ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍-ପ୍ଲସ୍ ସୁରକ୍ଷା
ଗୁଆହାଟୀ,୧୪।୧୦: କେନ୍ଦ୍ର ସରକାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ସୁରକ୍ଷା ବଢାଇ ଦେଇଛନ୍ତି। ଶୁକ୍ରବାର ତାଙ୍କୁ ଜେଡ୍-ପ୍ଲସ୍ ସୁରକ୍ଷା ଦିଆଯାଇଛି। ପୂର୍ବରୁ ତାଙ୍କ ଜେଡ୍ ସୁରକ୍ଷା ଯୋଗାଇ ଦିଆଯାଉଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସରମାଙ୍କ…
ଦଉଡ଼ି ସାଜିଛି ନଦୀପାର ମାଧ୍ୟମ
କୋଟଗଡ,୧୪ା୧୦(ଡି.ଏନ.ଏ.): କନ୍ଧମାଳ ଜିଲାରେ ଏଭଳି କେତେକ ସ୍ଥାନ ଅଛି ଯେଉଁଠି କି ବର୍ତ୍ତମାନ ପର୍ଯ୍ୟନ୍ତ ପୋଲ କିମ୍ବା ଭଲ ରାସ୍ତାଖଣ୍ଡେ ନାହିଁ। ଫଳରେ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କିମ୍ବା ରାଜନେତା…
୨ ସ୍ତ୍ରୀଙ୍କ ସହ କରଓ୍ବାଚୌଥ ପାଳନ କଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୧୪।୧୦: ସମଗ୍ର ଦେଶରେ ଗୁରୁବାର କରଓ୍ବାଚୌଥ ପର୍ବ ଧୂମଧାମରେ ପାଳନ କରାଯାଇଥିଲା। ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସମେତ ଅନେକ ଦଳର ନେତା ମଧ୍ୟ କରଓ୍ବାଚୌଥ ପାଳନ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ। ଏହି କ୍ରମରେ ରାଜସ୍ଥାନର…
ଆମେରିକାରେ ପାକିସ୍ତାନ ମନ୍ତ୍ରୀ ଅପମାନିତ: ଚୋର-ଚୋର ସ୍ଲୋଗାନ ଦେଲେ ଲୋକେ
ନ୍ୟୁୟର୍କ,୧୪।୧୦: ପାକିସ୍ତାନରେ ସରକାର ବଦଳିଥାଇପାରେ, କିନ୍ତୁ ବିଶ୍ୱ ସ୍ତରରେ ଏହାର ଚରିତ୍ର ସମାନ ରହିଛି। ଅତୀତରେ ମଧ୍ୟ ପାକିସ୍ତାନ ଅନେକ ଥର ଅନ୍ତର୍ଜାତୀୟ ସ୍ତରରେ ବିରୋଧର ସମ୍ମୁଖୀନ ହୋଇଥିଲା, ଏହି ଧାରା ଅବ୍ୟାହତ ରହିଛି। ବର୍ତ୍ତମାନ ପାକିସ୍ତାନର ଅର୍ଥମନ୍ତ୍ରୀଙ୍କୁ ଆମେରିକାରେ ପ୍ରବଳ…
ଲୋଧା ଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ପୂରଣ ହେଲା
ମୋରଡ଼ା, ୧୪।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଗଁା ପଞ୍ଚାୟତ ଲୋଧା କଲୋନୀ ସାହିର ଅଜିତ ମଲିକ ଓ ଦୁର୍ଗୀ ମଲିକଙ୍କ ଝିଅ ସାବି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ…
୪୦ଦିନ ପାରୋଲରେ ଯିବେ ରାମ ରହିମ: ଜେଲରୁ କରାଯିବ ଏୟାରଲିଫ୍ଟ
ଚଣ୍ଡିଗଡ଼,୧୪।୧୦: ହରିଆଣା ରୋହତକର ସୁନାରିଆ ଜେଲ୍ରେ ବନ୍ଦୀ ଥିବା ଡେରା ସଚ୍ଚାସୌଦାର ଗୁରୁ ଗୁରମୀତ ରାମ ରହିମଙ୍କୁ ପୁଣି ଥରେ ପାରୋଲ ପାଇଁ ଅନୁମତି ମିଳିଛି। ତେବେ ପାରୋଲ ଅବଧି କେଉଁଠାରେ ବିତିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଯେକୌଣସି ସମୟରେ…
ଦେଓ ନଦୀରେ ଲୀନହେବ ୨ ଗାଁ
କୁଆମରା,୧୪।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ଅବସ୍ଥିତ ଜୟପୁର ପଞ୍ଚାୟତର ସହରସାହି ଓ ମଠସାହି ଗ୍ରାମ ଦୁଇଟି ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ପ୍ରକାଶ ପାଇଛି। ପ୍ରତିବର୍ଷ ନଦୀ କୂଳ ଖାଇବା…
କେଜ୍ରିଓ୍ବାଲଙ୍କୁ ଚ୍ୟାଲେଞ୍ଜ୍ ଦେଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୧୪।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମା’ଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ ଗୁଜରାଟର ‘ଏଏପି’ ଅଧ୍ୟକ୍ଷ ଗୋପାଳ ଇଟାଲୀୟା ଫସିଯାଇଛନ୍ତି। ଏହା ବିରୋଧରେ ଭାଜପା ଏକ ମୋର୍ଚ୍ଚା ଖୋଲିଛି। ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଅରବିନ୍ଦ କେଜ୍ରିିୱାଲ…
ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର
ଭଦ୍ରକ ଅଫିସ,୧୪।୧୦: ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବା ବେଳେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡିରୁ ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ ।…
ରାଣୀଭୋଳ ଓଏଭିକୁ ସର୍ବଶ୍ରେଷ୍ଠ ମାନ୍ୟତା
ବାରିପଦା ଅଫିସ,୧୪ା୧୦: ସର୍ବଭାରତୀୟସ୍ତରର ଶ୍ରେଷ୍ଠ ସ୍କୁଲ୍ ତାଲିକାରେ ମୟୂରଭଞ୍ଜ ଜିଲା ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ୧୦ମ ସ୍ଥାନ ଅଧିକାର କରିଛି। ରାଜ୍ୟର ହାତୀଓଟା ଓଏଭି ୫ମ ଏବଂ ବାରିପଦାସ୍ଥିତ ରାଣୀଭୋଳ ଓଏଭି ବିଦ୍ୟାଳୟ ୧୦ମ ସ୍ଥାନରେ ରହିଥିବା ନେଇ ମୁଖ୍ୟମନ୍ତ୍ରୀ…
ସୂରଜଙ୍କ ପାଇଁ ପ୍ରଚାର ମଇଦାନରେ ମନମୋହନ
ଧୂଷୁରୀ,୧୪।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ। ପ୍ରାର୍ଥୀ ଚୟନ ଓ…
ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ
ଆଳି,୧୪ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଏକ ଗୋଚର ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ, ନରେନ୍ଦ୍ରପୁର ଗଁାର କଳାକାର ମଲିକ ଗୋଚର ଜମି ଖାତା ନଂ. ୪୦୯ ଉପରେ ଜବରଦଖଲ ବଢ଼ିବାରୁ ଏହାକୁ ଉଚ୍ଛେଦ…
Archives


