ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୧୦: ମଙ୍ଗଳବାର ବିଜୟାଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ, ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କ ଗୁଣଗାନ କରି ଏକ ଶ୍ଳୋକ (ସୁଭାଷିତ) ମଧ୍ୟ ଉପସ୍ଥାପନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ…
ବାଂଲାଦେଶ ଫେରିବାକୁ ନେଇ ଗର୍ଜନ କଲେ ଶେଖ ହସିନା, ତାରିକ ରହମାନଙ୍କୁ ଦେଲେ ବଡ଼ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ/ଢାକା,୨୦।୧୦: ଏକ ସାମରିକ ବିଦ୍ରୋହ ପରେ ଦେଶ ଛାଡ଼ି ଚାଲିଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ଯାହା ହେଉନା କାହିଁକି, ସେ ଆସନ୍ତା ଡିସେମ୍ବର ମାସରେ ବାଂଲାଦେଶ ଫେରିବେ। ସେ କହିଲେ, ‘ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି; ମୁଁ…
ଫ୍ରାନ୍ସ ଦଙ୍ଗାକୁ ନେଇ ବଡ଼ କଥା କହିଲେ ଟ୍ରମ୍ପ
ଓ୍ବାଶିଂଟନ,୨୦।୧୦: ଫ୍ରାନ୍ସରେ ଘଟୁଥିବା ଦଙ୍ଗାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଭୀର ଅସନ୍ତୋଷ ପ୍ରକାର କରିଛନ୍ତି ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଚେତାବନୀ ଦେଇଛନ୍ତି। ମଙ୍ଗଳବାର (ଅକ୍ଟୋବର ୨୦) ଟ୍ରମ୍ପ କହିଛନ୍ତି ଯେ ପ୍ୟାରିସ ଏକ ‘ମୁସଲିମ ସହର’ହେବା ଦିଗରେ…
ପୂଜାମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ: ପଛରେ ରହିଛି ଏମିତି କାରଣ
ଭୁବନେଶ୍ୱର,୧୯।୧୦: ଚଳିତ ବର୍ଷ ଦୁର୍ଗାପୂଜା ଓ ଦଶହରାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଲଗାଣ ବର୍ଷା ଓ ବନ୍ୟା ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବିଶେଷକରି…
କୋଟିଆରେ ଆନ୍ଧ୍ର ନିର୍ବାଚନକୁ ନେଇ ବଢ଼ିଲା ଆଶଙ୍କା: ଜିଲା ପରିଷଦ-ସମିତି ସଦସ୍ୟ ପାଇଁ ବିଜ୍ଞପ୍ତି ଜାରି
ପଟ୍ଟାଙ୍ଗି,୧୯।୧୦ (ଶରତ କୁମାର ଧଳ):ଓଡ଼ିଶାର କୋରାପୁଟ ଜିଲା ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନକୁ ନେଇ ପୁଣି ଥରେ ଆଶଙ୍କା ବଢ଼ିଛି। ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟର ପଞ୍ଚାୟତ ଓ ଜୋନ ସ୍ତରରେ ଜିଲା ପରିଷଦ ଏବଂ ସମିତି ସଦସ୍ୟ ନିର୍ବାଚନ ପାଇଁ…
୧୪୬ ଖେଳାଳି, ମାତ୍ର ୨୭ଟି ସ୍ଥାନ: ଅକ୍ସନ ଲିଷ୍ଟ ଜାରି କଲା BCCI
ନୂଆଦିଲ୍ଲୀ, ୧୯।୧୦: ମହିଳା ପ୍ରିମିୟର ଲିଗ (WPL) ୨୦୨୭ ସଂସ୍କରଣ ପାଇଁ ଖେଳାଳି ନିଲାମ ତାଲିକା ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୨୮ ତାରିଖରେ କେରଳର କୋଚିଠାରେ ଏହି ନିଲାମ ଅନୁଷ୍ଠିତ ହେବ। ଏଥିରେ ମୋଟ ୧୪୬ ଜଣ ଖେଳାଳି ସାମିଲ…
୭୮ ବର୍ଷ ପରେ ଭାରତୀୟ କ୍ରିକେଟ୍ରେ ଘଟିଲା ବିରଳ ଘଟଣା: ରଣଜୀ ଟ୍ରଫିରେ ଚିନ୍ମୟ ରଚିଲେ ଇତିହାସ
ନୂଆଦିଲ୍ଲୀ,୧୯।୧୦:ଭାରତୀୟ ଘରୋଇ କ୍ରିକେଟ୍ରେ ଏକ ବିରଳ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି ଚିନ୍ମୟ ସୁତାର। ରଣଜୀ ଟ୍ରଫିରେ ନାଗାଲାଣ୍ଡ ବିପକ୍ଷରେ ଖେଳି ମିଜୋରାମର ଏହି ବ୍ୟାଟର୍ ଅପରାଜିତ ୪୦୦ ରନ କରିଛନ୍ତି। ତାଙ୍କର ଏହି ଐତିହାସିକ ଇନିଂସ ବଳରେ ମିଜୋରାମ ୯…
ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ ଦେଲା BCCI: ପ୍ରଜ୍ଞାନ ଓଝା ହେଲେ ଟିମଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା
ନୂଆଦିଲ୍ଲୀ,୧୯।୧୦: ଭାରତୀୟ କ୍ରିକେଟ୍ରେ ବଡ଼ ପରିବର୍ତ୍ତନ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଟିମ ଇଣ୍ଡିଆର ଚୟନ କମିଟି ନିଯୁକ୍ତ କରିଛି। ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ଚୟନ କମିଟିର ନୂଆ ଅଧ୍ୟକ୍ଷ ଅର୍ଥାତ୍ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ…
ପଶୁ ବିରୋଧୀ ନିଷ୍ପତ୍ତି
ପୃଥିବୀବ୍ୟାପୀ ମଣିଷଙ୍କ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକୁ ପଶୁଙ୍କ ଉପରେ ପରୀକ୍ଷା କରାଯାଉଥିଲା। ଅଧିକାଂଶ ଦେଶରେ ଆଇନ ଅଣାଯାଇ ଏହି ପଦ୍ଧତିକୁ କିଛି ଦଶନ୍ଧି ଧରି ବନ୍ଦ କରାଯାଇଆସୁଛି। ଯେତେବେଳେ ବଡ଼ ଫାର୍ମା ବା ଔଷଧ କମ୍ପାନୀ ଦେଖିଲେ ଯେ, ପଶୁଙ୍କ ଉପରେ…
କେନ୍ଦ୍ରକୁ ରାଜ୍ୟ ତଥ୍ୟ ଦେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୯ା୧୦(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ଋତୁସ୍ରାବ ବା ମାସିକ ଧର୍ମ ସ୍ବଚ୍ଛତାକୁ ମୌଳିକ ଅଧିକାରର ଏକ ଅଂଶବିଶେଷ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି ରାୟ କିଭଳି କାର୍ଯ୍ୟକାରୀ ହେଉଛି, ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ…
ଚାଇନା ଏଜେଣ୍ଟଙ୍କୁ ସମ୍ବେଦନଶୀଳ ତଥ୍ୟ ଦେଇଛନ୍ତି ସେନା ଅଧିକାରୀଙ୍କ ସ୍ତ୍ରୀ
ଜମ୍ମୁ,୧୯ା୧୦(ପି.ଟି.): ଚାଇନା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସମେତ ବିଦେଶୀ ଗୋଇନ୍ଦା ଏଜେଣ୍ଟଙ୍କୁ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ଶେୟାର କରିବା ଅଭିଯୋଗରେ ଜମ୍ମୁ-କଶ୍ମୀର ପୋଲିସ ଜଣେ ସେନା ଅଫିସରଙ୍କ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କରିଛି। ସେ କିଛି ଗବେଷଣା ସମ୍ବନ୍ଧୀୟ…
ଆର୍ଏସ୍ଏସ୍ ନେତାଙ୍କ ସମ୍ପର୍କୀୟ ପରିଚୟ ଦେଇ ୨.୪୧ କୋଟି ଠକେଇ
ନୂଆଦିଲ୍ଲୀ,୧୯ା୧୦(ପି.ଟି.): ନିଜକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ଜଣେ ବରିଷ୍ଠ ଅଧିକାରୀ ଏବଂ ପୂର୍ବତନ ଉପରାଷ୍ଟ୍ରପତିଙ୍କ ସମ୍ପର୍କୀୟ ପରିଚୟ ଦେଇ ହରିୟାଣାର କେତେଜଣ ନିଯୁକ୍ତି ଆଶାୟୀଙ୍କଠାରୁ ୨.୪୧ କୋଟି ଟଙ୍କା ଠକିନେବା ଅଭିଯୋଗରେ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।…

