ଆକ୍ସନ ଥ୍ରୀଲର ମୁଭି ‘ତେହରାନ’ରେ ନଜର ଆସିବେ ଜନ୍
ମୁମ୍ବାଇ: ବଲିଉଡ ଅଭିନେତା ଜନ୍ ଅବ୍ରାହମ ନିର୍ମାତା ଦିନେଶ ବିଜାନଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ତେହରାନ’ରେ ଖୁବଶୀଘ୍ର ନଜର ଆସିବେ । ସୋସିଆଲ ମିଡିଆ ମାଧ୍ୟମରେ ଫିଲ୍ମଟି ଶୀଘ୍ର ରିଲିଜ ହେବ ବୋଲି ଜଣାପଡିଛି । ଫିଲ୍ମର ଶୁଟିଂ ଏବେ ଆରମ୍ଭ…
ଗଞ୍ଜାମ ବନ୍ଦ ଡାକରାରେ ସାମିଲ ହେବେନି ସାନବଜାର ବଣିକ ସଙ୍ଘ
ଗଞ୍ଜାମ,୧୧।୭(ଡି.ଏନ୍.ଏ.) ଗଞ୍ଜାମ ତହସିଲଦାରଙ୍କ କାର୍ଯ୍ୟକୁ ପ୍ରତିବାଦ କରି ସହରବାସୀଙ୍କ ପକ୍ଷରୁ ମଙ୍ଗଳବାର ଗଞ୍ଜାମ ବଜାର ବନ୍ଦ ଡାକରା ଦିଆଯାଇଛି l ହେଲେ ସାନ ବଜାର ବଣିକ ସଙ୍ଘ ବନ୍ଦ ପାଳନରେ ସାମିଲ ହେବ ନାହିଁ। ଏନେଇ ସାନ ବଜାର ବଣିକ ସଭାପତି…
ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ରଣବୀର: ଦାମ୍ ଜାଣିଲେ…
ବଲିଉଡର ଲୋକପ୍ରିୟ ତଥା ପାଓ୍ବାରଫୁଲ୍ କପଲ୍ କୁହାଯାଉଥିବା ରଣବୀର ସିଂ-ଦୀପିକା ପାଦୁକୋନ ଖୁବ୍ଶୀଘ୍ର ଶାହାରୁଖ ଏବଂ ସଲମାନ ଖାନଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି। ରଣବୀର ସିଂ ସାଗର ରେଶମ ରେସିଡେନ୍ସିଆଲ ଟାୱାରରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଆପାର୍ଟମେଣ୍ଟର ମୂଲ୍ୟ…
୧୮ ଜଣ କାରିଗର ୬ ମାସ ଲାଗି ତିଆରି କରିଛନ୍ତି ଐଶ୍ୱର୍ଯ୍ୟାଙ୍କ ଗହଣା
ମୁମ୍ବଇ: ବଲିଉଡ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବଶୀଘ୍ର ହଙ୍ଗାମା କରିବାକୁ ଆସୁଛନ୍ତି । କଥା ହେଲୋ ଏବେ ଐଶ୍ୱର୍ଯ୍ୟା ତାଙ୍କ ଅପକମିଂ ଫିଲ୍ମ ‘ ପୋନ୍ନୟିନ ସେଲଭମ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏସବୁ ଭିତରେ ଏବେ ତାଙ୍କ ଲୁକ୍କୁ…
ସମୁଦ୍ରରେ ଗାଧେଇବା ବେଳେ ଭାସିଗଲେ ନାବାଳକ
ପୁରୀ ଅଫିସ,୧୧।୭: ପୁରୀ ସମୁଦ୍ରରେ ଗାଧେଇବା ବେଳେ ସୋମବାର ଜଣେ ନାବାଳକ ଭାସିଯାଇଛନ୍ତି। ନିଖୋଜ ନାବାଳକ ଜଣଙ୍କ ହେଲେ ଯାଜପୁର ଜିଲା ମାଳସାହି ଅଞ୍ଚଳର ଆୟୁଷ ଜେନା(୧୬) ବୋଲି ଜଣାପଡିଛି । ଆୟୁଷ ପରିବାର ସହ ଚୈତନ୍ୟ ଛକ ବେଳାଭୂମି ସେକ୍ଟର…
ପ୍ରେମ ସମ୍ପର୍କକୁ ଲୁଚାଇବା ପାଇଁ ପାସ୍ପୋର୍ଟ ଚିରି ଗିରଫ ହେଲେ ଯୁବକ
ମୁମ୍ବାଇ,୧୧।୭: ପାସ୍ପୋର୍ଟ ଚିରିବା ଅଭିଯୋଗରେ ପୁଣେର ଜଣେ ୩୨ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଘରେ ସ୍ତ୍ରୀଙ୍କୁ ଅଫିସ କାମ ଥିବା କହି ଯୁବକ ଜଣକ ବିଦେଶରେ ରହୁଥିବା ପ୍ରେମିକାକୁ ଭେଟିବାକୁ ଯାଇଥିଲେ। ଫେରିବା ବେଳେ ସ୍ତ୍ରୀ ଯେପରି ପ୍ରେମ ସମ୍ପର୍କ…
‘୩ୟ ଡୋଜ୍ ମାଗଣାରେ ଦିଆଯିବା ପାଇଁ କେନ୍ଦ୍ରକୁ କହିବୁ’
ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଲେଣି। ଏହାରି ମଧ୍ୟରେ ଟିକାକରଣକୁ ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ମୁଖ ଯୋଦ୍ଧା ଏବଂ…
‘ଚିହ୍ନଟ ହେଉଥିବା ଆକ୍ରାନ୍ତ ପୂର୍ବପରି ଗୁରୁତର ହେଉ ନାହାନ୍ତି’
ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଦେଶରେ ଏବେ ସଂକ୍ରମଣ ବଢ଼ିଥିବା ବେଳେ ଆମ ରାଜ୍ୟରେ ବି ଏବେ ୫ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଏବେ ଆକ୍ରାନ୍ତ…
ମଣିଷଠୁ ବି ଚତୁର ଛେଳି, ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ
ଅନେକ ଲୋକ ଭାବନ୍ତି ଯେ, କେବଳ ମଣିଷ ହେଉଛି ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି। ପଶୁମାନଙ୍କର କୌଣସି କଥାରେ ଭାବନା ନାହିଁ। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍। କାରଣ ପ୍ରକୃତି ପ୍ରତ୍ୟେକ ପ୍ରାଣୀକୁ ଚିନ୍ତା କରିବା ଏବଂ ବୁଝିବା ପାଇଁ…
ପାହାଡର ପଥର କୁଡିଆରେ ୩୦ ବର୍ଷ
ଭବାନୀପାଟଣା,୧୧।୭(ସ୍ବ.ପ୍ର.): ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଆଗରେ ଭାରିପଡୁଛି ଅନ୍ଧବିଶ୍ୱାସ। ମଣିଷ ସମାଜରେ ରହିବାକୁ ଭଲପାଏ କିନ୍ତୁ ଯେତେବେଳେ ସମାଜ ମଣିଷକୁ ଦୂରେଇ ଦିଏ ସେତେବେଳେ ସେ…
ନୂଆ ସଂସଦ ଭବନ ଉପରେ ୬.୫ ମିଟର ଉଚ୍ଚତାର ଅଶୋକ ସ୍ତମ୍ଭ, ଉଦ୍ଘାଟନ କଲେ ମୋଦି
ନୂଆଦିଲ୍ଲୀ,୧୧।୭: ସଂସଦ ଗୃହର ନୂତନ କୋଠାର ଛାତ ଉପରେ ୬.୫ ମିଟର ଉଚ୍ଚର ଅଶୋକ ସ୍ତମ୍ଭ ନିର୍ମାଣ କରାଯାଇଛି। ଏହାକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ଅନେକ…
ଚାରି ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ
ଚଣ୍ଡିଗଡ଼,୧୧ ।୭: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ଅଭିଯୁକ୍ତ ଲରେନ୍ସ ବିଶ୍ନୋଇଙ୍କୁ ସୋମବାର ଅମୃତସର କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ତାଙ୍କୁ ୪ ଦିନିଆ ଟ୍ରାନଜିଟ ରିମାଣ୍ଡରେ ହୋସିୟାରପୁର ପୋଲିସକୁ ହସ୍ତଗତ କରିଛନ୍ତି । ବିଶ୍ନୋଇଙ୍କୁ…
Archives


