‘ଅବିଶ୍ୱାସ ପ୍ରସ୍ତାବକୁ ଗ୍ରହଣ କରୁ କେନ୍ଦ୍ର’, ରାଜ୍ୟପାଳଙ୍କୁ ଭେଟିବା ପରେ କହିଲା କଂଗ୍ରେସ
ନୂଆଦିଲ୍ଲୀ,୩୦।୭: ପାଖାପାଖି ୩ ମାସ ହେବ ମଣିପୁରରେ ହିଂସା ଲାଗି ରହିଛି। ସଂସଦରୁ ସଡ଼କ ପର୍ଯ୍ୟନ୍ତ ଏବେ ମଣିପୁର ହିଂସାକୁ ନେଇ ଚାଲିଛି ଟଣାଓଟରା। ଏହି କ୍ରମରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ପ୍ରତିନିଧି ମଣ୍ଡଳ ମଣିପୁର ଗସ୍ତରେ ଅଛନ୍ତି, ଯେଉଁଠାରେ…
ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ
ଭୁବନେଶ୍ୱର,୩୦ା୭(ଅସମାପିକା ସାହୁ): ନୟାଗଡ଼ ଗୌରବ ଆଇରନ ମ୍ୟାନ ତଥା ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ ଏଲ୍ବ୍ରସ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର…
ଶୋଇଥିବା ଅବସ୍ଥାରେ ଧୋନୀଙ୍କ ଭିଡିଓ କଲେ ଏୟାର ହୋଷ୍ଟେସ
ନୂଆଦିଲ୍ଲୀ,୩୦।୭: ପ୍ରଶଂସକମାନେ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଝଲକ ପାଇବାକୁ ସର୍ବଦା ଆଗ୍ରହୀ ଆଆନ୍ତି। ଧୋନି ସୋସିଆଲ ମିଡିଆଠାରୁ ବହୁତ ଦୂରରେ ରୁହନ୍ତି। ସେ ଲାଇମଲାଇଟ ଠାରୁ ଦୂରରେ ରହି ସାଦାସିଧା ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି।ଏହି କାରଣରୁ, ଯେତେବେଳେ ବି…
ରାଷ୍ଟ୍ରପତିଙ୍କ ପୁଅ ଗିରଫ, ନିର୍ବାଚନ ପ୍ରଚାର ସମୟରେ ଡ୍ରଗ୍ସ ବେପାରୀଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ
ବୋଗୋଟା,୩୦।୭: କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କ ପୁଅକୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ, ରାଷ୍ଟ୍ରପତିଙ୍କ ପୁଅ ଗତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ବେଆଇନ ଭାବେ ବଟି ସଂଗ୍ରହ କରିଥିଲେ। ସୂଚନାଯୋଗ୍ୟ, ଡ୍ରଗ୍ସ ବେପାରୀଙ୍କଠାରୁ ସେ ବେଆଇନ ଭାବେ ଟଙ୍କା…
ଶୁଭମାନ ଗିଲ କଲେ ନୂଆ ରେକର୍ଡ, ବାବର ଆଜମ୍ଙ୍କୁ ପଛରେ ପକାଇଲେ…
ନୂଆଦିଲ୍ଲୀ,୩୦।୭ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆକୁ ୬ ୱିକେଟ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମ ୱିକେଟ ପାଇଁ ଶୁଭମାନ ଗିଲ ଏବଂ ଇଶାନ କିଶାନଙ୍କ ଓପନିଂ ଯୋଡି ଭାରତ…
ଆଣ୍ଟାର୍କଟିକାରେ ଭାଙ୍ଗିଲା ୪୫ ବର୍ଷର ରେକର୍ଡ, ଜମାଟ ବାନ୍ଧିଲା ନାହିଁ ବରଫ
ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ଅନେକ ଦେଶ ପାଣିପାଗ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୌଣସି ସ୍ଥାନରେ ବନ୍ୟା, କେଉଁଠାରେ ବଢୁଛି ତାପମାତ୍ରା। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଆଣ୍ଟାର୍କଟିକାରେ ଚଳିତ ବର୍ଷ ରେକର୍ଡ…
ଅବମାନନା ମାମଲାରେ ଇମ୍ରାନଙ୍କ ଉପରେ ଅଗଷ୍ଟ ୨ରେ ହେବ ଶୁଣାଣି, ହାଜର ହେବା ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ
ଇସଲାମବାଦ,୩୦।୭: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କୁ ଅବମାନନା ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଅଗଷ୍ଟ ୨ରେ ଏହି ମାମଲାର ଶୁଣାଣି ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ ତଥା ତାଙ୍କ ଅନ୍ୟ ସହଯୋଗୀଙ୍କ ବିରୋଧରେ…
ଗଣେଶ ପୂଜା ପାଇଁ ଚାଲିବ ୨୬୬ ସ୍ବତନ୍ତ୍ର ଟ୍ରେନ
ନୂଆଦିଲ୍ଲୀ,୩୦।୭: ଆସନ୍ତା ଗଣେଶ ପୂଜା ପାଇଁ ୨୬୬ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ରେଳ ବିଭାଗ ନିଷ୍ପତି ନେଇଛି। ଗାଁରୁ ସହରକୁ ଯାଉଥିବା ଯାତ୍ରୀମାନେ ସହଜରେ ଟିକେଟ ନିଶ୍ଚିତ ପାଇପାରିବେ। ଏହି ସମସ୍ତ ଟ୍ରେନ ମୁମ୍ବାଇରୁ ରେଳ ଚଳାଚଳ କରିବ, ଯାହାଦ୍ୱାରା ଗଣେଶ…
ଷ୍ଟୁଆର୍ଟ ବ୍ରଡ ହଠାତ କ୍ରିକେଟରୁ ଅବସର ଘୋଷଣା କଲେ…
ଲଣ୍ଡନ,୩୦।୭ : ଟିମ୍ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ହଠାତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ନେଇ ପ୍ରଶଂସକମାନେ ଦୁଃଖିତ ହୋଇଛନ୍ତି। ୨୦୦୭ ଟି-୨୦ରେ ସେ ଯୁବରାଜ ସିଂଙ୍କ ୬ ଟି ବଲରେ ୬ ଟି…
ସୂର୍ଯ୍ୟକୁମାରଙ୍କୁ ଚେତାବନୀ ଦେଲେ ଦ୍ରାବିଡ
ବାର୍ବାଡୋସ୍,୩୦।୭: ଦିନିକିଆ ଫର୍ମାଟରେ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜର ୩ ମ୍ୟାଚ୍ରେ ଖାତା ଖୋଲି ନ ଥିବା ସୂର୍ଯ୍ୟକୁମାର ୱେଷ୍ଟଇଣ୍ଡିଜ ଗସ୍ତରେ ପ୍ରଥମ ୨ ଦିନିକିଆରେ ମଧ୍ୟ…
କୁଲଗାମରୁ ଯବାନ ଅପହରଣ, କାରରେ ମିଳିଲା ରକ୍ତ ଛିଟା, ସର୍ଚ୍ଚ ଅପରେଶନ ଜାରି
କୁଲଗାମ,୩୦।୭: ଜମ୍ମୁ-କଶ୍ମୀରର କୁଲଗାମରୁ ଜଣେ ସେନା ଯବାନଙ୍କୁ ଅପହରଣ କରାଯାଇଛି। ଯବାନଙ୍କ ପରିବାର ଦାବି କରିଛନ୍ତି କି ଶନିବାର ସନ୍ଧ୍ୟାରୁ ସେ ନିଖୋଜ ଅଛନ୍ତି। ତେବେ ଘରୁ ସେ ଯେଉଁ କାରରେ ଯାଇଥିଲେ ସେ କାର ମିଳିଛି, ଯେଉଁଥିରେ ରକ୍ତ ଛିଟା…
ଆଶେସ୍ରେ ବଡ଼ ରେକର୍ଡ କଲେ ଷ୍ଟୋକ୍ସ
ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଆଶେସ୍ ସିରିଜ ୨୦୨୩ରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଭଲ ବ୍ୟାଟିଂ କରିଥିଲେ। ସିରିଜର ଶେଷ ଟେଷ୍ଟରେ ଷ୍ଟୋକ୍ସ ଏକ ବଡ଼ ରେକର୍ଡ କରିଥିଲେ। ଷ୍ଟୋକ୍ସ ଏହି ଟେଷ୍ଟ ସିରିଜରେ ହାରାହାରି ୪୫ରେ…
Archives


