ସିବିଆଇ କୋର୍ଟରୁ ଲାଲୁଙ୍କୁ ଆଶ୍ୱସ୍ତି: ଚିକିତ୍ସା ପାଇଁ ଯାଇପାରିବେ ସିଙ୍ଗାପୁର
ପାଟନା,୨।୮: ବିହାର ରାଜଧାନୀ ପାଟନା ହାଇକୋର୍ଟ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇପାରିବେ। ମଙ୍ଗଳବାର ସିବିଆଇ କୋର୍ଟ ତାଙ୍କୁ ସିଙ୍ଗାପୁର ଯିବା ପାଇଁ…
ଜନ୍ତର ମନ୍ତରରେ ଧାରଣା ଦେଲେ ପ୍ରଧାନମନ୍ତ୍ରୀଙ୍କ ଭାଇ…
ନୂଆଦିଲ୍ଲୀ, ୨।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି। ଅଲ ଇଣ୍ଡିଆ ଫେୟାର ପ୍ରାଇସ ଦୋକାନ ଡିଲର ଫେଡେରେଶନର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦି ସଂଗଠନର ବିଭିନ୍ନ ଦାବି ନେଇ ମଙ୍ଗଳବାର ଧାରଣରେ ବସିଥିଲେ।…
୩୫ ବର୍ଷ ପରେ ତେଲୁଗୁ ଫିଲ୍ମରେ କାମ କରିବେ ଅନୁପମ
ମୁମ୍ବାଇ: ନିଜର ନିଖୁଣ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଅଭିନେତା ଅନୁପମ ଖେର । ଏବେ ସେ ତାଙ୍କର କିଛି ଭଲ ପ୍ରୋଜେକ୍ଟକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା…
‘ସିଂଘମ ୩’ରେ ଅଜୟ ଦେବଗନ
ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ସେଟ୍ଟି ଏବେ ରଣବୀର ସିଂଙ୍କ ସର୍କସ ଫିଲ୍ମର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଏହାପରେ ସେ ଅଜୟ ଦେବଗନ ଷ୍ଟାରର ଫିଲ୍ମ ‘ସିଂଘମ ୩’ର କାମ ଆରମ୍ଭ କରିଦେବେ ବୋଲି ଜଣାପଡିଛି । ରୋହିତ କହିଛନ୍ତି…
ଗୁଜରାଟ ବିଧାନସଭା ନିର୍ବାଚନ: ୧୦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି
ଅହମଦାବାଦ,୨।୮: ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆମ ଆଦମୀ ପାର୍ଟି(ଏଏପି)ର ଲକ୍ଷ୍ୟ ଗୁଜରାଟ ମିଶନ ରହିଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛି। ମଙ୍ଗଳବାର ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା…
ମୃତ୍ୟୁପ୍ରମାଣପତ୍ର ଦେବାକୁ ବି ଲାଞ୍ଚ ମାଗିଲେ କିରାଣୀ, ଏକାଥରେ ଥାନାରେ
ଖୋର୍ଦ୍ଧା ଅଫିସ,୨।୮: ଖୋର୍ଦ୍ଧା ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରାଇଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ନେବାବେଳେସେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସୂଚନା ଅନୁଯାୟୀ, ଚମ୍ପାଝର…
ବୁଲେଟ୍ ପ୍ରୁଫ୍ କାର୍ କିଣିଲେ ସଲମାନ୍
ବମ୍ବେ: ବଲିଉଡ୍ର ଦବଙ୍ଗ ଖାଁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଏଥିନେଇ ତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଆଖପାଖରେ ସୁରକ୍ଷାକର୍ମୀଙ୍କ ସହ ସଲମାନଙ୍କୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିବାକୁ ଅନୁମତି ମିଳିସାରିଛି। ଏବେ କିନ୍ତୁ ଆଉ…
ରାଜଧାନୀରେ ତୃତୀୟ ‘ମଙ୍କିପକ୍ସ’ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ରହୁଥିବା ଅନ୍ୟ ଜଣେ ନାଇଜେରିଆ ବ୍ୟକ୍ତି ମଙ୍ଗଳବାର ‘ମଙ୍କିପକ୍ସ’ଆକ୍ରାନ୍ତ ହୋଇଛନ୍ତି। ଏନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଉକ୍ତ ବ୍ୟକ୍ତିଙ୍କର କିଛି ଦିନ ପୂର୍ବରୁ ଲକ୍ଷଣ ଦେଖାଯାଇଥିବା ବେଳେ ନମୁନାକୁ ଯାଞ୍ଚ ପାଇଁ ପଠାଯାଇଥିଲା। ତେବେ ବ୍ୟକ୍ତିଙ୍କର ମଙ୍ଗଳବାର…
ପୁଅର ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ କମେଡି କୁଇନ୍
କମେଡି କୁଇନ୍ ଭାରତୀ ସିଂ ଏବଂ ସ୍ବାମୀ ହର୍ଷ ଲିମ୍ବାଚିୟା କିଛି ନା କିଛି କାରଣରୁ ଚର୍ଚ୍ଚାରେ। ସେ ବ୍ୟକ୍ତଗତ ହେଉ ଅବା ବୃତ୍ତିଗତ, ଏହି ଯୋଡିକୁ ଫ୍ୟାନ୍ସ ବହୁତ ଭଲ ପାଆନ୍ତି। ନିକଟରେ କମେଡି କୁଇନ୍ ଏକ ପୂତ୍ର ସନ୍ତାନକୁ…
ଏଣିକି ସମ୍ବଲପୁରୀ ପୋଷାକ ପିନ୍ଧିବେ କର୍ମଚାରୀ
ଝାରସୁଗୁଡ଼ା ଅଫିସ,୨।୮: ଝାରାସୁଗୁଡ଼ା ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ମାସର ପ୍ରତ୍ୟେକ ଦ୍ୱିତୀୟ, ଚତୁର୍ଥ ଶୁକ୍ରବାର ସରକାରୀ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧିବେ। ଏ ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସମ୍ବଲପୁରୀ ବସ୍ତ୍ରକୁ ଅଧିକ…
ଅଲ-ଜୱାହିରିଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ଆଫଗାନିସ୍ତାନ, ଉଡାଇଲା ସରଫରାଜଙ୍କ ହେଲିକପ୍ଟର!
କାବୁଲ,୨ ।୮: ଆତଙ୍କବାଦୀ ସଙ୍ଗଠନ ଅଲ କାଏଦାର ମୁଖ୍ୟ ଅୟମାନ ଅଲ-ଜୱାହିରିଙ୍କୁ ଆମେରିକା ନିହତ କରିଥିବା ଖବର ମଙ୍ଗଳବାର ସକାଳେ ମିଳିଥିଲା । ଆମେରିକା ଆତଙ୍କବାଦୀ ବିରୋଧୀ ଅଭିଯାନ ଆଧାରରେ ଅଲ ଜୱାହିରିଙ୍କୁ ନିହତ କରିଛି । ଇତିମଧ୍ୟରେ ବିଶେଷ ସୂତ୍ରରୁ…
ଦିଲ୍ଲୀ ବିମାନ ବନ୍ଦରରେ ଟଳିଲା ବଡ ଦୁର୍ଘଟଣା: ଇଣ୍ଡିଗୋ ବିମାନର ନୋଜ ଏରିଆରେ ଫସିଲା ଗାଡି
ନୂଆଦିଲ୍ଲୀ,୨ ।୮: ରାଜଧାନି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନ୍ୟାଶନାଲ ବିମାନ ବନ୍ଦରରେ ମଙ୍ଗଳବାର ଏକ ବଡ ଦୁର୍ଘଟଣା ଟଳି ଯାଇଛି । ବିମାନ ବନ୍ଦରର ଏକ ଭିଡିଓ ଆଜି ସାମ୍ନାକୁ ଆସିଛି । ଯେଉଁଥିରେ ଇଣ୍ଡିଗୋ ବିମାନର ନୋଜ ଏରିଆରେ…
Archives


