ଡୋନାଲ୍ଡ ଟ୍ରମ୍ପଙ୍କ ବଢିଲା ଅଡୁଆ, ହୋଇପାରେ ଜେଲ୍
ନ୍ୟୁୟର୍କ,୧୦।୧୧: ଦୀର୍ଘ ସମୟ ଅପେକ୍ଷା ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ଲୋକମାନେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଭାବରେ ବାଛିଛନ୍ତି। ଏଥି ସହିତ କଡ଼ା ସଂଘର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ହାରି ଯାଇଛନ୍ତି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି…
କୋଭିଡ୍, ଆର୍ଥିକ ସୁଧାରକୁ ପ୍ରାଥମିକତା
ଓ୍ବାଶିଂଟନ, ୧୦।୧୧(ପି.ଟି.): କୋଭିଡ୍-୧୯ ମହାମାରୀର ମୁକାବିଲା, ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟରେ ସୁଧାର ଆଣିବା, ବର୍ଣ୍ଣଗତ ସମାନତା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେବ। ବାଇଡେନ୍ ଓ ନବନିର୍ବାଚିତ ଉପରାଷ୍ଟ୍ରପତି…
ନିୟମରେ ବଡ଼ ପରିବର୍ତ୍ତନ: ବିବାହ ପୂର୍ବରୁ ଏକାଠି ରହିପାରିବେ ପ୍ରେମୀ ଯୁଗଳ
ସମୟ ଅନୁସାରେ ସବୁକିଛି ପରିବର୍ତ୍ତିତ ହୋଇଥାଏ। ଗୋଟିଏ ସମୟ ପରେ ସବୁ ଜିନିଷର ପରିବର୍ତ୍ତନ ଅପରିହାର୍ଯ୍ୟ। ଏମିତି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି କଠୋରପନ୍ଥି ଦେଶ ୟୁଏଇରେ। ବର୍ତ୍ତମାନ ଏଠାରେ ଆଇପିଏଲ୍ ଚାଲିଛି। ଏହା ଶେଷ ହେବାର ଗୋଟିଏ ଦିନ ପୂର୍ବରୁ…
ବାଇଡେନ୍ଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି ୫ ରାଷ୍ଟ୍ରମୁଖ୍ୟ
ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ପ୍ରାଥୀ ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୫ ରାଷ୍ଟ୍ରମୁଖ୍ୟ ବାଇଡେନ୍ଙ୍କୁ ଶୁଭେଚ୍ଛା ଜଣାଇ ନାହାଁନ୍ତି। ସେମାନଙ୍କ ମଧ୍ୟରେ ମେକ୍ସିକୋ, ରୁଷ୍, ବ୍ରାଜିଲ୍, ତୁର୍କୀ ଏବଂ ଚାଇନା ଆଦିର ରାଷ୍ଟ୍ରମୁଖ୍ୟ…
ବାଇଡେନ୍ଙ୍କ ପ୍ରଶାସନିକ ଟିମ୍ରେ ୯ ମୂଳ ଭାରତୀୟ ସ୍ଥାନ ପାଇବା ନେଇ ଚର୍ଚ୍ଚା !
ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୧୧: ଆମେରିକାରେ ଜୋ ବାଇଡେନ୍ଙ୍କ ସରକାର ଗଠନ ହେଲେ ୯ ମୂଳ ଭାରତୀୟ ସ୍ଥାନ ପାଇବାର ଆଶା ରହିଛି। ବାଇଡେନ୍ଙ୍କ ପ୍ରଶାସନିକ ଟିମ୍ରେ ସେମାନଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜାରି ରହିଛି। ଡ. ବିବେକ ମୂର୍ତ୍ତିଙ୍କୁ କରୋନା ମହାମାରୀ ସଙ୍କଟ…
ହାରିବା ପରେ ବି ଅଢ଼େଇ ମାସ ପର୍ଯ୍ୟନ୍ତ ପଦବୀ ଛାଡ଼ନ୍ତି ନାହିଁ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କାହିଁକି
ଓ୍ବାଶିଂଟନ,୯ା୧୧: ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପରାସ୍ତ କରିବା ପରେ ନୂତନ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ। ତେବେ ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ ରାଷ୍ଟ୍ରପତି କାର୍ଯ୍ୟକାଳ ଆରମ୍ଭ କରିବେ। ଏଭଳି ପରିସ୍ଥିତିରେ ନିର୍ବାଚନ ହାରିଥିଲେ ମଧ୍ୟ ଟ୍ରମ୍ପ୍ଙ୍କୁ ଆସନ୍ତା ଅଢ଼େଇ ମାସ ପର୍ଯ୍ୟନ୍ତ…
ମୋଦି ବାଇଡେନ୍ଙ୍କୁ ମାଗିଥିଲେ ଗୋଟେ ଗ୍ଲାସ୍ ଗରମ ପାଣି, ଜାଣନ୍ତୁ କାହିଁକି….
ନଭେମ୍ବର ୩ରେ ହୋଇଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତକରି ଜୋ ବାଇଡେନ ବିଜୟୀ ଲାଭ କରିଛନ୍ତି। ବାଇଡେନଙ୍କ ଏହି ସଫଳତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ସହ କାମ କରିବାକୁ ନେଇ…
ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ବିବାହ ପାଇଁ ଏହି ମହିଳାଙ୍କୁ ଦେଇଥିଲେ ୫ ଥର ପ୍ରସ୍ତାବ
ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଛନ୍ତି ଜୋ ବାଇାଡେନ। ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତକରି ସେ ଏହି ସଫଳତା ପାଇଛନ୍ତି। ତାଙ୍କର ବିଜୟ ସହିତ ସ୍ତ୍ରୀ ଡକ୍ଟର ଜିଲ ବାଇଡେନ ଆମେରିକାର ପ୍ରଥମ ଲେଡି ହୋଇଛନ୍ତି। ସେ ମେଲିନିଆ ଟ୍ରମ୍ପଙ୍କ ସ୍ଥାନ…
ପରାଜୟ ସ୍ୱୀକାର କରନ୍ତୁ ଟ୍ରମ୍ପ: ମେଲାନିଆ
ୱାଶିଂଟନ,୯ ।୧୧: ଆମେରିକାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍ ବିଜୟ ଲାଗ କରିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ହାରି ଯାଇଛନ୍ତି । ହେଲେ ଏବେବି ଟ୍ରମ୍ପ ନିଜ ପରାଜୟକୁ ସ୍ୱୀକାର ନ କରି ବରଂ ବାଇଡେନ୍ ଭୁଲ୍ ଉପାୟରେ…
୧୩୮ ନିୟୁତ ଘଣ୍ଟା ନିଦ ଚୋରି
ହେଲସିନ୍କି,୯ା୧୧: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦେଶବାସୀଙ୍କ ହୃଦ୍ସ୍ପନ୍ଦନ ବଢ଼ାଇଦେଇଥିଲା। ସ୍ବାଭାବିକ ସମୟ ଅପେକ୍ଷା ମତଦାନ ରାତିରେ ଲୋକଙ୍କ ଚାପ ଓ ଉତ୍କଣ୍ଠା ଏତେ ବଢ଼ିଯାଇଥିଲା ଯେ, ସେମାନଙ୍କ ଶୋଇବା ସମୟ କମିଯାଇଥିଲା। ଆମେରିକୀୟମାନେ ପ୍ରାୟତଃ ଦୈନିକ ୭ ଘଣ୍ଟା ଶୋଉଥିବାବେଳେ…
ସତ୍ୟକୁ ବାଛିଲା ଆମେରିକା
ଓ୍ବାଶିଂଟନ,୯ା୧୧: ଆମେରିକାବାସୀ ଅସତ୍ୟକୁ ପରାଜିତ କରି ସତ୍ୟକୁ ବିଜୟୀ କରାଇଛନ୍ତି। ସେମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ହରାଇ ଆଶା, ଏକତା ଓ ଶିଷ୍ଟତାକୁ ବାଛିଛନ୍ତି। ଆମେରିକାକୁ ପ୍ରତ୍ୟେକ କୁନି ଝିଅ ଏକ ସମ୍ଭାବନାର ଦେଶ ଭାବେ ଦେଖନ୍ତୁ ବୋଲି ଉପରାଷ୍ଟ୍ରପତି ଭାବେ…
ପରାଜୟ ପରେ ବି ହ୍ବାଇଟ୍ ହାଉସ୍ ଛାଡି ନ ଥିଲେ ଆମେରିକାର ଏହି ରାଷ୍ଟ୍ରପତି
ଚାରି ଦିନର ସଂଘର୍ଷ ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟର ରାସ୍ତା ସ୍ପଷ୍ଟ ହୋଇଯାଇଛି। ଡେମୋକ୍ରାଟିକ ପାର୍ଟିର ବାଇଡେନ ଏହି ନିର୍ବାଚନରେ ଜିତିଛନ୍ତି ଏବଂ ସେ ଦେଶର ୪୬ତମ ରାଷ୍ଟ୍ରପତି ହେବେ। ୧୮୦୦ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ…
Archives


