Home

ଜ୍ଞାନବ୍ୟାପୀ ପରିସରରେ ଏଏସ୍‌ଆଇ ସର୍ଭେ ଉପରେ ରୋକ ବଳବତ୍ତର: ଗୁରୁବାର ହେବ ପୁଣି ଶୁଣାଣି

ଆହ୍ଲାବାଦ୍‌,୨୬।୭: ବାରାଣସୀର ବିବାଦୀୟ ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ଏଏସ୍‌ଆଇ ସର୍ଭେ ଉପରେ ଲାଗିଥିବା ରୋକ ବଳବତ୍ତର ରହିଛି। ଗୁରୁବାର ଅପରାହ୍ନ ୩.୩୦ରେ ଆହ୍ଲାବାଦ ହାଇକୋର୍ଟରେ ଏହାର ଶୁଣାଣି ହେବ। ଶୁଣାଣି ପର୍ଯ୍ୟନ୍ତ ଏହି ରୋକ ବଳବତ୍ତର ରହିବ। ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସର ଏଏସ୍‌ଆଇ…

ଉପରକୁ ଉଠିଲେ ଜୟସ୍ବାଲ

ନୂଆଦିଲ୍ଲୀ,୨୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ଭାରତୀୟ ଦଳ ୧-୦ରେ ଜିତି ନେଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ବୀ ଜୟସ୍ବାଲ ଡେବୁ କରିଥିଲେ। ଯଶସ୍ବୀ ଜୟସ୍ବାଲ ତାଙ୍କର ପ୍ରଥମ ଟେଷ୍ଟରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପରେ…

ଆମେରିକା ଡ୍ରୋନ୍‌କୁ ଅଟକାଇଲା ରୁଷିଆ

ଓ୍ବାଶିଂଟନ,୨୬ା୭: ଆମେରିକା ଏବଂ ରୁଷିଆ ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନି। ରୁଷିଆର ଏକ ଯୁଦ୍ଧ ବିମାନ ପୁଣି ଥରେ ସିରିଆରେ ଆମେରିକୀୟ ଡ୍ରୋନର ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଛି। ଏହା ପ୍ରଥମ ଘଟଣା ନୁହେଁ। ସାମ୍ପ୍ରତିକ ସମୟରେ…

୧୨୫ କୋଟି ପାର କଲା ‘ସତ୍ୟପ୍ରେମ କି କଥା’

ବମ୍ବେ: କଳାକାରଙ୍କ ଚମତ୍କାର ଅଭିନୟ ସାଙ୍ଗକୁ ଦମ୍‌ଦାର କାହାଣୀ। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମନ କିଣୁଛି ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’। କାର୍ତ୍ତିକ ଆର୍ୟନ ଏବଂ କିଆରା ଆଡଭାଣୀ ଅଭିନୀତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ଭଲ ବ୍ୟବସାୟ…

ଉଚ୍ଚତା ଥିଲା ସାଢ଼େ ୪ ଫୁଟ, କିଛିଦିନରେ ଗ୍ରେଟ୍‌ ଖଲିଙ୍କୁ ବି ଟପିଗଲେ ଏହି ବ୍ୟକ୍ତି

ଦୁନିଆରେ ଦୁଇ ପ୍ରକାରର ମଣିଷ ଅଛନ୍ତି। କିଛି ଲୋକ ବହୁତ ଲମ୍ବା ଆଉ କିଛି ଲୋକ ବହୁତ ଛୋଟ। ଯାହାଙ୍କ ଉଚ୍ଚତା ଏତେ ଅଧିକ ଥାଏ ଯେ, ଲୋକଙ୍କ ଆଖି ପାଏନି। ଦ୍ୱିତୀୟରେ ଯେଉଁମାନେ ଛୋଟ ସେମାନଙ୍କୁ ମୁଣ୍ଡ ନୁଆଁଇ ଚାହିଁବାକୁ…

ରାଜ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଆଲୋକଙ୍କୁ ମୟୂରଭଞ୍ଜ, ସଂଗ୍ରାମଙ୍କୁ ବାଲେଶ୍ୱର

କେନ୍ଦୁଝର,୨୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ କଂଗ୍ରେସ ରଣନୀତି ପ୍ରସ୍ତୁତି କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସର ପଦାଧିକାରୀଙ୍କୁ ବିଭିନ୍ନ ଜିଲା ପ୍ରଭାରୀ ଭାବେ ନିଯୁକ୍ତି…

ଭାଜପା ଗଳାର କଣ୍ଟା ସାଜିଛନ୍ତି ବିରେନ: ମୋଦି-ଶାହା ନିରୁପାୟ…

ନୂଆଦିଲ୍ଲୀ,୨୫।୭ : ଜାତିଆଣ ହିଂସା ନିଆଁରେ ମଣିପୁର ଜଳୁଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ମନ୍ତ୍ରଣାଳୟର ଅଧିକାରୀମାନେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ପରେ ମଧ୍ୟ ସେଠାରେ ଶାନ୍ତି ଫେରାଇବାର ଆଶ୍ୱାସନା ଦେବାରେ ବିଫଳ ହୋଇଛନ୍ତି। ଜାତୀୟ ସୁରକ୍ଷା…

ସଂସଦରେ ଅପମାନିତ ହୋଇଥିବା ଅଭିଯୋଗ ଆଣିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୭: ମଣିପୁର ପ୍ରସଙ୍ଗ ନେଇ ସଂସଦର ଉଭୟ ଗୃହରେ ବିରୋଧ ପ୍ରଦର୍ଶନ ଓ ହଟ୍ଟଗୋଳ ଦେଖିବାକୁ ମିଳୁଛି। ଏନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ତେବେ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖର୍ଗେ ତାଙ୍କୁ ସଂସଦରେ ଅପମାନିତ କରାଯାଇଥିବା…

ବାଲୁକା କଳାରେ ହଳଲଙ୍ଗଳ

କର୍ଲାମୁଣ୍ଡା,୨୬ା୭(ପ୍ରଦୀପ କୁମାର ସାହୁ): ଏବର୍ଷ ବର୍ଷା ବିଳମ୍ବରେ ହୋଇଥିଲେ ହେଁ ବର୍ତ୍ତମାନ ଚାରିଆଡ଼େ ପଲ୍ଲା ରୁଆ, ବେଉଷଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଟ୍ରାକ୍ଟର,ପାଓ୍ବାରଟିଲର ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଛି। ଲୁପ୍ତ ପ୍ରାୟ ହଳ ଲଙ୍ଗଳ…

ଯୁଦ୍ଧମ ଦେହି ଡାକରା ଦେଲେ ମାଓବାଦୀ

ମ.ରାମପୁର,୨୬ା୭(ଶଶିଭୂଷଣ ପ୍ରହରାଜ): ଦିନକୁ ଦିନ କଳାହାଣ୍ଡି ଜିଲା ମ. ରାମପୁର ଅଞ୍ଚଳରେ ମାଓବାଦୀ କାର୍ଯକଳାପ ବଢ଼ିଚାଲିଛି। ଏବେ ଖୋଲାଖୋଲି ମାଓବାଦୀ ଯୁଦ୍ଧମ ଦେହି ଡାକରା ଦେଇଛନ୍ତି। ଉଚ୍ଚ ବର୍ଗଙ୍କ ବିରୋଧରେ ଯୁଦ୍ଧ ପାଇଁ ସ୍ବଳ୍ପ ସଂଖ୍ୟକ ବର୍ଗଙ୍କୁ ମତାଉଛନ୍ତି। ମ. ରାମପୁର…

କୋଇଲା ବ୍ଲକ୍‌ ମାମଲାରେ ୪ବର୍ଷ ପାଇଁ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ଏମପି ବିଜୟ ଦର୍ଦା

ନୂଆଦିଲ୍ଲୀ,୨୬।୭: ଛତିଶଗଡରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଦାଙ୍କୁ ଚାରି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ପୁଅ ଦେବେନ୍ଦର ଦର୍ଦା ଏବଂ ଜେଏଲଡି ୟବତମାଲ ଏନର୍ଜି ପ୍ରାଇଭେଟ୍‌…

ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ଡେପୁଟି ଇନ୍ସପେକ୍ଟର

କୋରାପୁଟ,୨୬ା୭(ଅମିତାଭ ବେହେରା): କୋରାପୁଟ ପୋଲିସ ମୁଖ୍ୟାଳୟରେ ଡେପୁଟି ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ୱାଳ ବୁଧବାର ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ନିଜ ବନ୍ଧୁକର ଗୁଳି ଶ୍ରୀ ବିଶ୍ୱାଳଙ୍କ ବେକରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri