ଅନ୍ତର୍ଜାତୀୟ

କାରଖାନା ସହ ଜଳିଗଲେ ୧୬ ଶ୍ରମିକ

କରାଚୀ,୨୮।୮: ପାକିସ୍ତାନର ବାଣିଜି୍ୟକ ରାଜଧାନୀ କରାଚୀସ୍ଥିତ ଏକ ରାସାୟନିକ କାରଖାନାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୬ ଶ୍ରମିକ ପ୍ରାଣ ହରାଇଛନ୍ତି। କାରଖାନାରେ ଆହୁରି ୨୫ ଜଣ ରହିଯାଇଥିବା ଆଶଙ୍କା କରାଯାଉଛି। ଏଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। ଅଗ୍ନିକାଣ୍ଡ ବେଳେ…

ଆକାଶରେ ପାଇଲଟ୍‌ଙ୍କୁ ହୃଦ୍‌ଘାତ, ତା’ ପରେ …

ନୂଆଦିଲ୍ଲୀ, ୨୮।୮: ଓମାନର ରାଜଧାନୀ ମସ୍କାଟରୁ ଶୁକ୍ରବାର ୧୨୬ ଯାତ୍ରୀଙ୍କୁ ଧରି ବାଂଲାଦେଶ ରାଜଧାନୀ ଢାକା ଯାଉଥିଲା ବିଜି-୨୨ ବିମାନ। ମଝି ଆକାଶରେ ଏହି ବିମାନର ପାଇଲଟ୍‌ ହୃଦ୍‌ଘାତର ସମ୍ମୁଖୀନ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିମାନଟି ସଫଳତାର ସହ ନାଗପୁରରେ…

ବିମାନ ବନ୍ଦର ବିସ୍ଫୋରଣ: ସ୍ପଷ୍ଟ କଲା ପେଣ୍ଟାଗନ

ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ହମିଦ୍‌ କାରଜାଇ ବିମାନ ବନ୍ଦରରେ ଗୁରୁବାର ରାତିରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ତେବେ ବିସ୍ଫୋରଣ ପଛରେ ଜଣେ ଆତ୍ମଘାତୀ ବିସ୍ଫୋରକ ଥିଲେ ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ସେନାର ମେଜର ଜେନେରାଲ ଓ୍ବିଲିୟମ…

କାବୁଲ ବିମାନ ବନ୍ଦର ପରେ ଏବେ କାଜକସ୍ତାନ ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ: ୯ ମୃତ

ନୁର-ସୁଲତାନ,୨୭ ।୮: କାବୁଲ ବିମାନ ବନ୍ଦରରେ ଗୁରୁବାର ହୋଇଥିବା ବୋମା ବିସ୍ଫୋରଣ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହାପରେ ଶୁକ୍ରବାର କାଜାକସ୍ତାନର ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ ହୋଇଥିବା ଖବର ମିଳିଛି । ସମାଚାର ଏଜେନ୍ସି ଏଏଫ୍‌ପିର ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ…

ଶହୀଦ ସେନାଙ୍କ ସମ୍ମାନରେ ୪ ଦିନ ଅର୍ଦ୍ଧନମିତ ରହିବ ଆମେରିକାର ଜାତୀୟ ପତାକା

ୱାଶିଂଟନ,୨୭ ।୮: କାବୁଲରେ ହୋଇଥିବା ବୋମା ବିସ୍ଫୋରଣରେ ୧୩ ଆମେରିକୀୟ ଯବାନ ଶହୀଦ ହେବା ପରେ ସେଠାରେ ଆମେରିକା ପୁଣିଥରେ ସକ୍ରିୟ ହୋଇ ଉଠିଛି । ରାଷ୍ଟ୍ରପତି ଜୋ ବାଇଡେନ ଏହି ଘଟଣାକୁ ନେଇ କହିଛନ୍ତି, ଆମେ କେବେହେଲେ ଆପଣଙ୍କୁ କ୍ଷମା…

‘ଏଥର କ୍ଷମା ନାହିଁ: ଖୋଜିବୁ, ଦଣ୍ଡ ଦେବୁ’

ଓ୍ବାଶିଟନ୍‌,୨୭।୮: କାବୁଲର ବିମାନବନ୍ଦରରେ ଆଇଏସଆଇଏସ ଦ୍ୱାରା ହୋଇଥିବା ଆତ୍ମଘାତୀ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାଇଡେନ କହିଛନ୍ତି, ‘ଆମେ କ୍ଷମା କରିବୁ ନାହିଁ। ଆମେ ଭୁଲି ପାରିବୁ ନାହିଁ। ଆମେ ଖୋଜିକି (ଆତଙ୍କବାଦୀ)…

କାବୁଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌

କାବୁଲ,୨୭।୮: ଆଫଗାନିସ୍ତାନର କାବୁଲରେ ଗୁରୁବାର ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୩ ଜଣ ଆହତ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନଙ୍କର…

ହାଇଆଲର୍ଟରେ କାବୁଲ ବିମାନ ବନ୍ଦର: ୪୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରଠାରେ ଗୁରୁବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଆମେରିକାର ୪ ମେରାଇନ ଯବାନ ଅଛନ୍ତି। ବିସ୍ଫୋରଣ ପରେ ବିମାନ ବନ୍ଦରର ସମସ୍ତ ଫାଟକ ବନ୍ଦ କରି ଦିଆଯାଇଛି।…

ଚେତାବନୀର କିଛି ଘଣ୍ଟା ପରେ ବଡ଼ ଧରଣର ବିସ୍ଫୋରଣ

ଓ୍ବାଶିଂଟନ,୨୬।୮: ଆଫଗାନିସ୍ତାନର କାବୁଲ ବିମାନ ବନ୍ଦର ବାହାରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଆମେରିକୀୟ ସେନା ପକ୍ଷରୁ କୁହାଯାଇଛି। କାବୁଲ ବିମାନ ବନ୍ଦର ବାହାରେ ବିସ୍ଫୋରଣ ଘଟିଥିବା ଆମେ ସ୍ପଷ୍ଟ କରୁଛୁ। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା…

୧୪୦ ହିନ୍ଦୁଙ୍କୁ ଅଟକାଇଲା ତାଲିବାନ୍‌

କାବୁଲ,୨୬।୮: ଦେଶ ଛାଡ଼ିବା ପାଇଁ ବିମାନ ବନ୍ଦରକୁ ଯାଉଥିବା ବାଟରେ ତାଲିବାନୀ ଯୋଦ୍ଧାମାନେ ଅତିକମ୍‌ରେ ହିନ୍ଦୁ ଓ ଆଫଗାନ୍‌ ଶିଖଙ୍କ ସମେତ ୧୪୦ ଜଣଙ୍କୁ ଅଟକ ରଖିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ବିଶ୍ୱ ଫୋରମ ସଭାପତି ପୁନୀତ ସିଂ।…

ଆଫଗାନିସ୍ତାନରେ ତାଲିବାନ ଶାସନ: ଭାରତରେ ବଢିପାରେ ନିଶା କାରବାର

ନୂଆଦିଲ୍ଲୀ,୨୬ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଏବେ ଭାରତରେ ନିଶା କାରବାର ବଢିଯାଇ ପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦେଖି ଭାରତୀୟ ଏଜେନ୍ସି ଏବେଠାରୁ ପ୍ରସ୍ତୁତ ହୋଇ ଗଲେଣି । ଏହାକୁ ଦୃଷ୍ଟିରେ ରଖି ସନ୍ଦେହ କରାଯାଉଥିବା…

ହାଇଆଲର୍ଟ: ତୁରନ୍ତ କାବୁଲ ବିମାନ ବନ୍ଦର ଛାଡ଼ି ଚାଲି ଯାଆନ୍ତୁ

ଓ୍ବାଶିଂଟନ,୨୬।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ଏଣୁ ତୁରନ୍ତ ବିମାନ ବନ୍ଦର ଛାଡ଼ି ଚାଲିଯାଆନ୍ତୁ। ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ସେମାନଙ୍କ ନାଗରିକଙ୍କୁ ଏଭଳି ଚେତାବନୀ ଦେଇଛନ୍ତି। କାବୁଲ ତାଲିବାନ୍‌ ନିୟନ୍ତ୍ରଣକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri