Advertisement
Posted inଜାତୀୟ

ସୁକେଶଙ୍କ ଲାଞ୍ଚ ଅଭିଯୋଗ ପରେ ତିହାର ଜେଲ ଡିଜିଙ୍କ ବଦଳି

ନୂଆଦିଲ୍ଲୀ,୫ା୧୧: ତିହାର ଜେଲରେ ଥିବା କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ଏଏପି ନେତା ସତ୍ୟେନ୍ଦ୍ର ଜୈନ ୨୦୧୯ରେ ୧୦ କୋଟି ଟଙ୍କା ଲାଞ୍ଚ ନେଇଥିବା ସେ ଅଭିଯୋଗ ଆଣିବା ପରେ ଜେଲ ଡିଜି ସନ୍ଦୀପ ଗୋଏଲଙ୍କୁ ବଦଳି କରାଯାଇଛି। ୧୯୮୯ ବ୍ୟାଚର ଆଇପିଏସ୍‌ ଅଫିସର ସଞ୍ଜୟ ବେନିଓ୍ବାଲଙ୍କୁ ସେଠାରେ ନୂଆ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି। ସତ୍ୟେନ୍ଦ୍ର ଜୈନ ବାରମ୍ବାର ତିହାର ଜେଲକୁ ଯାଇ ସୁକେଶଙ୍କୁ ୧୦ କୋଟି ଟଙ୍କା ଲାଞ୍ଚ ଦେବା ଲାଗି ଧମକାଇଥିଲେ। ଏ ସମ୍ପର୍କରେ ସୁକେଶ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କୁ ପତ୍ର ଲେଖି ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୦ କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ସୁକେଶ ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କୋର୍ଟରେ ଅଭିଯୁକ୍ତଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୩ା୭: ଦିଲ୍ଲୀର ଦ୍ୱାରକା କୋର୍ଟ ପରିସରରେ ସୋମବାର ରାତିରେ ଗୁଳିକାଣ୍ଡ ଘଟିଛି। ଶୁଣାଣି ପାଇଁ ଆସିଥିବା ଅଭିଯୁକ୍ତଙ୍କୁ କିଛି ଓକିଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ...

ଡେଲ୍‌ଟାକୁ ଟପିବ ଓମିକ୍ରନ୍‌ ସଂକ୍ରମଣ

ନୂଆଦିଲ୍ଲୀ, ୧୬।୧୨: ଆସନ୍ତାବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ଶୀର୍ଷ ଛୁଇଁପାରେ। ସେତେବେଳକୁ ଏହା ଡେଲ୍ଟା ଭାରିଆଣ୍ଟର ସଂକ୍ରମଣକୁ ଟପିଯିବ ବୋଲି...

କରୋନା ସଂକ୍ରମଣ ଯୋଗୁ ବାତିଲ ହେଲା ୧୬୮ ଟ୍ରେନ୍‌

ନୂଆଦିଲ୍ଲୀ,୧୯।୩: କରୋନା କବଳରେ ସାରା ବିଶ୍ୱ। ଏବେ ଏହା ଭାରତ ପାଇଁ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ଏବେ ଭାରତରେ ଏହା ଷ୍ଟେଜ୍‌ ୨ରେ ଥିବାରୁ...

ଦଶମ ବୋର୍ଡ ପରୀକ୍ଷାରେ ୯୩.୪% ନମ୍ବର ରଖି ପାସ୍‌ କଲେ ୩ ସନ୍ତାନର ମା’

ଶ୍ରୀନଗର,୧୫।୯: କୁହାଯାଏ ମନରେ ଯଦି ଇଚ୍ଛାଶକ୍ତି ଅଛନ୍ତି ତେବେ କିଛି ବି କାର୍ଯ୍ୟ ଅସମ୍ଭବ ନୁହେଁ। କଶ୍ମୀରର ଜଣେ ମହିଳା ଏହି ଉକ୍ତିର ଯଥାର୍ଥତା ପ୍ରତିପାଦିତ...

ଆବାସିକ ସ୍କୁଲର ୨୮୮ ଛାତ୍ରୀ କରୋନା ପଜିଟିଭ୍‌…

ଖାମ୍ମାମ,୨୨।୧୧: ଦେଶରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ଏପରିସ୍ଥଳେ ତେଲେଙ୍ଗାନାରେ ଏକ ଅବାସିକ ସ୍କୁଲର ୨୮୮ ଛାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।...

୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷର ଜେଲ

ମୁମ୍ବାଇ,୧୨।୩ : ୨୦୧୩ରେ ଜଣେ ୪ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯ୍ୟାତନା ମାମଲାରେ ୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର...

ବାହାର ରାଜ୍ୟରେ ଥିବା ସମସ୍ତ ଶିକ୍ଷାର୍ଥୀ, ଶ୍ରମିକଙ୍କୁ ଆଣିବା ସମ୍ଭବ ନୁହେଁ: ଅଶୋକ

ପାଟନା,୩୦।୪: କରୋନା ଭାଇରସର ସଂକ୍ରମଣକୁ ଦେଖି ସାରା ଦେଶରେ ୪୦ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଏବେ ଏହା ପୂରଣ ହେବାକୁ ଆଉ ମାତ୍ର ୩...

ନିର୍ଭୟା ଗଣ ବଳାତ୍କାର ମାମଲା: ରାଜକ୍ଷମା ପାଇଁ ମନା କଲେ ଦୋଷୀ; ଏବେ ଫାଶିକୁ ଅପେକ୍ଷା !

ନୂଆଦିଲ୍ଲୀ,୫।୧୧: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଥିଲା। ସେହିପରି ସେମାନେ ସୁପ୍ରିମ୍‌କୋର୍ଟରେ ସୋମବାର ପୁନର୍ବିଚାର ଓ...

Advertisement
Archives

Model This Week