ଗୋଟିଏ ଓଭରରେ ୩୪ ରନ୍, ଖାଲି ଚୌକା-ଛକା ବର୍ଷା: ଦେଖନ୍ତୁ ଭିଡିଓ
ଲଣ୍ଡନ,୧୦।୭: ଇଂଲଣ୍ଡରେ ଏବେ ଟି-୨୦ ବ୍ଲାଷ୍ଟ ଖେଳାଯାଉଛି। ସମରସେଟ ଏବଂ ଡର୍ବିସାୟାର ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ସମରସେଟ ପାଇଁ ଖେଳୁଥିବା ରିଲେ ରୋସୋ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ…
କାଜୁ ବଗିଚାରେ ନବଜାତକକୁ ଛାଡ଼ି ଚାଲିଗଲେ
ପାଟଣା,୧୧ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା କାଜୁ ବଗିଚାରୁ ସୋମବାର ସକାଳୁ ଜଣେ ନବଜାତକକୁ ଉଦ୍ଧାର କରାଯାଇଛି। କେହି କାଜୁ ଗଛମୂଳେ ଏକ ଜରି ବ୍ୟାଗ୍ ଉପରେ ଶିଶୁକନ୍ୟାକୁ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟା ନାଭି କଟା ଯାଇ…
ଆନୁଷ୍ଠାନିକ ଭାବେ ଇସ୍ତଫା ଘୋଷଣା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ,୧୧ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ନେଇ ଲୋକେ ଉଗ୍ର ହେବା ସହ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଏମାନେ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶି ସେଠାରେ ରହୁଛନ୍ତି । ସେମାନଙ୍କର ଦାବି ହେଲା, ଯେ…
ବାବୁଲ ସୁପ୍ରିଓଙ୍କୁ ମମତା ଦେଲେ ବଡ଼ ଦାୟିତ୍ୱ
କୋଲକାତା,୧୧।୭: ତୃଣମୂଳ କଂଗ୍ରେସ(ଟିଏମ୍ସି) ବିଧାୟକ ବାବୁଲ ସୁପ୍ରିଓଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଛି। ନୂଆ ଦାୟିତ୍ୱ ପାଇଁ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି। । ସୁପ୍ରିଓ ଦେଶର ଜଣେ ଜଣାଶୁଣା ଚେହେରା।…
ଅବସାଦ ପାଇଁ ଦାୟୀ ଶୟନରେ ଅନିୟମିତତା
ଠିକ୍ ସମୟରେ ଏବଂ ଆବଶ୍ୟକ ମୁତାବକ ଶୋଇବା ଆମ ଶରୀର ପାଇଁ ବେଶ୍ ହିତକର। ଜଣେ ବ୍ୟକ୍ତି ପ୍ରତିଦିନ ଅତିକମ୍ରେ ୬-୭ ଘଣ୍ଟା ଶୋଇବା ନିହାତି ଦରକାର। ଆଉ ଯଦି ଏଥିରେ ଅନିୟମିତତା ଲାଗିରହେ ତେବେ ତାହା ନିଦ୍ରାଜନିତ ସସମ୍ୟାକୁ ଡାକିଆଣିଥାଏ।…
ଚନ୍ଦ୍ର ଅଭିଯାନର ବର୍ଷ
ମହାକାଶ ଅଭିଯାନ କ୍ଷେତ୍ରରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହର ପ୍ରାଧାନ୍ୟ ରହିଥିଲା। ସେହିବର୍ଷ ଫେବୃୟାରୀରେ ସଂଯୁକ୍ତ ଆରବ ରାଷ୍ଟ୍ରର ହୋପ୍ ଯାନ ମଙ୍ଗଳ କକ୍ଷରେ ଏବଂ ଚାଇନାର ଟିଆନଓ୍ବେନ୍-୧ ଓ ଯୁକ୍ତରାଷ୍ଟ୍ର ଆମେରିକା ମାର୍କ ପର୍ଜଭେରନ୍ସ ଯାନ ମଙ୍ଗଳ ପୃଷ୍ଠରେ ପହଞ୍ଚତ୍ଥିଲା।…
ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି କଲେ ସିଆର୍ପିଏଫ୍ ଯବାନ
ଜୟପୁର,୧୧।୭: ରାଜସ୍ଥାନର ଯୋଧପୁର ସିଆର୍ପିଏଫ୍ ତାଲିମ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୱାର୍ଟରରେ ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି ମାରିଛନ୍ତି ଜଣେ ଯବାନ। ପୋଲିସ କମିଶନର ରବିଦତ୍ତ ଗୌଡ ଏନେଇ ସୂଚନା ଦେଇଛନ୍ତି। ଯବାନ ଜଣଙ୍କ ପାଖାପାଖି ୧୮…
କ୍ରସ୍ ଭୋଟିଂ ରୋକିବା ନେଇ କସରତ
ଭୁବନେଶ୍ୱର,୧୧ା୭(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ୨ ଜଣଙ୍କ ମଧ୍ୟରେ ହେବ। ଭାଜପା ସମର୍ଥିତ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଥିବାବେଳେ ତାଙ୍କ ବିପକ୍ଷରେ ବିରୋଧୀ ମେଣ୍ଟ ପ୍ରାର୍ଥୀ…
ସ୍ତ୍ରୀ ଖୋଜୁଛନ୍ତି ମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଟୁଇଟ୍
କୋହିମା,୧୧।୭: ନାଗାଲାଣ୍ଡର ଉଚ୍ଚଶିକ୍ଷା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଭାଜପା ନେତା ତେମଜେନ ଇମ୍ନା ଆଲଙ୍ଗଙ୍କ ଏକ ଟୁଇଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଲଙ୍ଗ ଗୁଗଲ ସର୍ଚ୍ଚର ଏକ ସ୍କ୍ରିନ୍ସର୍ଟ ଟୁଇଟର୍ରେ ଶେୟାର କରିଛନ୍ତି। ସେ ଗୁଗଲରେ…
ରୁଚିକାଙ୍କ ମା’ଙ୍କୁ ଉଠାଇ ନେଲା ପୋଲିସ
ଭୁବନେଶ୍ୱର,୧୧ା୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ପାଇଁ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି ପୋଲିସ। ଆନ୍ଦୋଳନରତ ଛାତ୍ର ସଙ୍ଗଠନ ସଦସ୍ୟଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି।। ସୂଚନାଯୋଗ୍ୟ, ରୁଚିକା…
ନୈନିତାଲରେ ଆମେରିକା ସ୍କୁଟରରେ ପୋଲିସ ପାଟ୍ରୋଲିଂ, ଦାମ୍ ୨ ଲକ୍ଷ…
ନୈନିତାଲ,୧୧।୭ : ସ୍ମାର୍ଟ ପୋଲିସ ହେବା ଲାଗି ଉତ୍ତରାଖଣ୍ଡ ପୋଲିସ ପଦକ୍ଷେପ ଗ୍ରହଣ କରିଛି। ଏହି ମର୍ମରେ ନୈନିତାଲରେ ପୋଲିସକୁ ଏଣିକି ଏକ ଭିନ୍ନ ଢଙ୍ଗରେ ପାଟ୍ରୋଲିଂ କରୁଥିବାର ଦେଖିବାକୁ ମିଳିବ। ସହରର ପଥଚାରୀ ରାସ୍ତାରେ, ବର୍ତ୍ତମାନ ଆମେରିକୀୟ ସ୍କୁଟର ସିଗୱେରେ…
ୱେବ୍ ମିଡିଆ ଉପରେ ଦୋଷ ଲଦିଲେ ମନ୍ତ୍ରୀ
ଭୁବନେଶ୍ୱର,୧୧।୭(ବ୍ୟୁରୋ): ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯିବା ନିଷ୍ପତ୍ତିକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି। ରାଜନୈତିକ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ବି ଏହା ନିନ୍ଦନୀୟ ବୋଲି କହୁଛନ୍ତି। ସେପଟେ ଏ ପ୍ରସଙ୍ଗରେ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା…
Archives


