ୱକ୍ହାର୍ଟ ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୩୧।୭: ଅନ୍ତଃରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ ଏବଂ ବାୟୋଟେକ୍ନୋଲୋଜି କମ୍ପାନୀ ୱକ୍ହାର୍ଟ ପକ୍ଷରୁ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଗତ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକରେ କମ୍ପାନୀ ମଜଭୁତ ପରିଚାଳନାଗତ ପ୍ରଦର୍ଶନ କରିବା ସହିତ ରାଜସ୍ବ ସଂଗ୍ରହରେ…
ବିମାନରେ ମାଆ,ଝିଅଙ୍କୁ ମଦ୍ୟପ ଯାତ୍ରୀଙ୍କ ଯୌନ ନିର୍ଯାତନା
ନ୍ୟୁୟର୍କ,୩୧ା୭: ଡେଲ୍ଟା ଏୟାରଲାଇନ୍ସର ଏକ ବିମାନରେ ଜଣେ ମଦ୍ୟପ ଯାତ୍ରୀ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଏୟାରଲାଇନ୍ସ ବିରୋଧରେ ୨ ନିୟୁତ ଡଲାରର ମୋକଦ୍ଦମା ରୁଜୁ ହୋଇଛି। ଏୟାରଲାଇନର ଅବହେଳା…
ଏନ୍ଡିଏକୁ ୩୧୮ ଆସନ ମିଳିବ
ନୂଆଦିଲ୍ଲୀ,୩୧ା୭ : ଏବେ ଯଦି ଲୋକ ସଭା ନିର୍ବାଚନ ହୁଏ, ତେବେ ଭାଜପା ନେତୃତ୍ୱାଧୀନ ଏନ୍ଡିଏକୁ ୩୧୮ ଆସନ ସହ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ କଂଗ୍ରେସ ନେତୃତାଧୀନ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ୧୭୫ ଆସନ…
ଛୁଟିରେ ଥିବା ସେନା ଯବାନ ନିଖୋଜ
ଶ୍ରୀନଗର,୩୧ା୭: ଦକ୍ଷିଣ କଶ୍ମୀରର କୁଲ୍ଗାମ ଜିଲାର ଅସ୍ଥାଲ ଅଞ୍ଚଳରୁ ଜଣେ ସେନା ଯବାନ ଶନିବାର ସନ୍ଧ୍ୟାରେ ନିଖୋଜ ହୋଇଯାଇଛନ୍ତି। ଯବାନଙ୍କ ନାଁ ଜାଭେଦ୍ ଅହମଦ ଓ୍ବାନି ଓ ଘର ଅସ୍ଥାଲରେ। ସେ ଲଦାଖରେ ଲେହରେ ଜମ୍ମୁ-କଶ୍ମୀର ଲାଇଟ୍ ଇନ୍ଫ୍ୟାଣ୍ଟ୍ରି ରେଜିମେଣ୍ଟରେ ଜଣେ…
ପାକିସ୍ତାନରେ ବିସ୍ଫୋରଣ: ୩୯ ମୃତ
ପେଶାଓ୍ବର,୩୧ା୭ : ଆଫଗାନିସ୍ତାନ ସୀମାକୁ ଲାଗିଥିବା ପାକିସ୍ତାନର ଖାଇବର ପଖତୁନ୍ଖ୍ବା ପ୍ରଦେଶ ଅନ୍ତର୍ଗତ ଏକ ଆଦିବାସୀ ଜିଲାରେ ରବିବାର ଅପରାହ୍ନରେ ଆତ୍ମଘାତୀ ବିସ୍ଫୋରଣ ଘଟି ୩୯ ଜଣଙ୍କ ମୃତ୍ୟୁ ହେବା ସହ ୧୨୩ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭…
ମୋଦିଙ୍କୁ ବାଛିଛନ୍ତି ପାଓ୍ବାର
ମୁମ୍ବାଇ/ନୂଆଦିଲ୍ଲୀ,୩୧ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଦିଆଯାଇଥିଲା। ଜନସେବା ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା…
ପାର୍ଲାମେଣ୍ଟରେ ଆଗକୁ ବିଜେଡି ପାଇଁ ବଡ଼ ପରୀକ୍ଷା
ନୂଆଦିଲ୍ଲୀ,୩୧ା୭: ମଣିପୁର ପ୍ରସଙ୍ଗରେ ବିରୋଧୀ ପାର୍ଲାମେଣ୍ଟରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ତାହା ଉପରେ କେଉଁଦିନ ବିତର୍କ ହେବ ତାହା ସୋମବାର ସ୍ଥିର ହେବ। ସେହିପରି ଆସନ୍ତା ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର(ସଂଶୋଧନ) ବିଲ୍ ଉପରେ…
ଦିଲ୍ଲୀରେ ଶିଶୁଚାଲାଣ ୬୮% ବୃଦ୍ଧି
ନୂଆଦିଲ୍ଲୀ,୩୧ା୭: ଦେଶର ରାଜଧାନୀ ଦିଲ୍ଲୀରେ ଶିଶୁ ଚାଲାଣ ଚିନ୍ତାଜନକ ହୋଇଛି। କୋଭିଡ୍ର ପୂର୍ବ ଓ ପରବର୍ତ୍ତୀ ସମୟକୁ ତୁଳନା କଲେ ଏଠାରେ ଶିଶୁ ଚାଲାଣ ମାମଲା ୬୮% ବୃଦ୍ଧି ପାଇଛି। ତେବେ ୨୦୧୬ରୁ ୨୦୨୨ ମଧ୍ୟରେ ହୋଇଥିବା ଶିଶୁ ଚାଲାଣ ଅଭିଯୋଗ…
୧୩.୧୩ ଲକ୍ଷ ଝିଅ, ମହିଳା ନିଖୋଜ
ନୂଆଦିଲ୍ଲୀ,୩୧ା୭ (ପି.ଟି.): ଭାରତରେ ୨୦୧୯ରୁ ୨୦୨୧ ତିନି ବର୍ଷ ମଧ୍ୟରେ ୧୩.୧୩ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଓ ଝିଅ ନିଖୋଜ ହୋଇଯାଇଛନ୍ତି। ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ପାଖାପାଖି ୨ ଲକ୍ଷ ନିଖୋଜ ହୋଇଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗ ରହିଛି। ଏହି ସମୟ…
ସରକାର ବିଫଳ, ପ୍ରଧାନମନ୍ତ୍ରୀ ଉଦାସୀନ
ନୂଆଦିଲ୍ଲୀ,୩୧ା୭: ପ୍ରାୟ ୩ ମାସ ଧରି ହିଂସା ଲାଗିରହିଥିବା ମଣିପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଏହାର ସମାଧାନ କରି ଶାନ୍ତି ଫେରାଇ ଆଣିବାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଭାଜପା ସରକାର ବିଫଳ ହୋଇଛନ୍ତି। ଏତେ ସବୁ ଘଟିଯିବା…
ସୀମା ଚର୍ଚ୍ଚାକୁ ଆସିବା ପରେ ବଢିଲା ସଚିନଙ୍କ ପରିବାରର ମୁସ୍କିଲ
ନୂଆଦିଲ୍ଲୀ,୩୦।୭: ପାକିସ୍ତାନରୁ ବେଆଇନ ଭାବେ ଭାରତ ଆସି ଗ୍ରେଟର ନଏଡାରେ ଭାରତୀୟ ଯୁବକ ସଚିନ ମିଣାଙ୍କ ସହ ରହୁଥିବା ସୀମା ହାଇଦର ଏବେ ଖୁବ ଚର୍ଚ୍ଚାରେ। ଏବେ ଏହାକୁ ନେଇ ସଚିନଙ୍କ ଘରେ ଖାଇବା ପିଇବାରେ ସମସ୍ୟା ଦେଖାଯିବା ସହ ସେମାନଙ୍କ ପାଖରେ…
ବିଶେଷ ସଫଳତା ହାସଲ କଲେ ବ୍ରଡ-ଆଣ୍ଡରସନ
ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଲଣ୍ଡନରେ ଖେଳାଯାଉଛି। ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଛନ୍ତି। ଏହି ମ୍ୟାଚ୍ରେ…
Archives


