Home Left

‘କେଜ୍‌ରିଓ୍ବାଲଙ୍କୁ ଗାଦି ଛାଡିବାକୁ ପଡିବ’

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡା ରବିବାର ଦିଲ୍ଲୀର ରାମଲିଲା ମଇଦାନରୁ ଏମସିଡି ନିର୍ବାଚନ ବିଗୁଲ ବଜାଇଛନ୍ତି। ସେ ‘ପଞ୍ଚ ପରମେଶ୍ୱର ସମ୍ମିଳନୀ’କୁ ସମ୍ବୋଧିତ କରି ସେ ବିରୋଧୀ ତଥା ଅରବିନ୍ଦ କେଜ୍‌ରିୱାଲ ସରକାରଙ୍କୁ ଟାର୍ଗେଟ କରିଥିଲେ।…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳି କେକ୍‌ ଖାଇଲେ ଦଳୀୟ କର୍ମୀ

ନିରାକାରପୁର,୧୬ା୧୦(ଡି.ଏନ୍‌.ଏ.): ନିରାକାରପୁର-ବଡ଼ପୋଖରିଆ ପଞ୍ଚାୟତର ୯ ନଂ ଜୋନ୍‌ ଜିଲା ପରିଷଦ ସଭ୍ୟା ମିତାଞ୍ଜଳି ବଳିୟାରସିଂଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ଅତିଥି ଭାବେ ସ୍ଥାନୀୟ…

ଆଇପିଏଲ ୨୦୨୩ ନିଲାମ ତାରିଖ ଘୋଷଣା

ନୂଆଦିଲ୍ଲୀ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପରବର୍ତ୍ତୀ ସିଜନର ନିଲାମ ପାଇଁ ତାରିଖ ଘୋଷଣା କରାଯାଇଛି। ଆଇପିଏଲ ୨୦୨୩ ନିଲାମ ପ୍ରକ୍ରିୟା ବେଙ୍ଗାଲୁରୁରେ ୧୬ ଡିସେମ୍ବରରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟ ଏବେ ଭାରତରେ ଅନୁଷ୍ଠିତ ହେବ। ଏହି ବର୍ଷ ସମସ୍ତ ଦଳ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ମିଳିଗଲା ଦ୍ୱିତୀୟ ଧୋନୀ

ନୂଆଦିଲ୍ଳୀ,୧୬।୧୦: ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇଛି। ଅକ୍ଟୋବର ଏଥି ସହିତ ଟିମ ଇଣ୍ଡିଆ ୨୩ ଅକ୍ଟୋବର ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଟିମ ଇଣ୍ଡିଆର ଉଦଘାଟନୀ ମ୍ୟାଚ ପୂର୍ବରୁ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଭାରତକୁ ଦ୍ୱିତୀୟ…

ସିବିଆଇରୁ ସମନ ପାଇବା ପରେ ସିସୋଡିଆ କହିଲେ ମୁଁ ଆସିବି, ସତ୍ୟମେବ ଜୟତେ

ନୂଆଦିଲ୍ଲୀ,୧୬ ।୧୦: ଅବକାରୀ ଘୋଟାଲା ମାମଲାରେ ସିବିଆଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୋମବାର ୧୧ଟାରେ ପଚରାଉଚରା ପାଇଁ ଡାକିଛି । ଏହି ସମନ ମିଳିବା ପରେ ସିସୋଡିଆ ଏକ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି, ତଙ୍କ ଘରେ ୧୪…

ଜନ୍ମର ୧୦୦୦ ଦିନ ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଶିଶୁ

ଶିକାଗୋ,୧୬।୧୦: ଆମେରିକାର ଶିକାଗୋରେ ଜଣେ ଶିଶୁକୁ ୩ ବର୍ଷ ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଜନ୍ମରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫ୍ରେଞ୍ଚସ୍କୋ ବ୍ରୁନୋ ନାମକ ଏହି ପିଲା ପ୍ରଥମ ଥର ପାଇଁ ତାଙ୍କ ଘର ଦେଖିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ…

ଫଡନଭିଶଙ୍କୁ ଚିଠି ଲେଖି ରାଜ ଠାକରେ କହିଲେ ଲଢନ୍ତୁ ନାହିଁ ଅନ୍ଧେରୀ ଇଷ୍ଟ ଉପନିର୍ବାଚନ, ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୬ ।୧୦: ମୁମ୍ବାଇର ଅନ୍ଧେରୀ ଇଷ୍ଟ ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିଶଙ୍କୁ ଚିଠି ଲେଖିଛନ୍ତି । ସେ ଦେବେନ୍ଦ୍ର ଫଡନଭିଶଙ୍କୁ ଅନୁରୋଧ କରି…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ପାପଡ଼ାହାଣ୍ଡି,୧୬ା୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଗ୍ରାମର ଝାରମୁଣ୍ଡାଠାରେ ବୁଡ଼ି ଜଣେ ଯୁବଙ୍କର ରବିବାର ମୃତ୍ୟୁ ଘଟିଛି। ତାଙ୍କ ନାମ ମିଳନ କୁଲଦୀପ(୧୮)। ସେ ପୋଖରୀକୁ ଗାଧୋଇବା ପାଇଁ କିଛି ପିଲାଙ୍କ ସହ ଯାଇଥିଲେ। ଏହି ସମୟରେ ସେ ପହଁରା…

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତ ଆର୍ମି ପକ୍ଷରୁ ଅଫିଶିଆଲ୍‌ ଆନ୍ଥେମ୍‌ ଲଞ୍ଚ୍‌

ନୂଆଦିଲ୍ଲୀ,୧୬।୧୦: ଅକ୍ଟୋବର ୧୬ ଅର୍ଥାତ୍‌ ଆଜିଠାରୁ ଟି-୨୦ ବିଶ୍ୱକପ ୨୦୨୨ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିସହିତ ଭାରତୀୟ ଦଳ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଯାତ୍ରା ଆରମ୍ଭ କରିବ। ଭାରତୀୟ ଦଳର ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ପୂର୍ବରୁ…

୨୭ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେବେ ନାହିଁ ପୁଟିନ

ମସ୍କୋ୧୬।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ୨୭ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେବେ ନାହିଁ। ସେଠାରେ କୌଣସି ସଫଳତା ମିଳିବା ଆଶା ନ ଥିବାରୁ ସେ ଏପରି ନିଷ୍ପତ୍ତି ଦେଇଛି। ରବିବାର ରୁଷିଆର ରାଷ୍ଟ୍ରପତିଙ୍କ…

ମାର୍ଗଦର୍ଶକ…

କଥାରେ ଅଛି- ‘ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବେଭାର। ଦୁର୍ଜନ ସଙ୍ଗେ କଲେ ବାସ, ଘଟିବ ଜାଣ ସର୍ବନାଶ।’ ଏମିତି ଅନେକ ଲୋକକଥା ଓ ହିତ ଉପଦେଶ ଆମ ସବମାଜରେ ପ୍ରଚଳିତ । କୁହାଯାଏ ପରିବେଶ ପରିସ୍ଥିତି…

ମାତୃଭାଷାରେ ହେବ ଟେକ୍ନୋଲୋଜି-ମେଡିକାଲ ପାଠପଢା: ଶାହା

ଭୋପାଳ,୧୬ ।୧୦: ମଧ୍ୟ ପ୍ରଦେଶରେ ଏବେ ହିନ୍ଦି ମିଡିୟମରେ ମେଡିକାଲ ଓ ଟେକ୍ନୋଲୋଜିର ପାଠପଢା ଆରମ୍ଭ ହେବାକୁ ଯାଉଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭୋପାଳରେ ହିନ୍ଦୀ ପୁସ୍ତକର ଉନ୍ମୋଚନ କରିଛନ୍ତି । ମଧ୍ୟ ପ୍ରଦେଶ ସହ ସାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri