ଖୋଲିବ ଅଷ୍ଟ୍ରେଲିଆ ସୀମା

ସିଡନୀ,୭।୨: କରୋନା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଅଷ୍ଟ୍ରେଲିଆ ସୀମା ପୁଣି ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୨୧ରୁ ସୀମା ସମସ୍ତଙ୍କ ପାଇଁ ଖୋଲିବାକୁ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଜାତୀୟ ସୁରକ୍ଷା କ୍ୟାବିନେଟ ବୈଠକରେ ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ସେ ଅଷ୍ଟ୍ରେଲିଆର ସୀମା ଯାତ୍ରୀମାନଙ୍କ ଖୋଲାଯିବ ବୋଲି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ମହାମାରୀ କରୋନା ଆରମ୍ଭ ହେବା ଦିନଠାରୁ ଅର୍ଥାତ୍‌ ପ୍ରାୟ ୨ ବର୍ଷ ତଳେ ଅଷ୍ଟ୍ରେଲିଆ ସରକାର ସାଧାରଣ ଯାତ୍ରୀଙ୍କ ପାଇଁ ଦେଶର ସୀମାକୁ ବନ୍ଦ କରି ଦେଇଥିଲେ। ଏଥିସହ କ କଟକଣା ମଧ୍ୟ ଲଗାଇଥିଲେ। ଏବେ ପ୍ରାୟ ୨ ବର୍ଷ ପରେ ସରକାର କଟକଣା ହଟାଇବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୃତକଙ୍କ ଶେଷ ଦର୍ଶନ ପାଇଁ ଡରୁଛନ୍ତି ପରିବାର ଲୋକେ!

ରୋମ,୨୩।୩: କରୋନା ଭାଇରସ। ଏତିକି ଶୁଣିଲେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ଭୟ। କାରଣ ଏବେ କରୋନା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି।...

ଯୁବକଙ୍କୁ ପାଣି ଭିରତକୁ ଟାଣି ନେଲା ସାର୍କ, ମିଳିନି ପତ୍ତା

କାନବେରା,୬ା୧୧: ପଶ୍ଚିମ ଅଷ୍ଟ୍ରେଲିଆରେ ଶନିବାର ସକାଳେ ପର୍ଥର ଉତ୍ତର ଫ୍ରେମାଣ୍ଟ ଉପକଣ୍ଠରୁ ଜଣେ ଯୁବକଙ୍କୁ ସାର୍କ ପାଣି ଭିତରକୁ ଟାଣି ନେଇଥିବା ଜଣାପଡ଼ିଛି। ଏହି ସମୟରେ...

ଜୟଶଙ୍କରଙ୍କ ୟୁରୋପୀୟ ମାନସିକତାକୁ ଜର୍ମାନ ଚାନ୍ସଲରଙ୍କ ସମର୍ଥନ…

ମ୍ୟୁନିକ,୨୦।୨ : ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ଜର୍ମାନ ଚାନ୍ସେଲର ଓଲଫ ସ୍କୋଲଜ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଭାଇରାଲ “ୟୁରୋପୀୟ ମାନସିକତା” ମନ୍ତବ୍ୟକୁ ଉଲ୍ଲେଖ...

ଲଦାଖ ପ୍ରସଙ୍ଗରେ ଚାଇନାର ବିରୋଧ

ବେଜିଂ/ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଭାରତର ନିଷ୍ପତ୍ତିକୁ ନେଇ ମଙ୍ଗଳବାର ଆପତ୍ତି ଉଠାଇଛି ଚାଇନା। ଏହା...

ୟୁକ୍ରେନ୍ ଆକ୍ରମଣରେ ରୁଷିଆ ମେଜର ଜେନେରାଲଙ୍କ ମୃତ୍ୟୁ

କ୍ୱିଭ୍‌,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇଛି । ଏବେବି ରୁଷିଆ ୟୁକ୍ରେନର ଅନେକ ସହରରେ ଆକ୍ରମଣ ଜାରି ରଖିଛି । ଖାର୍କିବର...

ମହାମାରୀରେ ଏହି ଦେଶର ପିଲାମାନଙ୍କର ଆତ୍ମହତ୍ୟା ସଂଖ୍ୟା ଅଧିକ

ଟୋକିଓ,୧୪।୧୦: ଗତ ୪ ଶତାବ୍ଦୀ ଧରି ଜାପାନରେ ଅଧିକ ଶିଶୁ ଆତ୍ମହତ୍ୟା କରୁଥିବା ଜଣାପଡ଼ିଛି। କରୋନା ମହାମାରୀ ସମୟରେ ସ୍କୁଲ ଓ ଶ୍ରେଣାଗୃହ ବନ୍ଦ ରହିବା...

ବଗଦାଦିଙ୍କ ମୃତ୍ୟୁର ଖେଳ: ଟ୍ରମ୍ପ୍‌ ଦେଖିଲେ ଲାଇଭ୍‌

ଓ୍ବାଶିଂଟନ,୨୮।୧୦: ଆଇଏସ୍‌ ଆତଙ୍କବାଦୀ ଅବୁ ବକର ଅଲ୍‌ ବଗଦାଦିଙ୍କ ମୃତ୍ୟୁ ଘଟିଛି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍‌ରେ ଏଭଳି ହୋଇଥିବା ଆମେରିକା ରାଷ୍ଟ୍ରପତି...

ପାକିସ୍ତାନରେ ପୋଲିଓ ଆତଙ୍କ

ଇସ୍‌ଲାମାବାଦ,୬।୧୦: ଚଳିତ ବର୍ଷ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି ବୋଲି ଜଣାପଡିଛି। ଏବେ ସୁଦ୍ଧା ସେଠାରେ ୭୨ ପୋଲିଓ ରୋଗୀ ଚିହ୍ନଟ ହୋଇ ସାରିଲେଣି।...

Advertisement
Archives

Model This Week