ଆଲିଆଙ୍କ ବଡ଼ ଫ୍ୟାନ୍ ମହେଶ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍ କାହାଣୀ’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ରହିଛି। ବୁଧବାର ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ମୁମ୍ବାଇରେ ହୋଇଥିଲା। ସେଠାରେ ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ।…
୨ ଲକ୍ଷ ଚକୋଲେଟ ଚୋରି କରି ୧୮ ମାସ ଜେଲ
ଲଣ୍ଡନ: ଛୋଟ ପିଲା ଚକୋଲେଟ ଖାଇବା ବହୁତ ପସନ୍ଦ କରିଥାନ୍ତି। ଅନେକ ସମୟରେ ସେମାନେ ଚକୋଲେଟ ମଧ୍ୟ ଚୋରି କରିଥାନ୍ତି, ଏଥିପାଇଁ ତାଙ୍କୁ କିଛି ଛୋଟମୋଟ ଦଣ୍ଡ ମଧ୍ୟ ମିଳିଥାଏ। ହେଲେ ଯଦି କେହି ବଡ଼ ଲୋକ ଚକୋଲେଟ ଚୋରି କରିବେ,…
କ୍ୟାନ୍ସର ଚିହ୍ନଟ କରିବ କ୍ଷୁଦ୍ର ସର୍ଜିକାଲ ରୋବୋ
ଲଣ୍ଡନ: ବ୍ରିଟେନ୍ର ଲିଡ୍ସ ୟୁନିଭର୍ସିଟିର ଗବେଷକମାନେ ଏକ ଅତି କ୍ଷୁଦ୍ର ରୋବୋ ବିକଶିତ କରିଛନ୍ତି, ଯାହା ସାଧାରଣ ମାନର ଉପକରଣ ତୁଳନାରେ ଫୁସ୍ଫୁସ୍ର ୩୭ ପ୍ରତିଶତ ଭିତରକୁ ଯାଇପାରିବ ଓ କମ୍ କୋଷର କ୍ଷତି ଘଟାଇବ। ଏହି ରୋବୋ କ୍ୟାନ୍ସରର ପ୍ରଥମ ଲକ୍ଷଣ…
ଏକେ-୪୭ ଅର୍ଡର କଲେ ୮ ବର୍ଷୀୟ ବାଳକ
ଆମଷ୍ଟରଡାମ୍: ଅନ୍ଲାଇନ ଆପ୍ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ କିମ୍ବା କିଛି ଜିନିଷ ଅର୍ଡର କରିଥାଉ। ହେଲେ ନିକଟରେ ଜଣେ ୮ ବର୍ଷର ପିଲା ଅନ୍ଲାଇନ୍ ମାଧ୍ୟମରେ ଏକେ- ୪୭ ବନ୍ଧୁକ ଅର୍ଡର କରିଛି ଏବଂ ତା’ର ଡେଲିଭରି ମଧ୍ୟ…
କେଏଚ୍ଏଲ୍ ପକ୍ଷରୁ ବିଶ୍ୱ ହେପାଟାଇଟିସ୍ ଦିବସ
ଭୁବନେଶ୍ୱର,୨୯।୭: ରାଜ୍ୟ ପ୍ରମୁଖ ଘରୋଇ ଚିକିତ୍ସାଳୟ କଳିଙ୍ଗ ହସ୍ପିଟାଲ ଲିମିଟେଡ୍ (କେଏଚ୍ଏଲ୍) ପକ୍ଷରୁ ବିଶ୍ୱ ହେପାଟାଇଟିସ୍ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଉକ୍ତ ପଦଯାତ୍ରାରେ ବହୁ ସଂଖ୍ୟାର ଲୋକ ଉସତ୍ାହର ସହ ସାମିଲ…
ଆର୍ବିଏଫ୍ କାରବାରରେ ଅଭିବୃଦ୍ଧି
ଭୁବନେଶ୍ୱର,୨୯।୭: ଏଲ୍ ଆଣ୍ଡ ଟି ଫାଇନାନ୍ସର ରୁରାଲ ବିଜ୍ନେସ ଫାଇନାନ୍ସ (ଆର୍ବିଏଫ୍) ଶାଖା ପକ୍ଷରୁ ଗତ ଆର୍ଥିକ ବର୍ଷର ବ୍ୟବସାୟିକ ପ୍ରଦର୍ଶନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆର୍ବିଏଫ୍ କାରବାରରେ ଅଭିବୃଦ୍ଧି ହେବା ସହ ଶିଳ୍ପରେ ଘଟିଥିବା ଅଭିବୃଦ୍ଧି ହାରକୁ ମଧ୍ୟ…
ଥର୍ମାଲ ଇଞ୍ଜିନିୟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୨୯।୭: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ତାପଜ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍ରେ ମଧ୍ୟ ଜାତୀୟ ତାପଜ ଇଞ୍ଜିନିୟର୍ସ ଦିବସ ପାଳନ କରାଯାଇଛି। ବିଶେଷକରି କମ୍ପାନୀର ସର୍ବବୃହତ୍ କ୍ୟାପ୍ଟିଭ ଥର୍ମାଲ ପାୱାର…
ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ସେବାକୁ ଗୁରୁତ୍ୱ
ଭୁବନେଶ୍ୱର,୨୯।୭: (ଅଭୟ ଦାଶ): ଦେଶର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ ବଳକା ଲୋକ ଅର୍ଦ୍ଧସହରାଞ୍ଚଳ ଓ ସହରାଞ୍ଚଳ ଆଦିରେ ବସବାସ କରୁଛନ୍ତି। ଏପରିକି ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ଫଳରେ ଗ୍ରାମାଞ୍ଚଳ କ୍ଷେତ୍ରରେ ଯୁବ…
ସ୍ବତନ୍ତ୍ର ଡାକ ଟିକେଟ ଉନ୍ମୋଚିତ
ଭୁବନେଶ୍ୱର,୨୯।୭: ଭାରତୀୟ ଡାକ ବିଭାଗ ଓ ଆଇଟିସିର ମିଳିତ ସହଭାଗିତାରେ ଏକ ସ୍ବତନ୍ତ୍ର ଡାକ ଟିକେଟ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧାରୀ, ଡାକ ବିଭାଗର ଚିଫ୍ ପୋଷ୍ଟ ମାଷ୍ଟର…
ଇଣ୍ଡିଗୋ ଦେବ ୩୦ଲକ୍ଷର ଜରିମାନା
ଭୁବନେଶ୍ୱର,୨୯।୭: ବିଗତ କିଛି ମାସ ହେବ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଭିନ୍ନ ଭିନ୍ନ ଅଭିଯୋଗ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ନିକଟକୁ ଆସିଥିଲା। ଏପରିକି ଡିଜିସିଏ ବିଭିନ୍ନ ଘଟଣାର ତଦନ୍ତ କରିବା ସହ…
ସଂଖ୍ୟାବଳର ଅହଂକାର
ନୂଆଦିଲ୍ଲୀ/ଇମ୍ଫାଲ,୨୯ା୭: (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୩ ମାସ ପୂରିବାକୁ ବସିଲାଣି ମଣିପୁର ହିଂସାକୁ। ସରକାର ହିସାବ ଦେଇପାରୁ ନାହାନ୍ତି କେତେ ମୃତ, କେତେ ଆହତ ଓ କେତେଜଣ ମହିଳାଙ୍କୁ ବଳାତ୍କାର ଏବଂ/କିମ୍ବା ହତ୍ୟା କରାଗଲାଣି। ଭାଜପା ଶାସିତ ଏହି ଉତ୍ତର-ପୂର୍ବ ରାଜ୍ୟର…
୩୫ ବର୍ଷ ପରେ ମାଆଙ୍କୁ ପାଇଲେ ପୁଅ
ପଟିଆଲା,୨୯ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିବାବେଳେ ନିଜ ମାଆଙ୍କୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଜୁଲାଇ ୨୦ରେ ପଞ୍ଜାବର ପଟିଆଲା ଗ୍ରାମରେ…
Archives


