ନିବେଶ ପାଇଁ ଓଡ଼ିଶା ଉତ୍ତମ ସ୍ଥାନ
ଭୁବନେଶ୍ବର,୧୭ା୧୦(ବ୍ୟୁରୋ): ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ମହାସଂଘ (ଫିକି) ସହଯୋଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୋମବାର ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଏହି ସମ୍ମିଳନୀରେ ଯୋଗଦେବାକୁ ହାଇଦ୍ରାବାଦରେ…
ଚର୍ଚ୍ଚାରେ ଅଖିଳେଶଙ୍କ ଟୁଇଟ
ଲକ୍ଷ୍ନୌ,୧୭ ।୧୦: ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ରହୁଛି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଟୁଇଟ । ଅଖିଳେଶ ରବିବାର ବିଳମ୍ବିତ ରାତିରେ ମଧ୍ୟ ଏକ ଟୁଇଟ୍ କରିଛନ୍ତି ଯାହା ଏବେ ଚର୍ଚ୍ଚାକୁ…
ଗାଡ଼ି ଗଡ଼ିବାରୁ ଡେଇଁ ପଡ଼ିଲେ: ଭାଜପା ନେତ୍ରୀ ସୁରମା ପାଢ଼ୀଙ୍କ ୨ ଭାଉଜ ମୃତ
ଚଣ୍ଡିଖୋଲ/ଛତିଆ,୧୭ା୧୦(ଡି.ଏନ୍.ଏ.): ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ବିରଜା କ୍ଷେତ୍ରକୁ ବାହାରିଥିଲେ ଭୁବନେଶ୍ୱର ଶହୀଦନଗର ଅଞ୍ଚଳର ଏକ ପରିବାର। ହେଲେ ମା’ଙ୍କ ଦର୍ଶନ ପୂର୍ବରୁ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ଅକାଳରେ ଚାଲିଗଲା ୨ ଯାଆଙ୍କ ଜୀବନ। ମୃତ ୨…
ହିନ୍ଦୀ ଲଦିଦେବା ଗଣତାନ୍ତ୍ରିକ ନୀତି ବିରୋଧୀ
ନୂଆଦିଲ୍ଲୀ,୧୭।୧୦ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅଣହିନ୍ଦୁ ଭାଷାଭାଷୀ ଲୋକଙ୍କ ଉପରେ ହିନ୍ଦୀ ଲଦିଦେବା ଲାଗି କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ବିରୋଧ କରିଛନ୍ତି। ଏହା ଅପ୍ରାସଙ୍ଗିକ, ବିଭାଜନକାରୀ ଏବଂ ଗଣତାନ୍ତ୍ରିକ ନୀତି…
ଆଜିଠାରୁ ପିଜି ପାଠପଢ଼ା
ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ୨୦୨୨-୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ସ୍ନାତକୋତ୍ତର(ପିଜି) ଛାତ୍ରୀଛାତ୍ରଙ୍କ ପାଠପଢ଼ା ସୋମବାରରୁ ଆରମ୍ଭ ହେବ। ଯେଉଁ ଛାତ୍ରୀଛାତ୍ର ହଷ୍ଟେଲରେ ରହିବା ପାଇଁ ନାମ ଲେଖାଇଛନ୍ତି, ସେମାନଙ୍କ ପାଇଁ ହଷ୍ଟେଲରେ ସବୁ ପ୍ରକାର ସୁବିଧା ରଖିବା ପାଇଁ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ…
ବିକଳ୍ପ ଖୋଜିବେ ଖଣି, ଶିଳ୍ପ ସଂସ୍ଥା
ଯାଜପୁର ଅଫିସ,୧୭ା୧୦: ରାଜ୍ୟର ଖଣି ଓ ଶିଳ୍ପାଞ୍ଚଳର ଲୋକେ ପାଣି ପାଇଁ ହାହାକାର। ଭୂତଳ ଜଳ ହ୍ରାସ ପାଇଚାଲିଛି। ଏହାର ସଂରକ୍ଷଣ ଏବଂ ଭରଣା ପାଇଁ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଭୂତଳ ଜଳ ନିମ୍ନଗାମୀ ହେବା ଅଣାୟତ୍ତ…
ବିକାଶରେ ବାଧକ ଦାରିଦ୍ର୍ୟ
ପୃଥିବୀର ପ୍ରତି ଦେଶର ବିକାଶ ପଥରେ ଦାରିଦ୍ର୍ୟ ବାଧକ ସାଜିଥାଏ। ଏହାକୁ ଦୂର କଲେ ବିକାଶର ଧାରା ସଫଳ ହୋଇପାରିଥାଏ। ତେଣୁ ଦାରିଦ୍ର୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହାର ଉପଯୁକ୍ତ ସମାଧାନ ପାଇଁ ପ୍ରତିବର୍ଷ ଅକ୍ଟୋବର ୧୭ରେ ଅନ୍ତର୍ଜାତୀୟ ଅନ୍ତର୍ଜାତୀୟ…
ଷ୍ଟେଶନରେ ଶୋଇଲେ ଲକ୍ଷାଧିକ ପରୀକ୍ଷାର୍ଥୀ
ଲକ୍ଷ୍ନୌ, ୧୭ା୧୦: ଉତ୍ତରପ୍ରଦେଶର ସବ୍ଅର୍ଡିନେଟ୍ ସର୍ଭିସ୍ ସିଲେକ୍ସନ କମିଶନର ପ୍ରିଲିମିନାରୀ ଏଲିଜିବିଟି ଟେଷ୍ଟ (ପିଇଟି) ଦେବା ପାଇଁ ଶୁକ୍ରବାର ଓ ଶନିବାର ବିଭିନ୍ନ ବସ୍ଷ୍ଟାଣ୍ଡ ଏବଂ ରେଳଷ୍ଟେଶନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ରବିବାର ଏହ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ପରୀକ୍ଷା…
ଦିଲ୍ଲୀ-ଏନସିଆରରେ ଶୀତ ସହ ବଢିଲାଣି ବାୟୁ ପ୍ରଦୂଷଣର ପ୍ରକୋପ
ନୂଆଦିଲ୍ଲୀ,୧୭ ।୧୦: ବଦଳିଲାଣି ଦିଲ୍ଲୀ-ଏନସିଆରର ପାଣିପାଗ । ଏଠାରେ ସକାଳେ ଓ ସନ୍ଧ୍ୟାରେ ସାମନ୍ୟ ଥଣ୍ଡା ଅନୁଭୁତ ହେଲାଣି । ଏହାସହ ଦିନରେ ଖରାର ତାତି ବି ଅନୁଭୁତ ହେଉଛି । ହେଲେ ଗରମ ଏତେ ଅଧିକ ନାହିଁ । ରବିବାର…
ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସଂକ୍ରାନ୍ତରେ ଶନିବାର ରାଜ୍ୟ ସରକାର ଘୋଷଣା କରିଥିବାବେଳେ ରବିବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ। ଚୁକ୍ତିଭିତ୍ତିକ ଗ୍ରୁପ୍ ‘ବି’, ‘ସି’, ‘ଡି’ ପାହ୍ୟାର ନିଯୁକ୍ତି ଉଚ୍ଛେଦ…
ଅନିଶ୍ଚିତତାରେ ସୁବର୍ଣ୍ଣରେଖା ବନ୍ଦର
ଭୋଗରାଇ, ୧୭ା୧୦: ୨୦୦୬ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଗରାଇ ଥାନାଛକଠାରେ ଏକ ସଭାରେ ସମ୍ବୋଧିତ କରି ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ମୁହାଣ ଭୋଗରାଇର କୀର୍ତ୍ତନିଆଠାରେ ୫ହଜାର କୋଟି ଟଙ୍କା ବ୍ୟୟରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବାକୁ ପ୍ରତିଶ୍ରୁତି…
ଥରିଲା ରାଜସ୍ଥାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୬
ଜୟପୁର,୧୭ ।୧୦: ରାଜସ୍ଥାନର ଜାଲୋରରେ ରବିବାର ରାତି ପ୍ରାୟ ୨ଟା ୨୬ରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରହିଥିବା ଜଣାପଡିଛି । ଏଥିରେ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ଜାଲୋରରେ…
Archives


