଷରେ ଥରେ ମୃତକଙ୍କ ପୁଣ୍ୟତିଥିରେ କାଠବାକ୍ସରୁ ମୃତକଙ୍କୁ ବାହାର କରାଯାଏ ଏବଂ ଏହାପରେ ଆରମ୍ଭ ହୋଇଥାଏ ମହୋତ୍ସବ ‘ମାନେନେ’। ସାଧାରଣତଃ ମୃତଦେହକୁ ନେଇ…
ଟାର୍ଗେଟ୍ରେ ଗଣମାଧ୍ୟମ ପ୍ରତିନିଧି
ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୭: ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଉପରେ ଦିନକୁ ଦିନ ନିର୍ଯାତନା ବଢ଼ିଚାଲିଛି। ଗତ ୨୩ ବର୍ଷ ମଧ୍ୟରେ ପୃଥିବୀର ବିଭିନ୍ନ ଦେଶରେ ୧୯୨୮ ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଛି ହତ୍ୟା କରାଯାଇଛି। ଏହି ସମୟରେ ଭାରତରେ ୭୪ ଜଣଙ୍କୁ ହତ୍ୟା…
ବ୍ରାଜିଲ୍ ରାଷ୍ଟ୍ରପତି ତୃତୀୟ ଥର ପାଇଁ କରୋନା ପଜିଟିଭ୍
ବ୍ରାସିଲିଆ, ୨୩।୭: ବ୍ରାଜିଲ୍ ରାଷ୍ଟ୍ରପତି ଜେର୍ ବୋଲସୋନାରୋ ତୃତୀୟ ଥର ପାଇଁ କରୋନା ପଜିଟିଭ୍ ହୋଇଛନ୍ତି। ଜୁଲାଇ ୭ରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହାର ରିପୋର୍ଟ ଜୁଲାଇ ୨୧ରେ ଆସିଥିଲା। ବୋଲସୋନାରୋ କରୋନା…
ଋଣଜାଲରେ ବିକାଶଶୀଳ ରାଷ୍ଟ୍ର
ନୂଆଦିଲ୍ଲୀ/ବେଜିଂ,୨୩ା୭: ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ଦେଉଥିବା ଋଣର ଅଧା ହେଉଛି ହିଡେନ କେଡିଟ୍ସ (ଲୁକ୍କାୟିତ କରଜ)। ହାଭାର୍ଡ ୟୁନିଭର୍ସିଟିର ଜଣାଶୁଣା ଋଣ ବିଶେଷଜ୍ଞ କାର୍ମେନ ରିନ୍ହାର୍ଟ ଏବଂ କେଇଲ୍ ଇନ୍ଷ୍ଟିଚ୍ୟୁଟ୍ର ଖ୍ରିଷ୍ଟୋଫ୍ ଟ୍ରେବେସ୍କ ଓ ସେବାସ୍ତିଆନ୍ ହର୍ନ ବିଶ୍ଳେଷଣ କରି ଉପରୋକ୍ତ…
ଭୂକମ୍ପରେ ଥରିଲା ଆଲାସ୍କା
ଓ୍ବାଶିଂଟନ୍,୨୨।୭: ଆମେରିକା ଆଲାସ୍କାରେ ବୁଧବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ରହିଥିଲା। ଆଙ୍କରେଜ୍ର ଦକ୍ଷିଣପଶ୍ଚିମରୁ ୫୦୦ମାଇଲ ଓ ପେରୀଭିଲ୍ର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ୬୦ମାଇଲ୍ ଦୂରରେ ଏହାର କେନ୍ଦ୍ରର ସ୍ଥଳ…
ଘରେ ସୁରକ୍ଷିତ ରହୁଥିଲେ ବି ହେବ କରୋନା! ଜାଣନ୍ତୁ କେମିତି
ଘରେ ବସି ମଧ୍ୟ ଜଣେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏହା ପ୍ରକାଶ କରିଛନ୍ତି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ଘରୋଇ ସାମଗ୍ରୀ ଏବଂ ବାହାରୁ ଆସୁଥିବା ସାମଗ୍ରୀରୁ ଜରିଆରେ କରୋନା…
ପୁଣି ମାଡ଼ିଆସୁଛି ବିପଦ: ଭାରତରେ ମିଳିବନି ଦୁଇବେଳା ଦୁଇମୁଠା
ଜେନେଭା, ୨୨।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାପଛକୁ ପୁଣି ଏକ ନୂଆ ବିପଦ ପୃଥିବୀ ଉପରେ ମାଡ଼ିଆସିବ ବୋଲି ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍ଓ) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ନୂଆ ବିପଦ ପଙ୍ଗପାଳଙ୍କ ଯୋଗୁ ସୃଷ୍ଟି…
ଚାଇନାକୁ ଆଉ ଏକ ଝଟ୍କା : ବିଗୋ ଆପ୍ ଉପରେ ପାକିସ୍ତାନ ଲଗାଇଲା ପ୍ରତିବନ୍ଧକ
ଇସ୍ଲାମାବାଦ,୨୧।୭: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ପାକିସ୍ତାନ ଟେଲି କମ୍ୟୁନିକେଶନ ପ୍ରାଧିକାରଣ(ପିଟିଏ)ଲାଇଭ୍ ଷ୍ଟ୍ରିମିଙ୍ଗ ଆପ୍ ବିଗୋ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି। ଏହାସହ ଟିକ୍ଟକ୍କୁ ଚେତାବନୀ ଦେଇ କହିଛି ଏହି ଆପ୍ରେ ଅଶ୍ଳୀଳତାକୁ ନିୟନ୍ତ୍ରଣ କରିବାକୁ ଏକ ଉପାୟ…
୩ ମାସ ପୂର୍ବରୁ ଧନୀଙ୍କୁ ମିଳିଛି କରୋନା ଟୀକା: ଗରିବଙ୍କୁ ମିଳିବ କେବେ
ମସ୍କୋ, ୨୧।୭: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଜାରି ରହିଛି। ରୁଷ୍ରେ କରୋନା ସଂକ୍ରମଣ ସ୍ଥିତି ମଧ୍ୟ ଜଟିଳ ହେବାରେ ଲାଗିଛି। ତେବେ ଗଣମାଧ୍ୟମ ସଂସ୍ଥା ବ୍ଲୁମ୍ବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।…
ହ୍ବାଇଟ ହାଉସରେ ରୋଷେଇ ଦାୟିତ୍ୱ ନେଇଛନ୍ତି ମେଲାନିଆ
ଓ୍ବାଶିଂଟନ,୨୧।୭: କରୋନା ଭାଇରସ ମହାମାରୀ ସମୟରେ ଏବେ ଦ୍ୱିପ୍ରହର ରୋଷେଇର ଦାୟିତ୍ୱ ନେଇଛନ୍ତି ଆମେରିକାର ଫାଷ୍ଟ ଲେଡି ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ। ଆମେରିକାର ରାଜଧାନୀ ଓ୍ବାଶିଂଟନ ଡିସିରେ ଥିବା ଓ୍ବାଇଟ ହାଉସ ଗରିବ ଲୋକଙ୍କୁ ସାହାଯ୍ୟ…
ଚଳିତ ବର୍ଷ ମାତ୍ର ହଜାରେ ତୀର୍ଥଯାତ୍ରୀ କରିପାରିବେ ହଜ୍ଯାତ୍ରା
ରିୟାଦ,୨୧।୭: ସାଉଦି ଆରବର ମକ୍କା ସହରକୁ ପ୍ରତିବର୍ଷ ବିଭିନ୍ନ ଦେଶରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ହଜ୍ଯାତ୍ରା ପାଇଁ ଆସିଥାନ୍ତି। ହେଲେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରାର ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଜୁଲାଇ ୨୯ରୁ ଆରମ୍ଭ ହେବାକୁ…
ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ: ଦାବି କଲେ ଶ୍ରୀଲଙ୍କା ସରକାର
କଲମ୍ବୋ, ୨୧।୭: ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି ଯେ, ରାକ୍ଷସରାଜ ରାବଣ ପ୍ରଥମେ ପୁଷ୍ପକ ବିମାନ ନାମକ ଯାନ ଆକାଶରେ ଉଡ଼ାଉଥିବା ରାମାୟଣରେ…
Archives


