Home Left

ରାସ୍ତା ସଫେଇର ଦେଶୀ ଯୋଗାଡ଼, ଭିଡିଓ ଦେଖିଲେ କରିବେ ପ୍ରଶଂସା

ସମଗ୍ର ବିଶ୍ୱରେ ଦେଶୀ ଯୋଗାଡ଼ର ଅଭାବ ନାହିଁ। ଯାହା ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଏବେ ସେମିତି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତା ସଫା କରିବା ପାଇଁ  ଅନନ୍ୟ କୌଶଳ ବ୍ୟବହାର…

ବିଓଏମ୍‌ର ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର, ୬।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ବିଓଏମ ପକ୍ଷରୁ ଏକ ବାଇକ ର଼୍ୟାଲିର ଆୟୋଜନ କରାଯାଇଥିଲା। ଉକ୍ତ ର଼୍ୟାଲିରେ ଭୁବନେଶ୍ୱର ଅଞ୍ଚଳର ଉପ-ଅଞ୍ଚଳ ପ୍ରବନ୍ଧକ ସଞ୍ଜୀବ କୁମାର…

ଓଡ଼ିଶା ବଜାରରେ ଫିଓନା ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ

ଭୁବନେଶ୍ୱର,୬।୧୧ (ଅଭୟ ଦାଶ): ବୁଙ୍ଗେ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ(ବୁଙ୍ଗେ ଇଣ୍ଡିଆ)ର ବହୁ ପ୍ରତୀକ୍ଷିତ ତଥା ଗୁଣାତ୍ମକ ଖାଇବା ତେଲ ‘ଫିଓନା’ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲକୁ ରବିବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି…

ଟିପିସିଓଡିଏଲ୍‌ ପକ୍ଷରୁ ଭିଜିଲାନ୍ସ ସଚେତନତା କର୍ମଶାଳା

ଭୁବନେଶ୍ୱର, ୬।୧୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ଏକ ୨ଦିନିଆ ଭିଜିଲାନ୍ସ ସଚେତନତା କର୍ମଶାଳାର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଅକ୍ଟୋବର ୩୦ରୁ ନଭେମ୍ବର ୫ପର୍ଯ୍ୟନ୍ତ ‘ଦୁର୍ନୀତିକୁ କୁହନ୍ତୁ ନା, ଦେଶ ପ୍ରତି ଉତ୍ସର୍ଗୀକୃତ’ ଶୀର୍ଷକ…

ୟୁବିଆଇ ପକ୍ଷରୁ ୱାକାଥନ

ଭୁବନେଶ୍ୱର, ୬।୧୧: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ୟୁବିଆଇ ଭୁବନେଶ୍ୱର ସହରର କର୍ମଚାରୀମାନଙ୍କ ପାଇଁ ଏକ ମେଗା ୱାକାଥନ୍‌ର ଆୟୋଜନ କରାଯାଇଥିଲା। ଉକ୍ତ ଓ୍ବାକାଥନ ରୁପାଲି…

ପିଏନ୍‌ବିର ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର,୬।୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ ପିଏନ୍‌ବିର କର୍ମଚାରୀଙ୍କ ସମେତ ସାଧାରଣ ନାଗରିକମାନେ ମଧ୍ୟ ଭ୍ରଷ୍ଟ୍ରାଚାର ବିରୋଧରେ ସଚେତନ ହେବା ସହିତ ବିରୋଧ କରିବା ପାଇଁ…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର, ୬।୧୧: ଦେଶର ପ୍ରମୁଖ ନବରତ୍ନା କମ୍ପାନୀ ନାଲକୋ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ସାଧାରଣ ଜୀବନରେ ଅଖଣ୍ଡତା, ସାଧୁତା ଏବଂ ଉତ୍ତରଦାୟିତ୍ୱର ବାର୍ତ୍ତା ପ୍ରଚାର ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ…

ରେ ବ୍ୟାନ୍‌ ଅପ୍ଟିକାଲ ଗ୍ୟାଲେରି ଉଦ୍‌ଘାଟିତ

ଭୁବନେଶ୍ୱର, ୬।୧୧: ଭୁବନେଶ୍ୱର ଅଶୋକନଗରସ୍ଥିତ ଜନପଥ ରୋଡ୍‌ର ଆର୍ଯ୍ୟ ପ୍ୟାଲେସ ହୋଟେଲ ନିକଟରେ ‘ରେ ବ୍ୟାନ୍‌ ଅପ୍ଟିକାଲ ଗ୍ୟାଲେରୀ’ ରବିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ…

ପିଏନ୍‌ବିର ଦୀପାବଳି ଧମାକା

ଭୁବନେଶ୍ୱର,୬।୧୧(ଅନୁରାଧା ମହାରଣା): ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ(ପିଏନ୍‌ବି) ପକ୍ଷରୁ ଚଳିତ ଦୀପାବଳି ଉପଲକ୍ଷେ ଆର୍କଷଣୀୟ ‘ଦୀପାବଳୀ ଧାମାକା ୨୦୨୩’ ପାର୍ବଣ ସ୍ବତନ୍ତ୍ର ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଗ୍ରାହକଙ୍କ ପାଇଁ ହୋମ୍‌ ଲୋନ୍‌ ଓ କାର୍‌ ଲୋନ୍‌ରେ ବିଭିନ୍ନ ଅଫର…

ଗାଁରେ ସୁନାଖଣି, ଲୋକଙ୍କୁ ଜୁଟୁନି ଦାନା

କେନ୍ଦୁଝର,୬ା୧୧(ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ଲୁହାପଥର, ମାଙ୍ଗାନିଜ ଆଦି ଖଣି ରହିଛି। ଯାହା ଜିଲାର ଆର୍ଥିକସ୍ଥିତି ସୁଦୃଢ଼ କରୁଥିବା ବେଳେ କିଛି ମାସ ତଳେ ଜିଲାରେ ସୁନା ଖଣିର ସନ୍ଧାନ ମିଳିଛି। ବିଶେଷ କରି ଖଣି ଶୂନ୍ୟ ତେଲକୋଇ ବ୍ଲକ୍‌ ଏବଂ…

ପ୍ରମାଣ ମାଗିଲା ଭାରତ

ନୂଆଦିଲ୍ଲୀ,୬ା୧୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାକାଣ୍ଡରେ ନୂଆଦିଲ୍ଲୀର ସମ୍ପୃକ୍ତି ଥିବା ପ୍ରମାଣ ଦେବାକୁ କାନାଡାରେ ଭାରତର ଉଚ୍ଚାୟୁକ୍ତ ସଞ୍ଜୟ କୁମାର ବର୍ମା ଓଟ୍ଟାଓ୍ବାକୁ କହିଛନ୍ତି। କାନାଡ଼ାସ୍‌ ଗ୍ଲୋବ୍‌ ଆଣ୍ଡ ମେଲ୍‌ ଖବରକାଗଜକୁ ଏକ ସାକ୍ଷାତକାର ଦେଇ ବର୍ମା କହିଛନ୍ତି,…

ବଢ଼ିବ ଆତଙ୍କବାଦୀ ଆକ୍ରମଣ, ଭୟଙ୍କର ହେବ ପାଗ

ନୂଆଦିଲ୍ଲୀ,୬ା୧୧: ପ୍ରଖ୍ୟାତ ଭବିଷ୍ୟବକ୍ତା ବୁଲ୍‌ଗେରିଆର ସନ୍ଥ ବାବା ଭାଙ୍ଗା ୨୦୨୪ ବର୍ଷ ପାଇଁ ଭବିଷ୍ୟବାଣୀ କରିଯାଇଛନ୍ତି। ଆସନ୍ତାବର୍ଷ ଆତଙ୍କବାଦୀ ଆକ୍ରମଣ ବଢ଼ିବା ସହ ପାଗ ଭୟଙ୍କର ହେବ ବୋଲି ସେ କହିଛନ୍ତି। ୧୯୯୬ରେ ପ୍ରାଣ ହରାଇଥିବା ଏହି ରହସ୍ୟମୟ ବାବା ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri