Home

ବନ୍ଦେ ଭାରତ, ହମ ସଫର ଏକ୍ସପ୍ରେସରେ ଯାତ୍ରା କରିପାରିବେ କେନ୍ଦ୍ର ସରକାରଙ୍କ କର୍ମଚାରୀ

ନୂଆଦିଲ୍ଲୀ,୩୧।୮: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ହାଇ ସ୍ପିଡ ଟ୍ରେନ ‘ବନ୍ଦେ ଭାରତ’ ଏବଂ…

ଏମିତି ପ୍ରଦୂଷଣ ବଢିଲେ କମ ହେବ ଜୀବନର ୫.୩ ବର୍ଷ ଆୟୁଷ! ନୂଆ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୩୧।୮: ସାରା ବିଶ୍ୱରେ ଏବେ ପ୍ରଦୂଷଣ ଏକ ଜ୍ୱଳନ୍ତ ପ୍ରସଙ୍ଗ। ଏଡାଦ୍ୱାରା ଲୋକଙ୍କ ଜୀବନ ବହୁ ପରିମାଣରେ ପ୍ରଭାବିତ ହେଉଛି। ସିକାଗୋ ବିଶ୍ୱିଦ୍ୟାଳୟର ଏକ ରିପୋର୍ଟରେ କୁହାଯାଇଛି କି ବାୟୁ ପ୍ରଦୂଷଣ ଦକ୍ଷିଣ ଏସିଆରେ ରହୁଥିବା ଲୋକଙ୍କ ଜୀବନରେ ୫.୧ ବର୍ଷ…

ସ୍ତ୍ରୀଙ୍କୁ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କା ଭରଣପୋଷଣ ଦେବେ ଉମର ଅବଦୁଲ୍ଲା

ନୂଆଦିଲ୍ଲୀ,୩୧।୮: ନ୍ୟାଶନାଲ୍‌ କନଫରେନ୍ସ ଉପାଧ୍ୟକ୍ଷ ଉମର ଅବଦୁଲ୍ଲା ସ୍ତ୍ରୀ ପାୟଲଙ୍କୁ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କାର ଭରଣପୋଷଣ ଦେବେ। ଓମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୁଅର ଶିକ୍ଷା ପାଇଁ ଅବଦୁଲ୍ଲାଙ୍କୁ ମାସକୁ ୬୦,୦୦୦ଟଙ୍କା ଦେବାକୁ ପଡିବ।…

ଗୋବର, ଧାନର ରାଖି ବାନ୍ଧିଲେ ମୁଖ୍ୟମନ୍ତ୍ରୀ ବାଘେଲ

ରାୟପୁର,୩୧।୮: ଗୁରୁବାର ଦିନ ସାରା ଦେଶରେ ରକ୍ଷା ବନ୍ଧନ ପାଳନ କରାଯାଉଛି। ଛତିଶଗଡରେ ମଧ୍ୟ ଭାଇ ଓ ଭଉଣୀଙ୍କ ମଧ୍ୟରେ ଅବିସ୍ମରଣୀୟ ସମ୍ପର୍କର ରକ୍ଷାବନ୍ଧନର ମହାନ ଉତ୍ସବରେ ପାଳନ କରାଯାଉଛି। ଏହି ଅବସରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଜାପତି ବ୍ରହ୍ମାକୁମାରୀ…

‘ଶାରୀରିକ ଭାବେ ଆମେ ବ୍ରିକ୍ସ ସମ୍ମିଳନୀରେ ଥିଲୁ, କିନ୍ତୁ ବେଙ୍ଗାଲୁରୁରେ ଥିଲା ମନ’

ନୂଆଦିଲ୍ଲୀ,୩୧।୮: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚନ୍ଦ୍ରୟାନ-୩ ଅବତରଣ ଦିନ କଥା ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ଦିନ ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବାକୁ ଯାଉଥିଲା, ଆମେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଶାରୀରିକ…

୯ ଦଫା ଦାବିରେ କଂଗ୍ରେସର ପ୍ରତିବାଦ

ଚାନ୍ଦବାଲି,୩୧ା୮(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଗୁରୁବାର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ଚାନ୍ଦବାଲି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରାଯାଇଛି। ଏହି…

ଥମିନି ମଣିପୁର ହିଂସା! ୧୨ ଘଣ୍ଟାରେ ଆଉ ୨ ମୃତ୍ୟୁ

ଇମ୍ଫାଲ,୩୧।୮: ହିଂସାକାଣ୍ଡ ଘଟିଥିବା ମଣିପୁରରେ ପୁଣି ଥରେ ଗୁଳି ବିନିମୟ ଘଟିଛି ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମଣିପୁରରେ ଏହି ଘଟଣା ଗତ ୧୨ଘଣ୍ଟା ମଧ୍ୟରେ ଘଟିଛି। ଏହା ବ୍ୟତୀତ ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ସକାଳେ ବିଷ୍ଣୁପୁର ଜିଲାର…

ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେବେ ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ,୩୧।୮: ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ଜୟା ବର୍ମା ସିହ୍ନାଙ୍କୁ ରେଳ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ସେ ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେବେ। ସିହ୍ନା ନୂତନ ଅଧ୍ୟକ୍ଷ ତଥା ସିଇଓ (ରେଳ ବୋର୍ଡ)…

ଜି.ଉଦୟଗିରି ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ

ଜି.ଉଦୟଗିରି,୩୧ା୮(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୁରୁବାର ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପ୍ରାକ୍ତନ ଅଧ୍ୟକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ହେତୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବସମ୍ମତି କ୍ରମେ ବନ୍ଦ ରଖାଯାଇଛି। ଏନ୍‌ଏସି ପରିସରରେ…

ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଲୀ,୩୧।୮: ପାର୍ଲାମେଣ୍ଟର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ପରେ ଗୁରୁବାର କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ଖୁବ ବର୍ଷିଛି। କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏକ ଘରୋଇ ଚ୍ୟାନେଲକୁ କହିଛନ୍ତି ଯେ ଆମକୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ…

‘ଇଣ୍ଡିଆ’ ବୈଠକରେ ସାମିଲ ହେବାକୁ ମୁମ୍ବାଇରେ ପହଞ୍ଚିଲେ ଅଖିଳେଶ

ମୁମ୍ବାଇ,୩୧।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଦୁଇ ଦିନିଆ ବୈଠକ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଚାଲିବ। ‘ଇଣ୍ଡିଆ’ର ବୈଠକରେ ସାମିଲଦେବା ପାଇଁ ଏସପି ମୁଖ୍ୟ ଅଖିଳେଶ…

ଗ୍ରାଣ୍ଟ ଶାପ୍ସ ବ୍ରିଟେନର ନୂଆ ପ୍ରତିରକ୍ଷା ସଚିବ, ବେନ ଓ୍ବାଲେସଙ୍କ ସ୍ଥାନରେ ସମ୍ଭାଳିବେ ଦାୟିତ୍ୱ

ଲଣ୍ଡନ,୩୧।୮: ବ୍ରିଟିଶ ସରକାର ପୂର୍ବତନ ଶକ୍ତି ସଚିବ ଗ୍ରାଣ୍ଟ ଶାପ୍ସଙ୍କୁ ଦେଶର ନୂତନ ପ୍ରତିରକ୍ଷା ସଚିବ ଭାବେ ନାମିତ କରିଛନ୍ତି। ବାସ୍ତବରେ, ଶାପ୍ସ ବର୍ତ୍ତମାନ ବେନ ୱାଲେସଙ୍କ ସ୍ଥାନ ନେବେ। ଚାରି ବର୍ଷ ପରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri