ସରିସ୍କା ଅଭୟାରଣ୍ୟରେ ନିଆଁ, ୨୭ ବାଘ-୨୫୦ରୁ ଅଧିକ ଚିତା ସଙ୍କଟରେ, ଜନବସତି ମୁହାଁ ବନ୍ୟପ୍ରାଣୀ…
ଅଲଓ୍ବର, ୩୦।୩ : ରାଜସ୍ଥାନର ଅଲୱାର ଜିଲାର ସରିସ୍କା ଟାଇଗର ରିଜର୍ଭରେ ଲାଗିଥିବା ନିଆଁ ଏପର୍ଯ୍ୟନ୍ତ ଲିଭିନି। ବାୟୁସେନା ହେଲିକପ୍ଟରଗୁଡିକ କ୍ରମାଗତ ଭାବରେ ପାଣି ଛିଞ୍ଚୁଛନ୍ତି। ୩୦୦ରୁ ଅଧିକ ବନ କର୍ମଚାରୀ, ହୋମଗାର୍ଡ, ଗାଇଡ, ପ୍ରଶାସନିକ ଅଧିକାରୀ ଏବଂ ଗ୍ରାମବାସୀ ନିଆଁ…
ପୃଥିବୀରେ ୫୦ ପ୍ରତିଶତ ଗର୍ଭଧାରଣ ଅନିଚ୍ଛାକୃତ…
ଜେନେଭା, ୩୦।୩ : ମିଳିତ ଜାତିସଂଘ କହିଛି ଯେ ପୃଥିବୀର ପ୍ରାୟ ୫୦ ପ୍ରତିଶତ ଗର୍ଭଧାରଣ ଅନିଚ୍ଛାକୃତ ଏବଂ ଏହା ଏକ ମାନବିକ ଅଧିକାର ସଙ୍କଟ। ୟୁକ୍ରେନ ଯୁଦ୍ଧ ଯୋଗୁ ଏହି ସଙ୍କଟ ଆହୁରି ବିଗିଡି ଯାଇପାରେ ବୋଲି ଜାତିସଂଘ ଚେତାବନୀ…
ଚତୁର୍ଥ ଲହର ନେଇ ବଢ଼ିଲା ବିପଦ…
ନୂଆଦିଲ୍ଲୀ, ୩୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଲୋକମାନେ କରୋନା ଠାରୁ କିଛି ମାତ୍ରାରେ ଆରାମ ଅନୁଭବ କରୁଥିବାବେଳେ ପୁଣି ମହାମାରୀ ସଂକ୍ରମଣ ନେଇ ବିପଦ ସୃଷ୍ଟି ହୋଇଛି। କରୋନା ଧୀରେ ଧୀରେ ପାଦ ବିସ୍ତାର କରିବା…
ଆଶିଷଙ୍କ ଜାମିନକୁ କାହିଁକି କରାଯାଇ ନାହିଁ ବିରୋଧ, ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ସମାଲୋଚନା…
ନୂଆଦିଲ୍ଲୀ, ୩୦।୩ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଉପରେ ପୁଣି ଖଣ୍ଡା ଝୁଲିବାରେ ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ ଏପ୍ରିଲ ୪ରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ…
ବିମ୍ସଟେକ୍ ପାଣିପାଗ କେନ୍ଦ୍ର ପାଇଁ ଭାରତ ଖର୍ଚ୍ଚ କରିବ ୩୦ ଲକ୍ଷ ଡଲାର…
ନୂଆଦିଲ୍ଲୀ, ୩୦।୩ : ସାତୋଟି ଦେଶ ଦ୍ୱାରା ଆୟୋଜିତ ବିମ୍ସଟେକ୍ (ବିଆଇଏମଏସଟିଇସି)(ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ନିମିତ୍ତ ବଙ୍ଗୋପସାଗରୀୟ ପ୍ରୟାସ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ବୁଧବାର ଯୋଗ ଦେଇଛନ୍ତି। ବିମ୍ସଟେକ୍ ହେଉଛି ପାକିସ୍ତାନ ବିନା…
ସୁରକ୍ଷାକର୍ମୀଙ୍କୁ ସଫଳତା, ନ୍ୟୁଜ୍ ପୋର୍ଟାଲ ଆତଙ୍କବାଦୀ ନିହତ…
ଶ୍ରୀନଗର, ୩୦।୩ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶ୍ରୀନଗର ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। କିଛି ଆପତ୍ତିଜନକ ପଦାର୍ଥ ମଧ୍ୟ ମିଳିଥିବା ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି।…
ଚାଇନାରେ ଲକ୍ଡାଉନ୍, ଅଫିସ୍ରେ ରହୁଛନ୍ତି ୨୦ ହଜାର କର୍ମଚାରୀ…
ବେଜିଂ, ୩୦।୩ : ସମଗ୍ର ୟୁରୋପ ସମେତ ଚାଇନାକୁ କରୋନା ମହାମାରୀ ପୁଣି ଫେରିଛି। ନୂଆ ଭାରିଆଣ୍ଟ ଚାଇନାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଦ୍ରୁତ ଗତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଚାଇନାର ବହୁ ସହରରେ ଲକଡାଉନ…
୧୭ ହଜାର ରୁଷୀୟ ସୈନ୍ୟଙ୍କ ମୃତ୍ୟୁ…
କ୍ୱିଭ୍, ୩୦।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ନେଇ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ୟୁକ୍ରେନର ବହୁ ସହର ଧ୍ୱଂସ ହୋଇଯାଇଛି। ତେବେ ଏବେ ରୁଷିଆ ସୈନ୍ୟ କ୍ୱିଭ୍ ଏବଂ ଚେର୍ନିଭିଭରୁ ଫେରିବା ଆରମ୍ଭ କରିଛନ୍ତି। ଏହି ଯୁଦ୍ଧରେ ହଜାର…
ଶକ୍ତି ପ୍ରଦର୍ଶନ ସଂଖ୍ୟା ଗଣିତରେ ୨୪ ପଛୁଆ ଇମ୍ରାନ୍…
ଇସଲାମାବାଦ, ୩୦।୩ : ପାକିସ୍ତାନର ପ୍ରାୟ ଚାରି ବର୍ଷ ପୁରୁଣା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାରଙ୍କ ବିଦାୟ ପ୍ରାୟ ନିଶ୍ଚିତ ହୋଇଛି। ଏହା ସହିତ ଦେଶରେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସରକାରଙ୍କୁ ସମର୍ଥନ କରୁଥିବା ମୁତାହିଦା କୌମି…
୧୫ ହଜାର ତଳେ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୩୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୩୩ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି।…
ପୁନରୁଦ୍ଧାର ହେବ ‘ମ୍ୟାଙ୍ଗୋ ହବ୍’
ଢେଙ୍କାନାଳ ଅଫିସ, ୩୦।୩: ପୁଣି କାର୍ଯ୍ୟକ୍ଷମ ହେବ ପରିତ୍ୟକ୍ତ ‘ମ୍ୟାଙ୍ଗୋ ହବ୍’। ଚାଷୀଙ୍କୁ ଆଉ ଶାଗମାଛ ଦରରେ ବିକ୍ରି କରିବାକୁ ପଡ଼ିବନି ଆମ୍ବ। ସେମାନଙ୍କୁ ମିଳିବ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ। ଢେଙ୍କାନାଳର ପ୍ରସିଦ୍ଧ ଦଶେରୀ ଏବଂ ଆମ୍ରପାଲି ପ୍ରଜାତିର ଆମ୍ବ…
ମୁଣ୍ଡ ପିଛା ଆୟ ବଢ଼ିଲା
ଭୁବନେଶ୍ୱର, ୩୦ା୩(ବ୍ୟୁରୋ): ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଉପଯୁକ୍ତ ଆର୍ଥିକ ପରିଚାଳନା ଯୋଗୁ ରାଜ୍ୟର ଅଭିବୃଦ୍ଧି ବଳବତ୍ତର ରହିଛି। ୨୦୨୦-୨୧ରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବାବେଳେ ୨୦୨୧-୨୨ରେ…

