Home Left

ଫୋନ୍‌ ପେ ପକ୍ଷରୁ ସ୍ମାର୍ଟ ସ୍ପିକରର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୮: ଦେଶର ପ୍ରମୁଖ ଫିନ୍‌ଟେକ ପ୍ଲାଟ୍‌ଫର୍ମ ଫୋନ୍‌ ପେ ପକ୍ଷରୁ ସ୍ମାର୍ଟ ସ୍ପିକରର ଶୁଭାରମ୍ଭ କରାଯାଇଛି। ଉକ୍ତ ସ୍ମାର୍ଟ ସ୍ପିକର ପ୍ରାଥମିକ ପର୍ଯ୍ୟାୟରେ ୫ଟି ସହରର ୧ଲକ୍ଷରୁ ଅଧିକ ଡିଭାଇସରେ ଫୋନ୍‌ ପେ ମର୍ଚ୍ଚାଣ୍ଟ ପାର୍ଟନରଙ୍କ ଦ୍ୱାରା ବ୍ୟବହୃତ ହେଉଛି ା…

ଅଂଶଧନ ବିକ୍ରି କରିବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୫।୮: ଦେଶର ପ୍ରମୁଖ ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ପାଣ୍ଠି ଯୋଗାଡ଼ କରିବା ଲାଗି ନିଜର ଅଂଶଧନ ବିକ୍ରି କରିବା ସମ୍ପର୍କରେ ବିଚାର କରୁଛି। ଏପରିକି ବିଭିନ୍ନ କାରଣରୁ କମ୍ପାନୀ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କମ୍ପାନୀର ଅଂଶଧନ…

ବଢିପାରେ ରେପୋରେଟ୍‌

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଙ୍କ ମୂଲ୍ୟ ନିର୍ଦ୍ଧାରଣ କମିଟିର ୩ ଦିନିଆ ବୈଠକ ବୁଧବାରଠାରୁ ଆରମ୍ଭ ହୋଇଯାଇଛି। ଦେଶରେ ବଢ଼ି ଚାଲିଥିବା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲାଗି ଏହି ପଦକ୍ଷେପ ନିଆଯାଇପାରେ। ଯଦି ଏମ୍‌ପିସି ଏଥିଲାଗି ପ୍ରସ୍ତାବ କରନ୍ତି ତେବେ…

ଓଡ଼ିଶା ବଜାରରେ ‘ନ୍ୟୁ ଟିଭିଏସ୍‌ ରୋନିନ୍‌’

ଭୁବନେଶ୍ୱର,୫।୮:ଦେଶର ପ୍ରମୁଖ ଦୁଇ ଓ ତିନି ଚକିଆ ଯାନ ନିର୍ମାତା ‘ଟିଭିଏସ୍‌ ମୋଟର’ ପକ୍ଷରୁ ଓଡ଼ିଶା ବଜାରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରେଟ୍ରୋ ମୋଟର ସାଇକେଲ ‘ନ୍ୟୁ ଟିଭିଏସ୍‌ ରୋନିନ୍‌’କୁ ଗୁରୁବାର ସ୍ଥାନୀୟ ଖଣ୍ଡଗିରିର ଏକ ହୋଟେଲ ପରିସରରେ ଉନ୍ମୋଚନ କରାଯାଇଛି।…

କେୟାର ହସ୍ପିଟାଲରେ ଅସ୍ଥି, ଖଞ୍ଜା ଦିବସ

ଭୁବନେଶ୍ୱର,୫।୮:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘କେୟାର ହସ୍ପିଟାଲ’ ପକ୍ଷରୁ ନ୍ୟାସନାଲ ବୋନ ଆଣ୍ଡ ଜଏଣ୍ଟ ବା ଜାତୀୟ ଅସ୍ଥି ଓ ଖଞ୍ଜା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆଣ୍ଠୁ ପ୍ରତିରୋପଣ କରିଥିବା ୨୦ରୁ ଉର୍ଦ୍ଧ୍ୱ ରୋଗୀ…

ଭାଜପା-ଜେଡିୟୁ ମଧ୍ୟରେ ଫାଟ!

ପାଟନା,୫।୮: ବିହାରରେ ଥିବା ଜନତା ଦଳ ୟୁନାଇଟେଡ (ଜେଡିୟୁ) ଏହାର ସହଯୋଗୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଆଗାମୀ ଦିନରେ ବଡ ଝଟକା ଦେଇପାରେ। ଜେଡିୟୁ ଜାତୀୟ ସଭାପତି ଲଲାନ ସିଂ ଦୁଇ ଦଳ ମଧ୍ୟରେ ମେଣ୍ଟକୁ ନେଇ ଏହି ବଡ଼…

ମଙ୍କିପକ୍ସକୁ ସାର୍ବଜନିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କଲା ଆମେରିକା, ୬୬୦୦ରୁ ଅଧିକ ସଂକ୍ରମିତ

ୱାଶିଂଟନ,୫ ।୮: ବେଳକୁ ବେଳ ବଢିଲାଣି ମଙ୍କିପକ୍ସ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆମେରିକାର ବାଇଡେନ ପ୍ରଶାସନ ଆମେରିକାରେ ଗୁରୁବାର ମଙ୍କିପକ୍ସର ପ୍ରକୋପକୁ ସାର୍ବଜନିକ ସ୍ୱାସ୍ଥ୍ୟ ଏମରଜେନ୍ସି ବା ପବ୍ଲିକ ହେଲ୍‌ଥ ଏମରଜେନ୍ସି ଘୋଷଣା କରିଛନ୍ତି । ଦେଶର ଶୀର୍ଷ…

ପାକିସ୍ତାନରେ ଖୋଲିଲା ୧୨ଶହ ବର୍ଷ ପୁରୁଣା ମନ୍ଦିର

ଲାହୋର, ୫ା୮: ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ୧୨ଶହ ବର୍ଷ ପୁରୁଣା ବାଲ୍ମିକୀ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଏକ ଖ୍ରୀଷ୍ଟିଆନ ପରିବାର ଏହାକୁ କବଜା କରି ରଖିବା ଯୋଗୁ ଦୁଇ ଦଶନ୍ଧିରୁ ଅଧିକ ସମୟ…

ସୁପ୍ରିମକୋର୍ଟ: ୧୦ ବର୍ଷ ହେଲା ବିଚାରାଧୀନ ୧୦ ହଜାର ମାମଲା

ନୂଆଦିଲ୍ଲୀ, ୫ା୮:ସୁପ୍ରିମକୋର୍ଟରେ ଅଦ୍ୟାବଧି ୭୧ ହଜାରରୁ ଊର୍ଦ୍ଧ୍ୱ ମାମଲା ପଡ଼ିରହିଥିବାବେଳେ ସେଥିମଧ୍ୟରୁ ୧୦ ହଜାରରୁ ଅଧିକ ଗତ ଦଶନ୍ଧି ଧରି ଗଡ଼ୁଛି। ଏ ନେଇ ଆଇନମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ଉତ୍ତରରେ ମନ୍ତ୍ରୀ…

୩୭୦ ହଟିବାର ବର୍ଷ ପୂର୍ତ୍ତି ପୂର୍ବରୁ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ, ବିହାର ଶ୍ରମିକଙ୍କ ମୃତ୍ୟୁ

ଜମ୍ମୁ,୫ ।୮: ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଏକ ଆକ୍ରମଣ ଯୋଜନା ସଫଳ ହୋଇଛି । ଜମ୍ମୁ-କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବାର ବର୍ଷ ପୂର୍ତ୍ତି ପୂରଣର ଠିକ୍ ପୂର୍ବରୁ ଆତଙ୍କବଦୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏଥିରେ ସେମାନେ ଶ୍ରମିକଙ୍କ…

ଭାଜପାରେ କୁଲଦୀପ: କ୍ରସ ଭୋଟିଂ କରି କଂଗ୍ରେସରୁ ହୋଇଥିଲେ ବହିଷ୍କାର

ନୂଆଦିଲ୍ଲୀ,୪।୮ ହରିୟାଣାର ପୂର୍ବତନ ବିଧାୟକ କୁଲଦୀପ ବିଷ୍ଣୋଇ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ଦୁଇ ମାସ ପୂର୍ବରୁ ସେ ରାଜ୍ୟ ସଭା ନିର୍ବାଚନରେ ଦଳୀୟ ହୁଇପ୍‌ ଅବମାନନା କରି ଶାସକ ଦଳ ଭାଜପା ସମର୍ଥତ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। କ୍ରସ ଭୋଟିଂ…

ପରିବାରରୁ ଜଣକୁ ଚାକିରି: ଯୋଗୀ

ଲକ୍ଷ୍ନୌ,୪।୮: ଉତ୍ତରପ୍ରଦେଶରେ ପ୍ରତି ପରିବାରରୁ ଅନୂ୍ୟନ ଜଣକୁ ନିଶ୍ଚୟ ସରକାରୀ ଚାକିରି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଏକ ଦକ୍ଷତା ମ୍ୟାପିଙ୍ଗ୍‌ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଯେଉଁ ପରିବାରରୁ କେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri