Home Left

ଦିଲ୍ଲୀ ପରେ ଭୋପାଳରେ ନ୍ୟାଶନାଲ ହେରାଲ୍ଡର ଜମି ହେବ ସିଲ୍‌

ଭୋପାଳ,୪।୮: ନ୍ୟାଶନାଲ ହେରାଲ୍ଡ ମାମଲା କଂଗ୍ରେସର ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଏହି ମାମଲା ପୂର୍ବରୁ କେବଳ ଗାନ୍ଧୀ ପରିବାର ସୀମିତ ଥିଲା। କିନ୍ତୁ ବର୍ତ୍ତମାନ ଆହୁରି ଅନେକ ଦିଗ ସାମ୍ନାକୁ ଆସିଛି। ଗୁରୁବାର ପୁଣି ଥରେ ଇଡି ନ୍ୟାଶନାଲ ହେରାଲ୍ଡ…

ନିର୍ମାତାଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଖୁଲାସା କଲେ ନାଗା

ଅଭିନେତା ନାଗା ଚୈତନ୍ୟ ସାଉଥ୍‌ର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ତାଙ୍କୁ ଅମିରଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ରେ ଦେଖିବାକୁ ମିଳିବ। ତେବେ ଅଭିନେତାଙ୍କ ଏହା ପ୍ରଥମ ବଲିଉଡ ଡେବ୍ୟୁ ଫିଲ୍ମ। କୁହାଯାଉଛି କି, ନାଗା ବୋଧହୁଏ ତାଙ୍କ ବଲିଉଡ ଯାତ୍ରା…

ଗୁଜରାଟରେ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ କି ଭାଜପା: କେଜ୍‌ରିଓ୍ବାଲ

ଅହମ୍ମଦାବାଦ,୪।୮: ଆମ ଆଦମୀ ପାର୍ଟି ସଂଯୋଜକ(ଏଏପି) ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ଟୁଇଟ କରି ଭାଜପାକୁ ଏକ ବଡ଼ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଗୁଜରାଟରେ ଏଏପିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ଦେଖି ଭାଜପା…

‘ସ୍ତ୍ରୀଙ୍କୁ ଡରାଇବାର ସୁଯୋଗ ଦେଇନି’

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ରିଲିଜ ପାଇଁ ପ୍ରସ୍ତୁତ। ଏହି ଫିଲ୍ମରେ ଅକ୍ଷୟ ପୁଣିଥରେ ଅଭିନେତ୍ରୀ ଭୂମି ପେଡେନକରଙ୍କ ସହ ନଜର ଆସିବେ। ଭାଇ ଏବଂ ତାଙ୍କର ଚାରି ସାନ ଭଉଣୀଙ୍କ ଉପରେ ଆଧାର କରି ଏହି…

ବଢିଲା ସଞ୍ଜୟ ରାଉତଙ୍କ ଅଡୁଆ: ସ୍ତ୍ରୀଙ୍କୁ ଇଡି ସମନ

ମୁମ୍ବାଇ,୪।୮:ପାଟ୍ରା ଚୌଲ ଦୁର୍ନୀତି ମାମଲାରେ ଗିରଫ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଗୋଟିଏ ପଟେ କୋର୍ଟ ରାଉତଙ୍କ ରିମାଣ୍ଡ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଅନ୍ୟପଟେ ତାଙ୍କ ସ୍ତ୍ରୀ ବର୍ଷା ରାଉତଙ୍କୁ ଇଡି…

ଛତିଶଗଡରେ ଭୂକମ୍ପ ଝଟ୍‌କା

ରାୟପୁର,୪।୮: ଛତିଶଗଡର ସୁରଜପୁର ଅଞ୍ଚଳରେ ଗୁରୁବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୦ ଥିଲା। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ପ୍ରାୟ ୧୦ କିଲୋମିଟର…

ବାଘ ସହ ଲଢ଼େଇ, କିଏ ଜିତିଲା ଭିଡିଓ ଦେଖିଲେ ଜାଣିବେ…

ବାଘ ସହ ଲଢ଼େଇ କରିବାକୁ କେବେ ଚିନ୍ତା କରିଛନ୍ତି କି? ଯଦି ନା ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଭିଡିଓଟି ପ୍ରାଣୀ ଉଦ୍ୟାନର। ଯେଉଁଠାରେ ଜଣେ ପର୍ଯ୍ୟଟକଙ୍କୁ ଏକ ବାଘ ସହିତ…

‘ମୋତେ ଝରକା ନ ଥିବା ଘରେ ରଖାଯାଇଛି,ନିଃଶ୍ୱାସ ନେବାରେ କଷ୍ଟ ହେଉଛି’

ମୁମ୍ବାଇ,୪।୮: ମୁମ୍ବାଇର ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ ଅଡୁଆ ବଢିବାରେ ଲାଗିଛି। ଗୁରୁବାର ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆସନ୍ତା ୮ ତାରିଖ ଯାଏ ବୃଦ୍ଧି କରିଛନ୍ତି।…

ନିର୍ବାଚନ ବେଳେ ମାଗଣା ପ୍ରତିଶ୍ରୁତି ଏକ ଗୁରୁତର ଅର୍ଥନୈତିକ ସମସ୍ୟା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪୮: ନିର୍ବାଚନ ଆସିଲେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନେତା ଓ ମନ୍ତ୍ରୀ ଲାଗିପଡ଼ନ୍ତି। ବିଭିନ୍ନ ଯୋଜନାର ପ୍ରତିଶ୍ରୁତି ସାଙ୍ଗକୁ ମାଗଣା ସାମଗ୍ରୀର ଘୋଷଣା କରିଥାନ୍ତି। ତେବେ ଏହି ମାଗଣା ସାମଗ୍ରୀ ଓ ସୁବିଧା ବଣ୍ଟନର ପ୍ରତିଶ୍ରୁତି ନେଇ ଗମ୍ଭୀରତା ସହ…

ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୪।୮(ବ୍ୟୁରୋ): ୪ ଦିନ ପରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ଗୁରୁବାର ଖୋଲିଛି।ଦୁଇ ଗୋଷ୍ଠୀ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଯୋଗୁ ଗତ ରବିବାର ସାରୁ ମାର୍କେଟ ବନ୍ଦ ରହିଥିଲା। ସୂଚନାନୁସାରେ, ମାର୍କେଟ ଭିତରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଠାଇଦେବାକୁ ସଂଘ ପକ୍ଷରୁ ଦାବି ହୋଇଥିଲା।…

ବିଡିଓଙ୍କୁ ଘେରିଲେ ମହିଳା

ଲୋଇସିଂହା,୪ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ସହରକୁ ଗତ ୩ଦିନ ହେଲା ପାନୀୟ ଜଳଯୋଗାଣ ବନ୍ଦ ରହିଛି। ଲକ୍ଷାଧିକ ବିଦ୍ୟୁତ୍‌ ବିଲ୍‌ ବକେୟା ଥିବାରୁ ଏହା ପୂର୍ବରୁ ଗୋଟାଏ ମାସ ଧରି ମଧ୍ୟ ବନ୍ଦ ରହିଥିଲା। ଏହାର ପ୍ରତିବାଦରେ ବିଡିଓ ବିଜୟ କୁମାର…

ଭାରତୀୟ ଦଳ ପାଇଁ ଖୁସି ଖବର

ପୋର୍ଟ ଅଫ୍‌ ସ୍ପେନ୍‌,୪।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଅଗଷ୍ଟ ୬ରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ ଦଳର ଅଧିନାୟକ ରୋହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri