ଅନ୍ତର୍ଜାତୀୟ

ଆଫଗାନିସ୍ତାନ ସଙ୍କଟ ଯୋଗୁ ପୁଣି ପୋଲିଓ ଆତଙ୍କ…

ଜେନେଭା,୨୪।୮: ସମ୍ପ୍ରତି ଆଫଗାନିସ୍ତାନରେ ସଙ୍କଟ ବଢ଼ିବାରେ ଲାଗିଛି। ଏହା ଯୋଗୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମଗ୍ର ପୃଥିବୀରେ ପୋଲିଓ ଆତଙ୍କ ପୁଣି ବଢ଼ିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ଗୃହଯୁଦ୍ଧ ଯୋଗୁ ଆଫଗାନିସ୍ତାନରେ ଗତ ୩ ବର୍ଷ ଧରି ପୋଲିଓ…

କ’ଣ ହେବ ତାଲିବାନର ଭବିଷ୍ୟତ, ନିଷ୍ପତ୍ତି ନେବେ ବିଶ୍ୱର ପାୱାର ଫୁଲ୍ ଦେଶ

ନ୍ୟୁୟର୍କ,୨୪ ।୮: ଆଫଗାନିସ୍ତାନ ଉପରେ ତାଲିବାନ ରାଜୁତି କରିବା ଆରମ୍ଭ କରିଛି । ହେଲେ ଏହାର ଭବିଷ୍ୟତ କ’ଣ ହେବ ସେ ନେଇ ମଙ୍ଗଳବାର ବିଶ୍ୱର ପାୱାରଫୁଲ ଦେଶ ନିଷ୍ପତ୍ତି ନେବେ । ମଙ୍ଗଳବାର ହେବାକୁ ଯାଉଥି ଜି-୭ ଦେଶର ବୈଠକ…

ବାଇଡେନ୍‌ଙ୍କ ତଣ୍ଟିରେ କଣ୍ଟା…

ଓ୍ବାଶିଟନ, ୨୩।୮: ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ଆଣିବା ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଡୁଆରେ ପଡ଼ିଛନ୍ତି। ତାଙ୍କ ତଣ୍ଟିରେ କଣ୍ଟା ଅଟକି ଥିବା ପରି ଅବସ୍ଥା ସୃଷ୍ଟି ହୋଇଛି। ଏବେ ତାଲିବାନର ନାଲି ଆଖି ସତ୍ତ୍ୱେ ମଧ୍ୟ ସେ ସୈନ୍ୟଙ୍କୁ…

ଆମେରିକାକୁ ତାଲିବାନର ଧମକ

କାବୁଲ,୨୩ ।୮: ଆଫଗାନିସ୍ତାନରେ ତାଲିବାନର ରାଜୁତି । ଏକଥା ଏବେ ସାରା ବିଶ୍ୱରେ ଆଲୋଚନାର ବିଷୟ । ତାଲିବାନ ଭୟରେ ଏବେ ଆଫଗାନିସ୍ତାନରୁ ଲୋକେ ଦେଶ ଛାଡି ପଳାଉଥିବା ସମସ୍ତଙ୍କୁ ଜଣା । ଏହାରି ଭିତରେ ଆମେରିକା ଓ ଅନ୍ୟ ନାଟୋ…

ସମୁଦ୍ର କୂଳରେ ଶହ ଶହ ‘ସାଣ୍ଡ୍‌ ଡଲାର୍ସ’…

ଓ୍ବାଶିଂଟନ, ୨୩।୮: ଆମେରିକାର ସମୁଦ୍ର କୂଳରେ ଶହ ଶହ ସଂଖ୍ୟାରେ ‘ସାଣ୍ଡ୍‌ ଡଲାର୍ସ’ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହା ସ୍ଥାନୀୟ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି। ୧୫ ଅଗଷ୍ଟଠାରୁ ଏହି ସାମୁଦ୍ରିକ ଜୀବଟିକୁ ଦେଖିବାକୁ ମିଳୁଛି। ଏହାର ପ୍ରକୃତ ନାମ ହେଉଛି…

ଆଫଗାନିସ୍ତାନରେ ତାଲିବାନ ଠିଆ ହେବା ପଛରେ ପାକିସ୍ତାନର ହାତ: ଆମେରିକା ସାଂସଦ

ୱାଶିଂଟନ,୨୩ ।୮: ଆଫଗାନିସ୍ତାନରେ ତାଲିବାନ ରାଜ କରିବା ପରେ ଏବେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ବିଭିନ୍ନ ଦେଶର ନେତା ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି କ୍ରମରେ ଆମେରିକାର ରିପବ୍ଲିକାନ୍ ସାଂସଦ ଓ…

ଖୁସି ଖବର, ବୁଷ୍ଟର ଡୋଜ୍‌ ଯୋଗୁ ପ୍ରତିରୋଧକ ଶକ୍ତି ବଢୁଛି ୪ ଗୁଣା…

ତେଲଅଭିବ୍‌,୨୩।୮: କରୋନା ମହାମାରୀ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ନିକଟରେ ହୋଇଥିବା ଏକ ଗବେଷଣାରୁ ସୁଫଳ ମିଳିଛି। ଭାକ୍ସିନ୍‌ର ଦୁଇ ଡୋଜ ପରେ, ବୁଷ୍ଟର ଡୋଜ ନେବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ୪ ଗୁଣା ବୃଦ୍ଧି ପାଉଥିବା ଏକ ଗବେଷଣାରୁ…

୩୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

କାବୁଲ,୨୩।୮: ଆଫଗାନିସ୍ତାନର ଏକମାତ୍ର ଅଞ୍ଚଳ ପଞ୍ଜଶୀର ତାଲିବାନର ନିୟନ୍ତ୍ରଣ ବାହାରେ ରହିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶୀରକୁ ତାଲିବାନ ଦଖଲକୁ ନ ଦେବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ସାଲେହ ପଞ୍ଜଶୀରକୁ ଯାଉଥିବା ସଲାଙ୍ଗ ରାଜପଥକୁ ବନ୍ଦ କରିଦେଇଛନ୍ତି। ପଞ୍ଜଶୀର…

ବାଇଡେନ୍‌ଙ୍କୁ ତାଲିବାନର ନାଲି ଆଖି…

କାବୁଲ,୨୩।୮: ତାଲିବାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ନାଲି ଆଖ ଦେଖାଇଛି। ଆତଙ୍କବାଦୀ ସଂଗଠନ ପକ୍ଷରୁ ସିଧାସଳଖ ଧମକ ଦେଇ କୁହାଯାଇଛି ଯେ, ଯେ ଯଦି ବାଇଡେନ୍‌ ସରକାର ଆଫଗାନିସ୍ତାନରୁ ନିଜର ସୈନ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରତ୍ୟାହାର ନ କରନ୍ତି…

ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ଫେସ୍‌ବୁକର ନୂଆ ବ୍ୟବସ୍ଥା

କାବୁଲ,୨୨।୮ : ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଫଗାନିସ୍ତାନରେ ଫେସବୁକ ଓ ଟୁଇଟର ୟୁଜର୍ସଙ୍କ ଫ୍ରେଣ୍ଡ୍‌ଲିଷ୍ଟ ଲୁକାୟତ ରଖିବା ଲାଗି ଲକ୍‌ ଡାଉନ ଅପଶନ ଦିଆଯିବ। ଏହାକୁ ୟୁଜର୍ସ…

ସେନା ବିମାନରେ ଜନ୍ମ ହେଲେ ଶିଶୁକନ୍ୟା

ବର୍ଲିନ,୨୨।୮ : କାବୁଲରୁ ଉଦ୍ଧାର କାର୍ଯ୍ୟ ଶେଷ କରି ଜର୍ମାନୀ ଫେରୁଥିବା ଆମେରିକା ବାୟୁସେନାର ସି-୧୭ ବିମାନରେ ଜଣେ ଆଫଗାନ ମହିଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏ ନେଇ ଆମେରିକାର ବାୟୁ ସେନା ରବିବାର ଟୁଇଟ୍‌ କରିଛି। ବିମାନରେ ମହିଳାଙ୍କ ଗର୍ଭ…

ତାଲିବାନକୁ ଯୁଦ୍ଧ ଚେତାବନୀ

ଦୁବାଇ,୨୨।୮: ଅଶି ଦଶକରେ ଆଫଗାନିସ୍ତାନର ସୋଭିଏଟ୍‌ ବିରୋଧୀ ରେଜିଷ୍ଟାଣ୍ଟର ମୁଖ୍ୟ ନେତା ଅହମଦ ଶାହା ମାସୁଦ୍‌ଙ୍କ ପୁଅ ଅହମଦ ମାସୁଦ୍‌ ତାଲିବାନ ଆଗରେ ଆତ୍ମସମର୍ପଣ କରିବାକୁ ମନା କରିଦେଇଛନ୍ତି। କ୍ଷମତା ବିକେନ୍ଦ୍ରୀକରଣ ପାଇଁ ଯଦି ତାଲିବାନ ରାଜି ହୁଏ, ତେବେ ଶାନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri