Home Left

ଓଲଟିଲା ବସ୍‌: ୩ ଯାତ୍ରୀ ମୃତ

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀରର ଉଧାମପୁର ଜିଲାରେ ଗୁରୁବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଫେରୁଛନ୍ତି ନୀଳନୟନା, ଫଟୋ ଶେୟାର କରି ଅଭିଷେକ ଲେଖିଲେ ଏମିତି

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ବଲିଉଡ୍‌ର ସବୁଠୁ ସୁଖୀ ଦମ୍ପତି କୁହାଯାଏ। ସେମାନେ ୨୦୦୭ରେ ବିବାହ କରିଥିଲେ। ବିବାହର ଏତେ ଦିନ ପରେ ବି ଦୁହେଁ ପରସ୍ପରକୁ ପ୍ରଶଂସା କରିବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ। ବୁଧବାର…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୧୮ ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ଏହାକୁ ମିଶାଇ ୧୨ଲକ୍ଷ ୮୦ହଜାର ୭୫୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା…

ଟଲିଉଡରେ ଏଣ୍ଟ୍ରି କରିବେ ରିଆ!

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି । ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତଙ୍କଠାରୁ ବିଦାୟ ନେଇଥିବା ସୁଶାନ୍ତଙ୍କ ମୃତ୍ୟୁରହସ୍ୟ ଆଜିବି ରହସ୍ୟ ହୋଇ ରହିଯାଇଛି । ସୁଶାନ୍ତଙ୍କ ମୃତ୍ୟୁ…

ଦଶମ-ଦ୍ୱାଦଶ ଶ୍ରେଣୀରେ ଏତିକି ନମ୍ବର ରଖିଥିଲେ ବିଶ୍ୱର ସବୁଠୁ ସଫଳ ଅଧିନାୟକ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ନିଜ ପରିବାର ସହ ଲଣ୍ଡନରେ ଜନ୍ମଦିନ ପାଳନ କରିଛନ୍ତି। ସେ ବିଶ୍ୱର ସବୁଠୁ ସଫଳ ଅଦତ୍ନାୟକ ହୋଇଥିଲେ ମଧ୍ୟ ପାଠପଢାରେ ସେତେଟା…

ଶିକ୍ଷା ନୀତି ଯୋଗାଇବ ନୂଆ ଦିଶା: ମୋଦି

ବାରାଣସୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀ ଗସ୍ତରେ ଅଛନ୍ତି। ସେ ବାରାଣସୀର ଏଲଟି କଲେଜରେ ଅକ୍ଷୟ ପାତ୍ର କିଚେନ୍‌ର ଉଦଘାଟନ କରିଥିଲେ। ଏଥିରେ ପ୍ରାୟ ଏକ ଲକ୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଖାଦ୍ୟ ରାନ୍ଧିବାର କ୍ଷମତା ଅଛି। ଏହା ପରେ ପ୍ରଧାନମନ୍ତ୍ରୀ…

ସ୍ତ୍ରୀଙ୍କ ବେକକୁ କଟୁରିରେ ହାଣିଲେ ସ୍ବାମୀ

ବାଲିଗୁଡ଼ା,୭ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ନିକଟସ୍ଥ ବୁହୁକିଆରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ବେକକୁ କଟୁରିରେ ହାଣିଛନ୍ତି ସ୍ବାମୀ। ଗୁରୁବାର ସକାଳୁ ପାରିବାରିକ କହଳରୁ ଏହି କାଣ୍ଡ ଘଟିଛି। ଅଳ୍ପକେ…

ଆଲିଆଙ୍କ ଉପରେ ଖୁସି ନାହାନ୍ତି ଶାଶୁ!

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଏନେଇ ଅନେକ ଅଭିନନ୍ଦନ ଆସୁଛି। ଏହି ଖୁସି ଖବର ପରେ କପୁର ଏବଂ ଭଟ୍ଟ ପରିବାର ବେଶ୍‌ ଆନନ୍ଦିତ ଅଛନ୍ତି। ଆଲିଆ ଏବଂ ରଣବୀର କପୁର…

ପୋଲିସ ବାବୁଙ୍କ ଦାଦାଗିରି: ଟିଟିଇଙ୍କୁ ନିସ୍ତୁକ ପିଟିଲେ

ପାଟନା,୭।୭: ଭାଗଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଏକ ଅମାନବୀୟ ଘଟଣା ଘଟିଛି। ଟ୍ରେନ୍‌ରେ ବିନା ଟିକେଟରେ ଯାତ୍ରା କରୁଥିବା ଜିଆରପି ଏଏସଆଇଙ୍କୁ ବରିଷ୍ଠ ଟିଟିଇ ଟିକେଟ୍‌ ମାଗିବାରୁ ସେ ତାଙ୍କୁ ନିସ୍ତୁକ ପିଟିଛନ୍ତି। ଏହି ଘଟଣା ପରେ ଟିଟିଇ ଦିନେଶ କୁମାର ସିଂ…

ରୁଷିଆର ଏୟାର ଷ୍ଟ୍ରାଇକ୍‌ରେ ବ୍ରାଜିଲ ମଡେଲ୍‌ଙ୍କ ମୃତ୍ୟୁ

କିଭ୍‌,୭।୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରେ ଅନେକ ସାଧାରଣ ଲୋକଙ୍କ ଠାରୁ ସେନା ଏବଂ ଜଣାଶୁଣା ବ୍ୟକ୍ତି ସାମିଲ ଅଛନ୍ତି। ରୁଷିଆର ଏୟାର ଷ୍ଟ୍ରାଇକ୍‌ରେ ୟୁକ୍ରେନ ସେନାରେ ଯୋଗ ଦେଇଥିବା…

ବଲିଉଡ୍‌ରେ ଏଣ୍ଟ୍ରି କରିବେ ସାମନ୍ଥା!

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ଖବର ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଇତି ମଧ୍ୟରେ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା-ଦ ରାଇଜ’ରେ…

କେବଳ ଅଣ୍ଡରଓ୍ବେୟାର ପିନ୍ଧି ଚୋରି କରନ୍ତି ଏହି ଚୋର, କାରଣ ଜାଣିଲେ…

ରବିନ୍‌ ହୁଡ୍‌ଙ୍କ ବିଷୟରେ ଶୁଣିଥିବେ ନିଶ୍ଚିତ। ସେ ଧନୀମାନଙ୍କଠାରୁ ଟଙ୍କା ଚୋରି କରି ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ। ଆଜି ବି ଏକବିଂଶ ଶତାବ୍ଦୀର ରବିନ ହୁଡ୍‌ଙ୍କ ପରି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛନ୍ତି। ଏହି ବ୍ୟକ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri