Posted inଫୁରସତ

ମହାକାଶଠୁ ଯୁଦ୍ଧକ୍ଷେତ୍ର ସବୁଠି ଆଗରେ

ଦେଶର ପ୍ରତିଟି କ୍ଷେତ୍ରରେ ବାଳିକାମାନେ ଆଗୁଆ ରହିଛନ୍ତି। ମହାକାଶଠାରୁ ଆରମ୍ଭକରି ଯୁଦ୍ଧ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ ବାଳିକାମାନେ ନିଜର ପ୍ରତିଭା ପ୍ରଦର୍ଶନ ଜାରି ରଖିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ବାଳିକାଙ୍କ ଅବଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବାଳିକା ଶିଶୁଙ୍କ ବିକାଶ ପାଇଁ ପ୍ରତିବର୍ଷ ଜାନୁୟାରୀ ୨୪ରେ ଭାରତରେ ଜାତୀୟ ବାଳିକା ଶିଶୁ ଦିବସ ପାଳନ କରାଯାଇଥାଏ। ଏହା ୨୦୦୮ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଭାରତୀୟ ସମାଜରେ ବାଳିକାମାନଙ୍କ ପ୍ରତି ହେଉଥିବା ଅସମାନତା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ। ସେଭ୍‌ ଗର୍ଲ ଚାଇଲ୍ଡ, ଶିଶୁ ଲିଙ୍ଗ ଅନୁପାତ ଏବଂ ବାଳିକାମାନଙ୍କ ପାଇଁ ଏକ ସୁସ୍ଥ ଏବଂ ନିରାପଦ ପରିବେଶ ସୃଷ୍ଟି ବିଷୟରେ ସଚେତନତା ଅଭିଯାନ ସହ ସଙ୍ଗଠିତ କାର୍ଯ୍ୟକ୍ରମ ଏହିଦିନ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୁନି କୁକୁରର ବଡ଼ କମାଲ

କୋଞ୍ଜୋ ଏକ କୁନି କୁକୁର। କଳାରଙ୍ଗର ଏଇ କୁକୁରଟି ଅଧା ପାପିଲନ୍‌, ଚାରିଭାଗରୁ ଏକ ଭାଗ ଜ୍ୟାକ୍‌ ରଶେଲ୍‌ ଟେରିଏର୍‌ ଏବଂ ଅନ୍ୟ ଚାରିଭାଗରୁ ଏକ...

ଶାଶୁଙ୍କ ଜନ୍ମଦିନରେ ବୋହୂ ଟିନା ଅମ୍ବାନୀ ଲେଖିଲେ ଏହି ହୃଦୟସ୍ପର୍ଶୀ ବାର୍ତ୍ତା

ଅମ୍ବାନୀ ପରିବାରର ବୋହୂ ଟିନା ଅମ୍ବାନୀ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସେ ଶାଶୁ କୋକିଳାବେନ୍‌ ଅମ୍ବାନୀଙ୍କ ଜନ୍ମଦିନ ଉପଲକ୍ଷେ ଶେୟାର...

ବାହାଘର ଦିନ ସ୍ବାମୀଠାରୁ ୮୦ ହଜାର ଟଙ୍କା ଲୁଟି ଫେରାର୍‌ ହୋଇଥିବା କନ୍ୟା ୯ ମାସ ପରେ…

ଉଜ୍ଜୟୀନ, ୨୬।୯: ମଧ୍ୟପ୍ରଦେଶର ଉଜ୍ଜୟୀନିରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ବାହାଘର ଗୋଟିଏ ଦିନ ଫେରାର୍‌ ହୋଇଯାଇଥିବା ଲୁଟେରା କନ୍ୟା ୯ ମାସ ପରେ...

୧୦ ହଜାର କୋଠରି ବିଶିଷ୍ଟ ଏହି ହୋଟେଲରେ ଏବେ ପର୍ଯ୍ୟନ୍ତ କେହି ରହି ନାହାନ୍ତି

ଜର୍ମାନୀର ବାଲ୍ଟିକ ସାଗରର ରୁଗେନ ଆଇଲ୍ୟାଣ୍ଡରେ ଏମିତି ଏକ ହୋଟେଲ ରହିଛି ଯେଉଁଠି ପ୍ରାୟ ୮୦ ବର୍ଷ ହେବ କେହି ଅତିଥି ରହି ନାହାନ୍ତି ବୋଲି...

ଅଜବ ଢଙ୍ଗରେ ଗର୍ଲଫ୍ରେଣ୍ଡ୍‌କୁ ପ୍ରପୋଜ କଲେ ଏହି ଯୁବକ

ନିଆରା ଢଙ୍ଗରେ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିବାର ଦେଖିଥିବେ, କିନ୍ତୁ ଇଂଲଣ୍ଡର ଜଣେ ଯୁବକ ଛାତିରେ ଟାଟୁ କରି ନିଜ ଗର୍ଲଫ୍ରେଣ୍ଡକୁ ପ୍ରମୋଜ୍‌ କରିଛନ୍ତି।...

ନିଜ ବିବାହରେ ଶୋଇପଡ଼ିଲେ ବର: କନ୍ୟାଙ୍କ ଥିଲା ଏଭଳି ପ୍ରତିକ୍ରିୟା

ଭାରତୀୟ ବିବାହ କାର୍ଯ୍ୟକ୍ରମରେ ଭରପୁର ଡ୍ରାମା ଓ କମେଡି ଭରି ରହିଥାଏ। ପ୍ରାୟ ସମୟରେ ବିବାହର ଅନେକ ଫନି ଭିଡ଼ିଓମାନ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ...

କାର୍‌ରେ ବିଡ଼ା ବିଡ଼ା ନୋଟ୍‌: ଗଣିବା ପାଇଁ ସକାଳୁ ହେଲା ସନ୍ଧ୍ୟା…

ଡୁଙ୍ଗରପୁର,୨୩।୫: ରାଜସ୍ଥାନ ଡୁଙ୍ଗରପୁରରୁ ଏକ କାର୍ରୁ ବିଡ଼ା ବିଡ଼ା ନୋଟ୍‌ ଜବତ ହୋଇଛି। ଏସବୁ କଳାଧନ ବୋଲି ଅନୁମାନ କରାଯାଉଛି। କାର୍‌ଟି ଦିଲ୍ଲୀରୁ ଗୁଜରାଟ ଯାଉଥିବା...

ବିଚିତ୍ର ପାଠ୍ୟକ୍ରମ: ମହିଳାମାନଙ୍କ ନିମନ୍ତେ ସୁନ୍ଦରୀ ହେବାର ଶିକ୍ଷା, ପତିପତ୍ନୀ କୋର୍ସ

ପ୍ରତି ମୁହୂର୍ତ୍ତରେ ଶିକ୍ଷାର ଆବଶ୍ୟକତା ରହିଛି। ଜୀବନରେ ଶିକ୍ଷାର ମହତ୍ତ୍ୱ କ’ଣ ସେକଥା ଆଉ ବୁଝାଇ କହିବାର ଆବଶ୍ୟକତା ନାହିଁ, ଅନ୍ତତଃ ଆଜିର ତାରିଖରେ। ସାଧାରଣତଃ...

Advertisement
Archives

Model This Week