Home Middle

ସନରାଇଜର୍ସ ହାଇଦ୍ରାବାଦର ଶୋଚନୀୟ ପରାଜୟ…

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍)ର ଶୋଚନୀୟ ପରାଜୟ ଘଟିଛି । ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସନରାଇଜ ହାଇଦ୍ରାବାଦ୍ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୯ ରନ୍ ସଂଗ୍ରହ କରିବାକୁ ସକ୍ଷମ…

ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ୩୪ ଜଣ କିଣିଛନ୍ତି ଜମି…

ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ଲୋକ ସଭାରେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏଠାରେ ୩୪ ଜଣ ଲୋକ ଜମି କ୍ରୟ କରିଛନ୍ତି। ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଏମ୍‌ପି ହାଜି ଫଜଲୁର…

ରେକର୍ଡ ଭାଙ୍ଗିବ ତାତି, ପାଣିପାଗ ବିଭାଗର ସତର୍କ ସୂଚନା…

ନୂଆଦିଲ୍ଲୀ, ୨୯।୩ : ଏଥର ଭାରତରେ ଗରମ ପାଗର ଉତ୍ତାପ ଗତ କିଛି ବର୍ଷ ଅପେକ୍ଷା ଲୋକଙ୍କୁ ଅଧିକ ଅସୁବିଧାରେ ପକାଉଛି। ମାର୍ଚ୍ଚ ମାସରେ, ବୃଦ୍ଧି ପାଉଥିବା ତାତି ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ପ୍ରବଳ ଖରା ଯୋଗୁ ରାସ୍ତାଘାଟ…

ଆର୍‌ଆର୍‌ର ବିଶାଳ ସ୍କୋର୍‌, ଏସଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୨୧୧ …

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆର୍‌ଏଚ୍‌) ସମ୍ମୁଖରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ୨୧୧ରନ୍‌ର ବିଶାଳ ସ୍କୋର୍‌ର ବିଜୟ ଲକ୍ଷ୍ୟ ରଖିଛି। ଆର୍‌ଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍‌ ହରାଇ ୨୧୦ ରନ୍‌ ସଂଗ୍ରହ କରିଛି।…

ସିଭିସିଙ୍କୁ ସଂସଦୀୟ କମିଟିଙ୍କ ପ୍ରଶ୍ନ କାହିଁକି ବିଚାର ନହୋଇ ପଡ଼ି ରହିଛି ୧୨ ହଜାରରୁ ଅଧିକ ମାମଲା…

ନୂଆଦିଲ୍ଲୀ, ୨୯।୩ : ତିନି ବର୍ଷରୁ ଅଧିକ ସମୟ ଧରି ୧୨ ହଜାରରୁ ଅଧିକ ମାମଲା କାହିଁକି ବିଚାରାଧୀନ ଅଛି ତାହା ସ୍ପଷ୍ଟ କରିବାକୁ ସଂସଦୀୟ କମିଟି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(ସିବିସି)ଙ୍କୁ କହିଛି। ସଂସଦରେ ଦାଖଲ ହୋଇଥିବା ଏହାର ସଦ୍ୟତମ ରିପୋର୍ଟରେ,…

ୟୁକ୍ରେନ୍‌ର ୫୬୫ ଶହ କୋଟି ଡଲାର କ୍ଷତି, ୭୮୮୬ କିଲୋମିଟର ରାସ୍ତାଘାଟ ନଷ୍ଟ…

କ୍ୱିଭ୍‌, ୨୯।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ର ବହୁ ଆବାସିକ କୋଠା, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଆଦି ଧ୍ୱଂସ ହୋଇଛି। ଯୁଦ୍ଧରେ ୟୁକ୍ରେନ୍‌ର ପ୍ରାୟ ୫୬୫ ଶହ କୋଟି ଡଲାର କ୍ଷତି ହୋଇଛି। ଏହା ସହିତ ୭୮୮୬ କିଲୋମିଟର ରାସ୍ତାଘାଟ ନଷ୍ଟ ହୋଇଯାଇଛି।…

ପରିସିମନ୍‌ କମିଶନ ବିରୋଧରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରରେ ବିଧାନସଭା ଆସନ ସଂଖ୍ୟାକୁ ୮୩ ରୁ ୯୦ କୁ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ୨୪ ଆସନ ସମେତ ଏହି ସଂଖ୍ୟା ୧୦୭ ରୁ ୧୧୪ କୁ ବୃଦ୍ଧି କରିବାକୁ ନେଇ ଗଠିତ…

ଆମେରିକାକୁ ଧମକ ଦେଲେ କିମ୍‌ …

ଓ୍ବାଶିଂଟନ, ୨୯।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଏକ ଅନ୍ତର୍ଦେଶୀୟ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବା ପରେ ଆମେରିକା ସହ ବିବାଦ ପୁଣି ବଢ଼ିବାରେ ଲାଗିଛି। କିମ୍‌ ଏବେ ଆମେରିକାକୁ ସିଧାସଳଖ ଧମକ ଦେଇଛନ୍ତି।ସେ କହିଛନ୍ତି ଯେ…

ପ୍ରଭାବ ପକାଇଲା ଇସ୍ତାନବୁଲ ବାର୍ତ୍ତା: ପୁଟିନ୍‌-ଜେଲେନ୍‌ସ୍କିଙ୍କ ମଧ୍ୟରେ ହୋଇପାରେ ସାକ୍ଷାତକାର

ଇସ୍ତାନବୁଲ,୨୯।୩: ତୁର୍କୀର ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇଛି। ଦିର୍ଘ ୩ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏହି ବୈଠକ ପରେ ରୁଷିଆ ମୁଖ୍ୟ ମଧ୍ୟସ୍ଥି ଭ୍ଲାଡିମିର ମେଣ୍ଡେସ୍କି ସକାରାତ୍ମକ ବୟାନ ଦେଇଛନ୍ତି। ରୁଷିଆ ଓ…

ସତ୍ୟପାଠ ଦାଖଲ କଲେ ଯୋଗୀ ସରକାର…

ନୂଆଦିଲ୍ଲୀ, ୨୯।୩ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ସୁପ୍ରିମକୋର୍ଟରେ ମଙ୍ଗଳବାର ଲଖମୀପୁର ଖେରୀ ମାମଲାରେ ସତ୍ୟପାଠ ଦାଖଲ କରିଛନ୍ତି । ସରକାର କହିଛନ୍ତି ଯେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଲକ୍ଷ୍ମୀପୁର ଖେରୀ ମାମଲାରେ ଦିଆଯାଇଥିବା ଜାମିନ ଚ୍ୟାଲେଞ୍ଜ ଉପରେ…

ଆସାମ-ମେଘାଳୟ ସୀମା ବିବାଦ ତୁଟିଲା…

ନୂଆଦିଲ୍ଲୀ, ୨୯।୩ : ଦୀର୍ଘ ୫୦ ବର୍ଷ ଧରି ଆସାମ ଏବଂ ମେଘାଳୟ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଶେଷରେ ତୁଟିଛି। ଦୁଇରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ରରେ ମଙ୍ଗଳବାର ସ୍ବାକ୍ଷର କରିଛନ୍ତି। ମେଘାଳୟ…

ହିନ୍ଦୁ ଦେବୀଦେବତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଲୋକଙ୍କ ଆକାଉଣ୍ଟ୍‌କୁ ବ୍ଲକ୍‌ କରିବାକୁ କହିଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୨୯।୩ : ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଲୋକଙ୍କ ଆକାଉଣ୍ଟ୍‌କୁ ବ୍ଲକ୍‌ କରିବା ଉଚିତ। ଏହି ପ୍ରସଙ୍ଗରେ ନୀତିଗୁଡିକର ସୁଧାର କରିବାର ଆବଶ୍ୟକତା ଅଛି। ଦେବୀଦେବତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?