Home Left

ଇତିହାସ ରଚିଲେ ୟୁଏଇ ଖେଳାଳି

ସିଡନୀ,୧୬।୧୦: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏକ ଟୁର୍ନାମେଣ୍ଟର ଏକ ପ୍ରମୁଖ ରେକର୍ଡ ଭାଙ୍ଗିଗଲା। ୟୁଏଇର ଆୟାନ ଅଫଜାଲ ଖାନ ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ପ୍ରବେଶ କରିବା ମାତ୍ରେ ଇତିହାସ ସୃଷ୍ଟି କରିଛନ୍ତି। ଅଫଜାଲ ଖାନ ଟି-୨୦…

ଚାଇନା, ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୬।୧୦: ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ସହ ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଭୟ ଚାଇନା ଏବଂ ପାକିସ୍ତାନ ଚେତାବନୀ ଦେଇଛନ୍ତି। ଏହି ଦୁଇ ଦେଶର ନାଁ ନେଇ ପରୋକ୍ଷରେ ଏକ ଭର୍ଚୁଆଲ ଇଭେଣ୍ଟରେ ସେ କହିଛନ୍ତି,…

ରେଳ ଫାଟକ କଡ଼ରେ ପଡିଛି ମହିଳାଙ୍କ ମୃତଦେହ

ପାରଳାଖେମୁଣ୍ଡି,୧୬ା୧୦(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହର ଜଙ୍ଗମସାହି ରେଳ ଫାଟକ ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ତାଙ୍କ ପରିଚୟ ମିଳିପାରି ନାହିଁ। ବ୍ରହ୍ମପୁର ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ମୃତଦେହ ଘଟଣାସ୍ଥଳରେ ପଡି ରହିଥିବା ଜଣାପଡିଛି। ମହିଳା…

ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଜେଲ ଗଲେ ଯୁବକ

ବ୍ରହ୍ମପୁର ଅଫିସ,୧୬ା୧୦: ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ଲାଠି ଗ୍ରାମରୁ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ନାରାୟଣ ଗୌଡ଼ (୨୮)। ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶ…

ଲାଠିଯାତ୍ରା, ଲାଖବିନ୍ଧା ସହ ଶେଷ ହେଲା ବୁଢାରଜାଙ୍କ ଦଶରା ମହୋତ୍ସବ

କୋକସରା,୧୬।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଆମପାଣି ବୁଢାରଜାଙ୍କ ବାର୍ଷିକ ଦଶରା ମହୋତ୍ସବ ସମାପନ ହୋଇଯାଇଛି। ଏହି ଅବସରରେ ବୁଢାରଜାଙ୍କ ପୀଠରେ ଶୁକ୍ଳ ଭୋଗ ସହ ପାଶର୍‌ବ ଦେବଦେବୀଙ୍କୁ ବଳି ଭୋଗରେ ସନ୍ତୁଷ୍ଟ…

ହିଜାବ ଆନ୍ଦୋଳନକୁ ସମର୍ଥନ କଲେ ବାଇଡେନ;ଆପତ୍ତି ଉଠାଇଲା ଇରାନ

ତେହେରାନ,୧୬।୧୦: ଇରାନରେ ହିଜାବ ନ ପିନ୍ଧିବାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ଦେଶବ୍ୟାପୀ ବିରୋଧକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଇରାନରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ସାହସ…

ଅକ୍ଷୟଙ୍କ ପାଖରେ ଅଛି କି ୨୬୦ କୋଟିର ପ୍ରାଇଭେଟ୍‌ ଜେଟ୍‌, ନିଜେ କଲେ ଖୁଲାସା

ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ଦୁନିଆରେ ନିଜର କୁଲ୍‌ ଅନ୍ଦାଜ୍‌ ପାଇଁ ଜଣାଶୁଣା। ତାଙ୍କୁ ନେଇ ଅନେକ ଖବର ପ୍ରସାରିତ ହୁଏ। ନିକଟରେ ଏକ ଖବର ଚର୍ଚ୍ଚାର ପରିସରକୁ ଆସିଥିଲା। ଅକ୍ଷୟ କୁଆଡେ ୨୬୦ କୋଟି ଟଙ୍କାର ଏକ ପ୍ରାଇଭେଟ୍‌…

ନାଗା ଚୈତନ୍ୟଙ୍କ ଏହି ଅଭିନେତ୍ରୀ ଏବେ ଚର୍ଚ୍ଚାରେ

ମୁମ୍ବାଇ: ଫିଲ୍ମ ‘ବେଙ୍ଗାରାଜୁ’ରେ ନାଗା ଚୈତନ୍ୟଙ୍କ ସହ କାମ କରିଥିବା ଅଭିନେତ୍ରୀ କୀର୍ତ୍ତି ଶେଟ୍ଟୀ ନିକଟରେ ଫିଲ୍ମଫେୟାର ଇଭେଣ୍ଟରେ ଯୋଗ ଦେଇଥିଲେ। ବର୍ତ୍ତମାନ ଅଭିନେତ୍ରୀ ଏହି ଇଭେଣ୍ଟରୁ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଲୁକ ଚର୍ଚ୍ଚାରେ ରହିଛି।…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଫଳ ମୋତିଆବିନ୍ଦୁ ଅପରେଶନ

ନୂଆଦିଲ୍ଲୀ,୧୬।୧୦: ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ସଫଳ ମୋତିଆବିନ୍ଦୁ ଅପରେଶନ କରାଯାଇଛି। ରାଷ୍ଟ୍ରପତି ଭବନର ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ତାଙ୍କ ଅପରେସନ ସଫଳ ହୋଇଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।…

ପଞ୍ଚମ ଥରରେ ୧୨ ଜଣିଆ ପ୍ରାର୍ଥି ତାଲିକା ଘୋଷଣା କଲା ଏଏପି, ଏବେ ପର୍ଯ୍ୟନ୍ତ ୫୩ ଜଣଙ୍କ ନାମ ଘୋଷଣା

ନୂଆଦିଲ୍ଲୀ,୧୬ ।୧୦: ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ ସତ । ହେଲେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ବିଗୁଲ ବାଜି ସାରିଛି । ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ସହ ଆମ ଆଦମୀ ପାର୍ଟି(ଏଏପି) ବି…

ଚର୍ଚ୍ଚିତ ଅଜିମଙ୍କୁ ମିଳିଗଲା ଜୀବନ ସାଥୀ

ଶାମଲି,୧୬।୧୦: ଉତ୍ତର ପ୍ରଦେଶରେ ଶାମଲି ଜିଲାର ଅଢ଼େଇ ଫୁଟ୍‌ର ଲୋକପ୍ରିୟ ବ୍ୟକ୍ତି ଅଜିମ ମାନସୁରୀଙ୍କ ଇଚ୍ଛା ଶେଷରେ ପୂରଣ ହୋଇଛି। ଅଜିମଙ୍କୁ ତାଙ୍କ ଜୀବନ ସାଥୀ ମିଳିଛି। ବର୍ତ୍ତମାନ ୭ ନଭେମ୍ବରରେ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଅଜିମ ତାଙ୍କ…

ନାଳ ନିକଟରେ ପଡ଼ିଥିଲା ନବଜାତକ, କାନ୍ଦ ଶବ୍ଦ ଶୁଣି ଉଦ୍ଧାର କଲେ ଗ୍ରାମବାସୀ

କେନ୍ଦୁଝର,୧୬ା୧୦(ସ୍ବ.ପ୍ର.): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ଗୋପୀନାଥପୁର ଗାଁ ନିକଟ ଅଶୋକଝରଣ ନାଳରୁ ଅସହାୟ ଅବସ୍ଥାରେ ପଡ଼ିଥିବା ଏକ ନବଜାତ ଶିଶୁପୁତ୍ରକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ସୂଚନାନୁଯାୟୀ ଗୋପୀନାଥପୁର ଗ୍ରାମର କିଛି ଲୋକ ଧାନ ଜଗି ପାହାନ୍ତିଆରେ ଘରକୁ ଫେରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri