ଅନ୍ଲାଇନ୍ରେ ୧.୫ ଲକ୍ଷ ଟଙ୍କାର ଆଇଫୋନ୍ ଅର୍ଡର କରିଥିଲେ ମହିଳା, ଆସିଲା ଏମିତି ଜିନିଷ
ଆଜିକାଲି ଅନଲାଇନ୍ ଶପିଂର ଚାହିଦା ବଢିଛି। ଫୋନ୍ରେ ଅର୍ଡର କଲା ମାତ୍ରେ ଯେକୌଣସି ଜିନିଷ ଘରେ ଆସି ପହଞ୍ଚି ଯାଉଛି। କିନ୍ତୁ ବେଳେବେଳେ ଅନଲାଇନ୍ ଅର୍ଡର କରି ଠକାମିର ଶିକାର ହେବାକୁ ପଡେ। ନିକଟରେ ଅନଲାଇନରେ ଅର୍ଡର ଦେଇ ବ୍ରିଟେନର ଜଣେ…
ଧଳା ହରିଣଠାରେ କରୋନା ଭୂତାଣୁ ଚିହ୍ନଟ, ନୂଆ ଭାରିଆଣ୍ଟ୍ ବ୍ୟାପିବା ଆଶଙ୍କା…
ଓ୍ବାଶିଂଟନ, ୮।୨ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାର ବିଭିନ୍ନ ଭାରିଆଣ୍ଟ୍ ଯୋଗୁ ଲୋକେ ଅସୁବିଧାରେ ପଡ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଖାଦେଇଥିବା କରୋନା ଭାଇରସ୍ର ବିଭିନ୍ନ ଭାରିଆଣ୍ଟ୍ର ସଂକ୍ରମଣ ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକଙ୍କର…
ଚାଇନାରେ ଇମ୍ରାନ ଉଠାଇଲେ କଶ୍ମୀର ପ୍ରସଙ୍ଗ
ବେଜିଂ,୮ା୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚାଇନା ଗସ୍ତକରି ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କୁ ଭେଟିଛନ୍ତି। ଏହି ଅବସରରେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏ ନେଇ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇଛି। କଶ୍ମୀର ପ୍ରସଙ୍ଗକୁ…
ୟୁକ୍ରେନ୍ ସାଜିଛି ବଳିର ଛେଳି, ବାଇଡେନ୍ ପୁଟିନ୍ ପୁଣି ମୁହାଁମୁହିଁ…
ଓ୍ବାଶିଂଟନ, ୮।୨ : ୟୁକ୍ରେନ ସଙ୍କଟ ମଧ୍ୟରେ ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍ଙ୍କୁ ଚେତାବନୀ ଦେଇଛନ୍ତି। ବାଇଡେନ୍ ସୋମବାର ଧମକ ଦେଇଛନ୍ତି…
କ୍ୟାନସରର କାରଣ ହେଉଛି ଜନସନ ବେବି ପାଉଡର, ସାରା ବିଶ୍ୱରେ ଲାଗିପାରେ ପ୍ରତିବନ୍ଧକ
ଲଣ୍ଡନ,୮ ।୨: ଶିଶୁ ଓ ମହିଳାମାନେ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ବେବି ପାଉଡର ବ୍ୟବହାର କରିବାକୁ ବେଶ୍ ପସନ୍ଦ କରୁଥିଲେ । ହେଲେ ଏହା କ୍ୟାନସର ସୃଷ୍ଟିକାରୀ ବୋଲି ଜାଣିବା ପରେ ଏବେ ଏହା ଉପରେ ସାରା ବିଶ୍ୱରେ…
ବାଜି ମାରିପାରନ୍ତି ମାର୍କୋସ୍ ଜୁନିୟର
ମାନିଲା, ୮ା୨: ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ସ୍ବର୍ଗତ ଫର୍ଡିନାଣ୍ଡ୍ ମାର୍କୋସ୍ଙ୍କ ପୁଅ ଫର୍ଡିନାଣ୍ଡ ମାକ୍ରୋସ୍ ଜୁନିୟର। ଲୋକଙ୍କ ବିଦ୍ରୋହ ବାପା ମାର୍କୋସ୍ଙ୍କ ଶାସନକୁ ସମାପ୍ତ କରିବାର ୩୬ ବର୍ଷ ପରେ…
ଇସ୍ରାଏଲରେ ପେଗାସସ୍ ଝଡ଼
ଜେରୁଜେଲମ,୮ା୨: ବିବାଦୀୟ ସ୍ପାଏଓ୍ବେର ପେଗାସସ୍କୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ଘେରି ଆସୁଥିବାବେଳେ ଏବେ ଏହାକୁ ନେଇ ଇସ୍ରାଏଲରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି। କାରଣ ଇସ୍ରାଏଲ୍ ପୋଲିସ ପେଗାସସ୍କୁ ବ୍ୟବହାର କରି ଦେଶର ଏକ ଡଜନରୁ…
କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ: ରୁଷିଆ
ନୂଆଦିଲ୍ଲୀ,୭।୨: କଶ୍ମୀର ଆଉ ଏକ ପାଲେଷ୍ଟାଇନରେ ପରିଣତ ହେବାକୁ ଯାଉଥିବା ‘ରେଡ୍ଫିଶ୍ ଚ୍ୟାନେଲ’ର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି ରୁଷିଆ। ଏଭଳି ରିପୋର୍ଟକୁ ରୁଷିଆ କର୍ତ୍ତୃପକ୍ଷ ବେକାର କହିବା ସହ କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ସ୍ପଷ୍ଟ…
ଖୋଲିବ ଅଷ୍ଟ୍ରେଲିଆ ସୀମା
ସିଡନୀ,୭।୨: କରୋନା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଅଷ୍ଟ୍ରେଲିଆ ସୀମା ପୁଣି ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୨୧ରୁ ସୀମା ସମସ୍ତଙ୍କ ପାଇଁ ଖୋଲିବାକୁ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ…
ଫେସ୍ବୁକ୍-ଇନଷ୍ଟାଗ୍ରାମ୍ ସେବା ବନ୍ଦ ହେବା ଆଶଙ୍କା ଘନେଇଲା…
ଓ୍ବାଶିଂଟନ, ୭।୨ : ଗତ ବର୍ଷ ଅକ୍ଟୋବରରେ ଫେସବୁକର ନାମ ପରିବର୍ତ୍ତନ କରାଯାଇଥିଲା, ଯାହା ପରେ କମ୍ପାନୀ ମେଟା ଭାବରେ ପରିଚିତି ହାସଲ କରିଥିଲା। ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ସେ ଚାହୁଁଛନ୍ତି ବିଶ୍ୱରେ ତାଙ୍କ କମ୍ପାନୀ ମେଟାଭର୍ସ…
ଆମେରିକାର ଦାବି, ୟୁକ୍ରେନ୍ ଆକ୍ରମଣ ପାଇଁ ୭୦ ପ୍ରତିଶତ ପ୍ରସ୍ତୁତି ଶେଷ କରିଛି ରୁଷିଆ…
ଓ୍ବାଶିଂଟନ, ୭।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ୭୦ ପ୍ରତିଶତ ପ୍ରସ୍ତୁତି ଶେଷ କରିଛି। ଆମେରିକାର ଅଧିକାରୀମାନେ ଏହା ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ରୁଷିଆ ବର୍ତ୍ତମାନ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ…
କାମିଲା ପରବର୍ତ୍ତୀ ରାଣୀ ହେବେ
ଲଣ୍ଡନ,୭।୨: ପ୍ରିନ୍ସ ଚାଲର୍ସ ବ୍ରିଟେନର ରାଜା ହେଲେ ଡଚେସ୍ ଅଫ୍ କର୍ନଓ୍ବାଲ କାମିଲା ରାଣୀ ହେବେ ବୋଲି ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଶନିବାର ମହାରାଣୀ ତାଙ୍କର ପ୍ଲାଟିନମ୍ ଜୁବିଲି ଉଦ୍ବୋଧନ ବେଳେ ୭୪ ବର୍ଷୀୟା କାମିଲାଙ୍କୁ…

