ଗଲା ମନ୍ତ୍ରୀ ପଦ, ଏବେ ଘର ଘର ବୁଲି ପିଜା କରୁଛନ୍ତି ଡେଲିଭରୀ…
କାବୁଲ,୨୫।୮: ଆଫଗାନିସ୍ତାନ ତାଲିବାନ ପୁଣି କ୍ଷମତାକୁ ଫେରିଛି। ଫଳରେ ବହୁଲୋକ ଜୀବନ ଭୟରେ ଭିଟାମାଟି ଛାଡ଼ିଛନ୍ତି। ପୂର୍ବରୁ ଆଫଗାନିସ୍ତାନରେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମୟରେ ସଂଚାର ଓ ଆଇଟି ମନ୍ତ୍ରୀ ଥିବା ସୈୟଦ ଅହମ୍ମଦ ଶାହା ସାଦତ ଏବେ ଜର୍ମାନୀରେ…
ବନ୍ଧକ ମୁନରେ କ୍ଷମତା ଦଖଲ, ହାତରେ ନାହିଁ କାଣିକଉଡ଼ି…
ଓ୍ବାଶିଂଟନ/କାବୁଲ,୨୫।୮: ବନ୍ଧୁକ ମୁନରେ ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା କଷ୍ଟକର ବ୍ୟାପାର ମନେ ହେଉଛି। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା ବେଳେ…
ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍ ହୋଇପାରେ, ଡବ୍ଲ୍ୟୁଏଚ୍ଓ ପକ୍ଷରୁ ସୂଚନା…
ଜେନେଭା,୨୫।୮: ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅର୍ଥାତ୍ ଭାରତରେ ଲୋକେ ଏହି ଭୂତାଣୁ ସହିତ ବଞ୍ଚିବାକୁ ସାଧାରଣ ଭାବେ ଗ୍ରହଣ କରିନେବେ ବୋଲି ଡବ୍ଲ୍ୟୁଏଚ୍ଓର ମୁଖ୍ୟ ବୈଜ୍ଞାନିକ ଡ.ସୌମ୍ୟା…
ତାଲିବାନର କଡ଼ା ଚେତାବନୀ,କାହାକୁ ଦେଶ ଛାଡ଼ିବାକୁ ଦିଆଯିବ ନାହିଁ…
କାବୁଲ,୨୫।୮: ଆଫଗାନିସ୍ତାନକୁ ୨୦ ବର୍ଷ ପରେ ତାଲିବାନ ପୁନର୍ବାର ନିଜ ଦଖଲ ନେଇଛି। ତାଲିବାନ ୧୫ ଅଗଷ୍ଟରେ ନେକାବୁଲକୁ କାବୁ କରିଥିଲା। ଏହା ପରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡିଥିଲେ। ଜୀବନ ଭୟରେ ଏବେ ସାଧାରଣ ଲୋକେ ଯେ କୌଣସି…
ତିନିପଟେ ତାଲିବାନ୍
କାବୁଲ,୨୫ା୮: କଥା କଥାକେ ଫୁଟୁଛି ଗୁଳି, ଶୁଭୁଛି ବିସ୍ଫୋରଣର ଛାତିଥରା ଶବ୍ଦ। ତାଲିବାନ୍ ଜାରି କରିଛି ଫତ୍ଓ୍ବା। ଅମାନ୍ୟ କଲେ ଶରିଆ ଆଇନରେ ଗଡ଼ିବ ମୁଣ୍ଡ। ଆତଙ୍କରେ ମରି ମରି ବଞ୍ଚୁଛନ୍ତି ଆଫଗାନ୍। କାରଣ ପୁଣି ଫେରିଛି ତାଲିବାନର ତିରିଶ ବର୍ଷ…
‘କଶ୍ମୀରକୁ ମୁକ୍ତ କରିବା ପାଇଁ ଆମ ସହ ତାଲିବାନ୍ ଅଛି’
ନୂଆଦିଲ୍ଲୀ,୨୫।୮: ତାଲିବାନ୍ ନେତାମାନେ ଆମ ସହ ଅଛନ୍ତି। ସେମାନେ କଶ୍ମୀରକୁ ସ୍ବତନ୍ତ୍ର କରିବା ଲାଗି ଆମକୁ ସାହାଯ୍ୟ କରିବେ। ଏକ ନ୍ୟୁଜ ଚ୍ୟାନେଲର ବିତର୍କ ବେଳେ ଏହା କହିଛନ୍ତି ପାକିସ୍ତାନର ସରକାରରେ ଥିବା ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ଜଣେ ନେତା ନୀଲମ…
ଆମେରିକା ଅସ୍ତ୍ରଶସ୍ତ୍ର ଲୁଟି ନେଲା ତାଲିବାନ୍, ପାକିସ୍ତାନ ପାଇଁ ପାଲଟିବ ବୁମେରାଂ…
କାବୁଲ,୨୪।୮: ତାଲିବାନ ଆତଙ୍କବାଦୀମାନେ ଆମେରିକା ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି। ଏହାକୁ ସେମାନେ ପାକିସ୍ତାନ ପଠାଇ ଦେଇଛନ୍ତି। ମାତ୍ର ଭାରତ ବିରୋଧରେ ଏହାର ବ୍ୟବହାର ପୂର୍ବରୁ ପାକିସ୍ତାନରେ ଆତଙ୍କ ସୃଷ୍ଟି କରାଯିବ ବୋଲି କେତେକ ଉଚ୍ଚପଦସ୍ଥ ଭାରତୀୟ ସେନା ଅଧିକାରୀ କହିଛନ୍ତି। ଏହି…
ତାଲିବାନକୁ କଣ୍ଟ୍ରୋଲ କରିବାକୁ ପାକିସ୍ତାନ ପାଖରେ ଅର୍ଥର ଅଭାବ ରହିଛି: ହଶମତ
କାବୁଲ,୨୪ ।୮: ତାଲିବାନର କବଜାକୁ ଆସିବା ପରେ ଆଫଗାନିସ୍ତାନରେ ଶାସକ ପରିବର୍ତ୍ତନକୁ ନେଇ କେତେ କ’ଣ ଆଲୋଚନା ହେଉଛି । ଏପଟେ ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ବି ଚର୍ଚ୍ଚା ଯୋର ଧରିଛି । ଏହାର ଭବିଷ୍ୟତକୁ ନେଇ ଭିନ୍ନ ଭିନ୍ନ ଆଶଙ୍କା…
ଆଫଗାନିସ୍ତାନରୁ ୟୁକ୍ରେନ ବିମାନ ଅପହରଣ, ମନ୍ତ୍ରୀ କହିଲେ ହଁ-ସରକାରଙ୍କ ମନା…
କାବୁଲ,୨୪।୮: ୟୁକ୍ରେନର ଏକ ବିମାନକୁ ଆଫଗାନିସ୍ତାନରୁ ଅପହରଣ କରି ନିଆଯାଇଛି। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ୟେଭ୍ଜେନି ୟେନିନ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରବିବାର ବିମାନକୁ ଅପହରଣ କରାଯାଇ ମଙ୍ଗଳବାର ଇରାନ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି। କିଛି ଅଜ୍ଞାତ ଲୋକ ବିମାନକୁ…
ପୃଥିବୀର ଭବିଷ୍ୟତ ନିର୍ଦ୍ଧାରଣ କରିବ ଦକ୍ଷିଣ-ପୂର୍ବ ଏସିଆ…
ଓ୍ବାଶିଂଟନ,୨୪।୮: ପୃଥିବୀର ଭବିଷ୍ୟତ ନିର୍ଦ୍ଧାରଣ କ୍ଷେତ୍ରରେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଭାରତ ମହାସାଗର-ପ୍ରଶାନ୍ତ ମହାସାଗର ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ଏଭଳି କହିଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁୁଙ୍ଗ୍ଙ୍କ ସହିତ ଏକ ବୈଠକରେ…
ତାଲିବାନର ନିୟମ: ନେଲ୍ ପଲିସ୍ ଲଗାଇଲେ କାଟି ଦିଆଯିବ ଆଙ୍ଗୁଠି!
କାବୁଲ,୨୪ ।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରଠାରୁ ଏହାର କ୍ରୁରତା ସମ୍ପର୍କରେ ଖବର ଆସିବାରେ ଲାଗିଛି । ବିଶେଷ କରି ସୋସିଆଲ ମିଡିଆରେ ପ୍ରତିଦିନ ତାଲିବାନର କ୍ରୁରତା ଦଖାଯାଉଛି । ଏବେ ସେଠାରେ ପୁରୁଷଙ୍କୁ ଜିନ୍ସ ପିନ୍ଧିବାକୁ ମନା କରାଯାଇଥିବା…
ପୁଣି ବିପଦ, କରୋନାର ସୁପର ଭାରିଆଣ୍ଟ କୋଭିଡ୍-୨୨ ଆସିବା ଆଶଙ୍କା…
ଜୁରିଚ୍,୨୪।୮: ସମ୍ପ୍ରତି ପୃଥିବୀରେ କରୋନା ମହାମାରୀର ବିଭିନ୍ନ ଭାରିଆଣ୍ଟ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁଇଜରଲାଣ୍ଡର ଗବେଷକମାନଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ବାସେଲ ସ୍ଥିତ…
Archives


