Home Left

ସମାଲୋଚନାକୁ ବେଖାତିର୍‌: ରୋହିତ କହିଲେ ‘ଆମ ଟିମ୍‌ରେ କ୍ୱାଲିଟି ଅଛି’

ଦୁବାଇ,୭।୯: ଏସିଆ କପ୍‌ ୨୦୨୨ ମୁକାବିଲା ଲଗାତାର ଦ୍ୱିତୀୟ ପରାଜୟ ସହ ଟୁର୍ନାମେଣ୍ଟରୁ ବାହାର ହୋଇଛି ଟିମ୍‌ ଇଣ୍ଡିଆ। ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ପାଇଁ ଏହା ପ୍ରଥମ ବଡ଼ ଟୁର୍ନାମେଣ୍ଟ ଥିଲା। ହେଲେ ଟିମ୍‌ ଇଣ୍ଡିଆ ପରାଜିତ ହେବା ପରେ…

ରାହୁଲଙ୍କ ସମର୍ଥନରେ ବାହାରିଲେ ପୂଜା ଭଟ୍ଟ

ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ରାହୁଲଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ କରିଛନ୍ତି। ରାହୁଲ ତାମିଲନାଡୁରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି…

ସିଙ୍ଗଡ଼ା ଖାଇବାକୁ ଚାମଚ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କୁ କଲ୍‌ କଲେ ଯୁବକ

ଯେତେବେଳେ ଆମେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉ ସେତେବେଳେ କିଛି ଡିସ୍‌ପୋଜେବଲ୍‌ ବାସନ ଦିଆଯାଏ। ଯାହା ଦ୍ୱାରା ଆରାମରେ ଖାଇ ହୋଇଥାଏ। ଅବଶ୍ୟ ସିଙ୍ଗଡ଼ା, କଚୋଡ଼ି ଏବଂ ପକୋଡ଼ା ସହିତ ଏହିପରି ବାସନ ଉପଲବ୍ଧ ନୁହେଁ। କାରଣ ଚାମଚ ବିନା…

ଶରଦ ପାଓ୍ବାରଙ୍କୁ ଭେଟିଲେ ନୀତୀଶ

ପାଟନା,୭।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ଦିଲ୍ଲୀ ଗସ୍ତରେ ଆସି ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ କରୁଛନ୍ତି। ଏହି ସାକ୍ଷାତର ମୁଖ୍ୟ କାରଣ ହେଉଛି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ରଥକୁ ରୋକିବା ପାଇଁ…

ରଣବୀର କହିଥିଲେ ‘ମୋତେ ଗୋମାଂସ ଖାଇବା ପସନ୍ଦ’; ଏବେ ତେଜିଲା ବିବାଦ

ବମ୍ବେ: ରିଲିଜ ପୂର୍ବରୁ ଅଡୁଆରେ ‘ବ୍ରହ୍ମାସ୍ତ୍ର’। ଶୁକ୍ରବାର ଫିଲ୍ମ ବଡ଼ପରଦାକୁ ଆସିବାକୁ ଥିବା ବେଳେ ଏବେଠାରୁ ବିରୋଧ ତିବ୍ର ହେବାରେ ଲାଗିଛି। ଏହି କ୍ରମରେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଉଜ୍ଜୟିନୀରେ ବାବା ମହାକାଳଙ୍କ ଦର୍ଶନ ଲାଗି…

ମହିଳା ଜନ୍ମଦେଲେ ଯାଆଁଳା ସନ୍ତାନ, ୮ ମାସ ପରେ ଜଣାପଡ଼ିଲା ପିଲା ଦୁହିଁଙ୍କ ବାପା ଅଲଗା

ମଣିଷ ଶରୀର ସହିତ ଜଡ଼ିତ ଅନେକ କଥା ରହିଛି, ଯାହା ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥାଏ। ବିଶେଷକରି ଗର୍ଭଧାରଣ ଏବଂ ଜନ୍ମ ହେଉଛି ଏପରି ପ୍ରକ୍ରିୟା ଯାହାକୁ ନେଇ ଅନେକ ଆଶ୍ଚର୍ଯ୍ୟକର ଘଟଣା ଘଟିଥାଏ। ଏମିତି ଏକ ଘଟଣା ପର୍ତ୍ତୁଗାଲରେ ଦେଖିବାକୁ…

ବାବର ଆଜମଙ୍କ ଯୁଗ ଶେଷ, ଏବେ ରିଜଓ୍ବାନ୍‌ ନୂଆ ବାଦ୍‌ଶାହା

ଦୁବାଇ,୭।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନର ତାରକା ଖେଳାଳି ମହମ୍ମଦ ରିଜୱାନ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ନିଜ ଦଳର ଅଧିନାୟକ ବାବର ଆଜମଙ୍କୁ ଅତିକ୍ରମ କରି ରିଜୱାନ…

ଢେଙ୍କାନାଳରେ ଲକ୍ଷ୍ମୀ ପୂଜା: ଉଠିଲା ମାଟି

ଢେଙ୍କାନାଳ ଅଫିସ, ୭।୯: ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ଉପଲକ୍ଷେ ବୁଧବାର ସୁନିଆ ପର୍ବରେ ପୂଜା ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ମା’ ଲକ୍ଷ୍ମୀଙ୍କର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ବ୍ରାହ୍ମଣୀ ନଦୀରୁ ପୂଜାର୍ଚ୍ଚନା କରି ମାଟି ଅନୁକୂଳ କରାଯାଇଛି । ପରେ ଅନୁକୂଳ…

ଚାଷୀଙ୍କୁ ବୁଝାଇ ପାରିଲେନି ଅଧିକାରୀ

ଲୋଇସିଂହା, ୭।୯(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ସମେତ ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆପାଲି, ଝରଣୀପାଲି, ବଡଟିକା, ନଅଗା (ଖ), ବେନ୍ଦ୍ରା, ପଟୁଆପାଲି, ସାଲେଭଟା ପଞ୍ଚାୟତରେ ଗତବର୍ଷ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । ୨୦୨୦-୨୧ ପ୍ରଧାନମନ୍ତ୍ରୀ ଫସଲ ବୀମାରେ କ୍ଷତିପୂରଣ ପାଇବାରୁ ବଞ୍ଚିତ…

ଚୋରା ଚାଲାଣ ବେଳେ ୮୭ କଇଁଛ ଉଦ୍ଧାର, ଜଣେ ଗିରଫ

ବାଲେଶ୍ୱର ଅଫିସ,୭ା୯: ବାଲେଶ୍ୱର ଜିଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର ବିଳମ୍ବିତ…

୩୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ

ଚାନ୍ଦବାଲି,୭ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ିରୁ ଚାନ୍ଦବାଲି ବାଂଶଡ଼ା ଅଭିମୁଖେ ଏକ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସଟି ଆସୁଥିବା ବେଳେ ନାଲୁଗୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିପଡ଼ିଛି। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର…

ଆଲିଆ-ରଣବୀରଙ୍କୁ ବିରୋଧ, ନରୋତ୍ତମ କହିଲେ ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି ମନ୍ତବ୍ୟ ଦେବା ଠିକ୍‌ ନୁହେଁ …

ଭୋପାଳ, ୭।୯ : ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବୁଧବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ, ଉଜ୍ଜୟନୀରେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା ଆଲିଆ-ରଣବୀରଙ୍କୁ ବିରୋଧ ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କୌଣସି ପ୍ରସଙ୍ଗରେ ବିରୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri