ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଶିମ୍ଲା,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେଶନରୁ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ହିମାଚଳ ପ୍ରଦେଶର ଅମ୍ବ ଅଦୌରାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ। ଏହି…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୭ ଆକ୍ରାନ୍ତ
ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୭ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୪୬ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୩୧ ଲୋକାଲ କେସ୍ ରହିଛି। ଏହାଛଡ଼ା ୧୦ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ୍ ଥିବା ନେଇ ଗୁରୁବାର…
ଏସକେ ମୁଭିଜ୍ ଷ୍ଟୁଡିଓରେ ଅଗ୍ନିକାଣ୍ଡ…
କୋଲକାତା,୧୩।୧୦ : କୋଲକାତାର କୁଦଘାଟ ଅଞ୍ଚଳରେ ଥିବା ଏସକେ ମୁଭିଜ୍ ଷ୍ଟୁଡିଓରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ୧୦ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଏହି ଘଟଣାରେ କେତେ କ୍ଷୟକ୍ଷତି ହୋଇଛି…
ମାଟି ତଳୁ ବାହାରିଲେ ଜଗନ୍ନାଥ
ବାହାନଗା, ୧୩ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ ପଞ୍ଚାୟତ ଅଗସ୍ତି ସାହିର କମଳାକାନ୍ତ ଅଗସ୍ତିଙ୍କ ଘର ପଛପଟେ ମାଟିତଳୁ ବୁଧବାର ମହାପ୍ରଭୃ ଜଗନ୍ନାଥଙ୍କ ପଥର ମୂର୍ତ୍ତୀକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି। ଦୀର୍ଘ ୩ରୁ ୪ବର୍ଷ ତଳେ କମଳାକାନ୍ତଙ୍କ ପୁଅ…
ମାଲକାନଗିରି-ଭଦ୍ରାଚଳମ୍ ରେଳଲାଇନ ସମ୍ପ୍ରସାରଣ କାମ ଆରମ୍ଭ ହେଉନି
ମାଲକାନଗିରି,୧୩ା୧୦ (ଡି.ଏନ୍.ଏ.): ଓଡ଼ିଶା ଏବଂ ତେଲଙ୍ଗାନା ସରକାରଙ୍କ ଦାବି ପରେ ଓଡ଼ିଶାର ମାଲକାନଗିରିଠାରୁ ତେଲଙ୍ଗାନାର ଭଦ୍ରାଚଳମ୍ ପର୍ଯ୍ୟନ୍ତ ରେଳଲାଇନ ସମ୍ପ୍ରସାରଣ ନିମନ୍ତେ ରେଲ୍ଓ୍ବେ ପକ୍ଷରୁ ବଜେଟରେ ୨୮୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେଲଙ୍ଗାନା ପକ୍ଷରୁ ସର୍ଭେ କାମ ଆଗେଇଥିବାବେଳେ ଓଡ଼ିଶା…
ଅର୍ଥ ନିଗମକୁ ଚୂନ ଲଗାଇଲେ ଶିଳ୍ପପତି
ସମ୍ବଲପୁର,୧୩ା୧୦(ବ୍ୟୁରୋ): ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ସରକାର ଅର୍ଥ ନିଗମ ଖୋଲିଥିଲେ। ସେ ସମୟରେ ରାଜନେତା, ପ୍ରତିଷ୍ଠିତ ବ୍ୟବସାୟୀ ଏହା ଦ୍ୱାରା ବେଶ୍ ଲାଭବାନ ହୋଇଥିଲେ। ସେମାନେ ନିଗମରୁ ବହୁ କୋଟି ଟଙ୍କା ଋଣ…
ଶ୍ରୀମନ୍ଦିରରେ ହବିଷିଆଳିଙ୍କୁ ମାଡ଼
ପୁରୀ ଅଫିସ,୧୩ା୧୦: ଧର୍ମମାସ କାର୍ତ୍ତିକରେ ବ୍ରତ ପାଳିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷିଆଳିମାନେ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି। ଏଠାରେ ୩ହଜାରରୁ ଊର୍ଦ୍ଧ୍ୱ ହବିଷିଆଳି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବୃନ୍ଦାବତୀ ନିବାସ…
ଫିଫା ଫୁଟ୍ବଲ ଫର୍ ସ୍କୁଲ୍ସ କାର୍ଯ୍ୟକ୍ରମ ଆରମ୍ଭ
ଭୁବନେଶ୍ୱର, ୧୨।୧୦ (କ୍ରୀଡ଼ା ପ୍ରତିନିଧି): ଫିଫା ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏମ୍ପି ଅଚ୍ୟୁତ ସାମନ୍ତ କନ୍ଧମାଳ ଓ ବୌଦ୍ଧ…
ବିପର୍ଯ୍ୟୟ ପାଇଁ ସତର୍କତା ଜରୁରୀ
ବିପର୍ଯ୍ୟୟ କ୍ଷେତ୍ରରେ ବହୁ ଧନ ଜୀବନ ହାନି ହୋଇଥାଏ। ତେବେ ଏନେଇ ପୂର୍ବରୁ ସତର୍କ ହେଲେ ଧନଜୀବନ ସୁରକ୍ଷିତ ରହିଥାଏ। ଏନେଇ ସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ଅକ୍ଟୋବର ୧୩ରେ ବିଶ୍ୱ ବିପର୍ଯ୍ୟୟ ଦିବସ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ ଦିବସ ପ୍ରତ୍ୟେକ…
ସ୍ବାସ୍ଥ୍ୟ ହିଁ ସମ୍ପଦ
କୁହାଯାଏ ସୁସ୍ଥ ଶରୀର ହିଁ ସମ୍ପଦ। ଶରୀର ପ୍ରତି ଯତ୍ନବାନ ହେଲେ ସହଜରେ କୌଣସି ଶାରୀରିକ ସମସ୍ୟା ସୃଷ୍ଟି ହୋଇ ନ ଥାଏ। ଶରୀର ମଧ୍ୟରେ ଦୃଷ୍ଟିଶକ୍ତି ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୃଷ୍ଟି ଶକ୍ତି ବଜାୟ ରଖିବା ଏବଂ ଏଥିନେଇ ଦେଖାଦେଉଥିବା…
ବିଶ୍ୱ ର଼୍ୟାଙ୍କିଙ୍ଗ୍ରେ ଉପରକୁ ଉଠିଲା କିଟ୍
ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଟାଇମ୍ସ ହାୟର ଏଜୁକେଶନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍-୨୦୨୩ ବୁଧବାର ପ୍ରକାଶ ପାଇଛି। ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଭଲ ପ୍ରଦର୍ଶନ କରିବା ସହ ଉପରକୁ ଉଠିଛି। ପୂର୍ବବର୍ଷ କିଟ୍ ୮୦୧+ ସ୍ଥାନରେ ରହିଥିବାବେଳେ ଏବର୍ଷ ୨ଶହ ର଼୍ୟାଙ୍କ ଉନ୍ନୀତ ହୋଇ…
ଏସ୍ବିଆଇ ପକ୍ଷରୁ ଉତ୍ସବ ବୋନାଞ୍ଜା
ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ର ଆବାସିକ ଗୃହଋଣ ପରିମାଣ ୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହି ପରିପ୍ରେକ୍ଷୀରେ ଏସ୍ବିଆଇ ପକ୍ଷରୁ ଗୃହଋଣ ଗ୍ରାହକମାନଙ୍କ ପାଇଁ ଉତ୍ସବ ବୋନାଞ୍ଜା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉତ୍ସବ ବୋନାଞ୍ଜାରେ…
Archives


