Home Middle

ନେହେରୁ ସଂଗ୍ରହାଳୟର ନାମ ବଦଳିଲା…

ନୂଆଦିଲ୍ଲୀ, ୨୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ତ୍ତମାନ ଏହା ପିଏମ୍‌(ପ୍ରଧାନମନ୍ତ୍ରୀ) ସଂଗ୍ରହାଳୟ ଭାବରେ ନାମିତ ହେବ। ଏଠାରେ ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି…

୨୦୨୦ଠାରୁ ୪୬୬ ଏନ୍‌ଜିଓର ଲାଇସେନ୍ସ୍‌ ନବୀକରଣ ଖାରଜ…

ନୂଆଦିଲ୍ଲୀ, ୨୯।୩ : ଦେଶରେ ୨୦୨୦ ପରଠାରୁ ୪୬୬ ଟି ଅଣ-ସରକାରୀ ସଂଗଠନ (ଏନଜିଓ)ର ଲାଇସେନ୍ସ ନବୀକରଣକୁ କେନ୍ଦ୍ର ସରକାର ଖାରଜ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ସଂସଦକୁ କହିଛି ଯେ ବୈଦେଶିକ ଯୋଗଦାନ ନିୟମାବଳୀ ଅଧିନିୟମ (ଏଫସିଆରଏ) ଅନୁଯାୟୀ ଏନଜିଓଗୁଡ଼ିକର…

ରିମାଣ୍ଡରେ ଗଲେ ଶର୍ମିଷ୍ଠା: ଫିଟିବ ଅଧିକ ଗୁମର

ଭଦ୍ରକ ଅଫିସ୍‌,୨୯।୩: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଏକ ୱେବ ପୋର୍ଟାଲର ମୁଖ୍ୟ ଶର୍ମିଷ୍ଠା ରାଉତଙ୍କ ସମେତ ୪ ଅଭିଯୁକ୍ତଙ୍କୁ ମଙ୍ଗଳବାର ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଭଦ୍ରକ ସବ୍‌ଜେଲ୍‌ରୁ ଅଣାଯାଇ…

ପୁଣି ମହଙ୍ଗା ପେଟ୍ରୋଲ-ଡିଜେଲ୍‌: ୮ ଦିନରେ ୭ଥର ବଢିଲା ଦର

ନୂଆଦିଲ୍ଲୀ,୨୯।୩: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ ଦାମ୍‌। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୮୦-୭୦ ପଇସା ମହଙ୍ଗା ହୋଇଛି। ଏହାସହ ୮ ଦିନ ମଧ୍ୟରେ ୭ଥର ପେଟ୍ରୋଲ ଏବଂ ଡିଜେଲ୍‌ ଦର ବଢିଛି। ଦର ବଢିବା…

୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସବୁ ଘରକୁ ପାନୀୟ ଜଳ

ଭୁବନେଶ୍ୱର,୨୯ା୩(ବ୍ୟୁରୋ):ଆସନ୍ତା ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ୫୦,୨୬୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପୁରୀ ହେଉଛି ପ୍ରଥମ ସହର ଯେଉଁଠି ସମସ୍ତ ପରିବାରକୁ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନରେ…

ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

ଇସ୍‌ଲାମାବାଦ,୨୮।୩: ପାକିସ୍ତାନ ବିରୋଧୀ ଦଳ ନେତା ତଥା ପିଏମ୍‌ଏଲ୍‌-ଏନ୍‌ ଅଧ୍ୟକ୍ଷ ଶେହବାଜ ଶରିଫ୍‌ ସୋମବାର ନ୍ୟାଶନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ୨୦୧୮ରେ ଇମ୍ରାନ୍‌ କ୍ଷମତାକୁ ଆସିବା ପରେ ସବୁଠୁ କଠିନ ରାଜନୈତିକ ପରୀକ୍ଷାର…

କଶ୍ମୀର ପଣ୍ଡିତଙ୍କ ହତ୍ୟା ଏକ ନରସଂହାର, ଜଘନ୍ୟ ଅପରାଧ କରିଥିବା ଦୋଷୀଙ୍କ ପ୍ରତି ଦଣ୍ଡବିଧାନ ଜରୁରୀ…

ଓ୍ବାଶିଂଟନ, ୨୮।୩ : କଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ଏକ ନରସଂହାର ଭାବେ ଓ୍ବାଶିଂଟନ ସ୍ଥିତ ଇଣ୍ଟରନ୍ୟାଶନାଲ କମିଶନ ଫର୍‌ ହ୍ୟୁମ୍ୟାନ୍‌ ରାଇଟସ୍‌ ଆଣ୍ଡ୍‌ ରିଲିଜିୟସ୍‌ ଫ୍ରିଡମ୍‌ (ଆଇସିଏଚ୍‌ଆର୍‌ଆର୍‌ଏଫ୍‌) ସ୍ବୀକାର କରାଯାଇଛି। ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଦୋଷୀଙ୍କ ପ୍ରତି କଠୋର ଦଣ୍ଡ…

ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ

ଭଦ୍ରକ ଅଫିସ/ ଭୁବନେଶ୍ୱର ୨୮ା୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଭଦ୍ରକ ଜିଲା ନଳାଙ୍ଗରୁ ସୋମବାର ଗିରଫ ହୋଇଛନ୍ତି। ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ସହଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶର୍ମିଷ୍ଠାଙ୍କ…

ଅନୁଚ୍ଛେଦ ୩୫୫ ଲାଗୁ ନେଇ କଂଗ୍ରେସ-ତୃଣମୂଳ ମୁହାଁମୁହିଁ…

କୋଲକାତା, ୨୮।୩ : ପଶ୍ଚିମବଙ୍ଗରେ ଅନୁଚ୍ଛେଦ ୩୫୫ ଲାଗୁ କରିବାକୁ ନେଇ ଏବେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି…

ପୂରଣ ହେବ ବିଦ୍ୟୁତ୍‌ ଅଭାବ, ନିର୍ମାଣ କରାଯିବ ୧୦ ନ୍ୟୁକ୍ଲିୟର ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ, ୨୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ପ୍ରତି ଘରେ ବିଦ୍ୟୁତ୍‌ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତରେ ନୂଆ ବିଦ୍ୟୁତ୍‌ ଉତ୍ପାଦନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ଅନ୍ତର୍ଗତ ୨୦୨୩ ଠାରୁ ଭାରତ ୧୦ଟି ଆଣବିକ…

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ନେଇ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ନବୀନ ସେଠାରେ ଆଲୋଚନା କରିବେ। ଏଥିସହ ଆଜି ହେବାକୁ ଥିବା ବିବିସି ସ୍ପୋର୍ଟସ ‘ଓ୍ବିମେନ ଅଫ୍‌ ଦ…

ରାତିରେ ବୁଲୁଥିବା ଲୋକଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର: ହାଇକୋର୍ଟ…

ମୁମ୍ବାଇ, ୨୮।୩ : ଯେଉଁମାନେ ରାତିରେ ବୁଲାବୁଲି କରିଥାନ୍ତି ସେମାନଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର ରହିଛି ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଏହା ସହିତ କୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିରେ ଆବେଦନକାରୀ ତାଙ୍କ ବିରୋଧରେ ଦାଖଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?