Home Left

‘ଅନ୍ତରାତ୍ମାକୁ ଶୁଣି ଭୋଟ ଦିଅନ୍ତୁ,’ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଶଶି ଥରୁରଙ୍କ ଶେଷ ଅପିଲ

ନୂଆଦିଲ୍ଲୀ,୧୭ ।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଦଳ ମଧ୍ୟରେ ଯେତିକି ଦଳ ବାହାରେ ବି ସେତିକି ଉତ୍ସାହ ଦେଖାଯାଇଛି । ସମସ୍ତଙ୍କ ନଜର କିଏ ହେବେ କଂଗ୍ରେସର ଅଧ୍ୟକ୍ଷ । ଏହି ରେସରେ ପ୍ରତିଦ୍ୱନ୍ଦିତା କରୁଥିବା ବରିଷ୍ଠ କଂଗ୍ରେସ…

ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁରେ ନାମିତ ହେଲା ବିମାନବନ୍ଦର

ନୂଆଦିଲ୍ଲୀ,୧୬।୧୦: ଦେଶର ୨୪ ବିମାନବନ୍ଦର ଏବଂ ୫ ଟର୍ମିନାଲକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କରାଯାଇଛି। ଆର୍‌ଟିଆଇ ବଳରେ ଏହି ସୂଚନା ମିଳିଛି। ଗତ ସେପ୍ଟେମ୍ବର ୨୮ ଶହୀଦ ଭଗତ ସିଂଙ୍କ ୧୧୫ତମ ଜନ୍ମବାର୍ଷିକୀରେ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରକୁ ତାଙ୍କ ନାମରେ…

୪୫୩.୧୧ କୋଟି ଟଙ୍କାରେ ହେବ ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ

ବରଗଡ଼ ଅଫିସ, ୧୬।୧୦: ବରଗଡ଼ ଜିଲାରେ ଏକ ବୃହତ୍‌ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ରବିବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ…

ଦୀପାବଳି ପୂର୍ବରୁ ଜବତ ହେଲା ବାଣ

ଗଞ୍ଜାମ,୧୬।୧୦(ଡି.ଏନ୍‌.ଏ. ): ଦୀପାବଳି ପୂର୍ବରୁ ଗଞ୍ଜାମ ଥାନା ଅଧୀନ ଦାମୋଦରପୁର କଲେଜ ରୋଡ଼ରୁ ରବିବାର ବିପୁଳ ପରିମାଣର ବାଣ ଜବତ ହୋଇଛି। ଜଣେ ବ୍ୟକ୍ତି ବେଆଇନ ଭାବେ ବାଣ ରଖିଥିବା କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରି…

ବିଶ୍ୱ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟ: ମ୍ୟାଚ୍‌ ଦେଖିବେ ସ୍ବାଭିମାନ ଅଞ୍ଚଳର ୫୦ ଛାତ୍ରୀଛାତ୍ର

ଚିତ୍ରକୋଣ୍ଡା,୧୬।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲା ଆଇଟିଡିଏ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୩ଟି ବିଦ୍ୟାଳୟରୁ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେଉଥିବା ବିଶ୍ୱ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟ ଦେଖିବା ଲାଗି ରବିବାର ବାହାରିଛନ୍ତି। ଆଇଟିଡିଏ ସହଯୋଗରେ ଏହି ଛାତ୍ରୀଛାତ୍ର ଏକ…

ଘରୁ ଜବତ ହେଲା ୧୧୧ କଇଁଛ, ବେପାରୀ ଗିରଫ

ଭୋଗରାଇ,୧୬ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜଳସୋହରିଆ ଗ୍ରାମରୁ ରବିବାର ବନ୍ୟପ୍ରାଣୀ ବିଭାଗ ୧୧୧ଟି କଇଁଛ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି। ସେ ହେଲେ ଗୌରାଙ୍ଗ ମଣ୍ଡଳ। ଗୌରାଙ୍ଗ କଇଁଛଗୁଡ଼ିକୁ ଘରେ ରଖି ପଶ୍ଚିମବଙ୍ଗରେ…

ହୃଦ୍‌ଘାତରେ ଛତିଶଗଡ଼ ବିଧାନସଭା ଉପବାଚସ୍ପତିଙ୍କ ପରଲୋକ

ରାୟପୁର,୧୬।୧୦: ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ମନୋଜ ସିଂହ ମାଣ୍ଡଭିଙ୍କ ରବିବାର ହୃଦ୍‌ଘାତରେ ପରଲୋକ ଘଟିଛି। ୫୮ ବର୍ଷିୟ ମାଣ୍ଡଭିଙ୍କୁ ହୃଦ୍‌ଘାତ ହେବା ପରେ ତାଙ୍କୁ ଚାରାମା ଗାଁରୁ ଧମତରୀ ସହରରେ ଥିବା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବରିଷ୍ଠ…

୩ ଉଇକେଟରେ ବିଜୟୀ ହେଲା ନେଦରଲାଣ୍ଡ୍ସ

ଗିଲଙ୍ଗ,୧୬ା୧୦: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ଦିବସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୩ ଉଇକେଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ହରାଇ ଦେଇଛି। ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ…

ଏହି କାରଣରୁ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ

ଛୋଟ ପରଦା ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଟକ୍କର ଆତ୍ମହତ୍ୟା କରିଛନ୍ତି। ୟେ ୟେ ରିସ୍ତା କ୍ୟା କେହଲତା ଭଳି ଲୋକପ୍ରିୟ ସିରିଏଲ୍‌ରେ ଅଭିନୟର ଯାଦୁ ଦେଖାଇଥିବା ବୈଶାଳୀଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି। ସେ କାହିଁକି ଆତ୍ମହତ୍ୟା କଲେ ଏବେ…

ଦୁର୍ଘଟଣାରେ ଆହତଙ୍କୁ ଉଠାଇ ଡାକ୍ତରଖାନା ପଠାଇଲେ ବିଧାୟକ

ଲୋଇସିଂହା,୧୬।୧୦(ଡି.ଏନ୍‌.ଏ): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ଲୋଇସିଂହା ଥାନା ଅଧୀନ ପୁଟାପାଲି କୁଶଙ୍ଗାଇ ପୋଲ ନିକଟରେ ଏକ ବୋଲେରୋ ପିକ୍‌ଅପ୍‌ (ନଂ.ଓଡି ୧୫ ଇ୪୨୬୩) ଜଣେ ଫାଇନାନ୍ସ କର୍ମଚାରୀଙ୍କ ବାଇକ୍‌ (ନଂ.ସିଜି ୦୬ ଜିୟୁ ୪୨୪୯)କୁ ଶନିବାର ରାତିରେ ଧକ୍କା…

‘ଆତଙ୍କବାଦୀ ସବୁ କଶ୍ମୀର ପଣ୍ଡିତଙ୍କୁ ମାରିଦେବେ’

ଶ୍ରୀନଗର,୧୬।୧୦: କଶ୍ମୀରୀ ପଣ୍ଡିତ ପୁରନ କୃଷ୍ଣ ଭଟ୍ଟଙ୍କୁ ଶନିବାର ଶୋପିୟାନ୍‌ରେ ହତ୍ୟା କରାଯାଇଥିଲା। ଏହି ଘଟଣା ପୁଣି ଥରେ ସମଗ୍ର ଦେଶକୁ ଥରାଇ ଦେଇଛି। ପୁରନଙ୍କ ହତ୍ୟା ହେବାର କିଛି ଘଣ୍ଟା ପରେ ଆତଙ୍କବାଦୀ ସଂଗଠନ କଶ୍ମୀର ଫ୍ରିଡମ ଫାଇଟର୍ସ (କେଏଫଏଫ)…

କାମ କରିବାକୁ ଯାଇଥିଲେ ଚେନ୍ନାଇ: ଗାଁକୁ ଫେରିଲା ମୃତଦେହ

ଦାରିଙ୍ଗବାଡ଼ି,୧୬ା୧୦(ଡି.ଏନ୍‌.ଏ): ଚେନ୍ନାଇକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ନିଜ ଗାଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ସାସିଗାଡ଼ାରେ ପହଞ୍ଚିଛି। ସେ ହେଲେ ଉକ୍ତ ଗାଁର ବିପିନ ମଲ୍ଲିକଙ୍କ ପୁଅ ରତନ(୧୮)। ସୂଚନାଯୋଗ୍ୟ, ରତନ କିଛିମାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri