୧୪ ହାତୀ, ୬ କଲରାପତରିଆ ଗାଏବ
ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଶିକାରୀଙ୍କ ଦୌରାତ୍ମ୍ୟ ରାୟଗଡ଼ା ଜିଲାକୁ ଏକପ୍ରକାର ବନ୍ୟପ୍ରାଣୀଶୂନ୍ୟ କରିଦେଇଛି। ଏହି ଜଙ୍ଗଲରେ ପୂର୍ବରୁ ଥିବା ୧୪ ହାତୀ ଓ ୬ କଲରାପତରିଆ ବାଘଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ହାତୀ ଓ ବାଘଙ୍କ ସମ୍ପର୍କରେ ବନ ବିଭାଗ ନିକଟରେ…
ଓଜିବି ପକ୍ଷରୁ ସତର୍କତା ଦିବସ ପାଳିତ
ଭୁବନେଶ୍ୱର,୨।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)ବେଣ୍ଟକାର ଶାଖା ପକ୍ଷରୁ ଦଧିବାମନପୁର ପାର୍ବତୀ ବିଦ୍ୟାପୀଠରେ ସତର୍କତା ଦିବସ ପାଳନ କରାଯାଇଛି। ଓଜିବି କଟକ ଶାଖାର ରିଜିଓନାଲ ମ୍ୟାନେଜର ଆଶିଷ ନାୟକ ଓ ଲିଡ୍ ବ୍ୟାଙ୍କ ମ୍ୟାନେଜର ଅମରେଶ ସତ୍ୟନାରାୟଣ ରାଉତଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମର…
ଆପୋଲୋରେ ରକ୍ତ ଜମାଟ ସମ୍ପର୍କିତ କର୍ମଶାଳା
ଭୁବନେଶ୍ୱର,୨।୧୧: ସାମାନ୍ୟ ଅବହେଳା କଲେ କିମ୍ବା ସତର୍କ ନ ରହିଲେ ବର୍ତ୍ତମାନ ସମୟରେ ମଣିଷକୁ ବହୁ ବଡ଼ ବଡ଼ ରୋଗର ଶିକାର ହେବାକୁ ପଡ଼ିଥାଏ। କିଛି ରୋଗର ଲକ୍ଷଣ ଏବଂ ଅନୁଭବ ଅତି ସାମାନ୍ୟ ହୋଇଥିଲେ ମଧ୍ୟ ଏହାକୁ ଠିକ୍ ସମୟରେ…
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଆର୍ଥିକ ସାକ୍ଷରତା ଶିବିର
ଭୁବନେଶ୍ୱର, ୨।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ମିଳିତ ପଦକ୍ଷେପରେ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂହଙ୍କ ନିର୍ଦ୍ଦେଶାନୁଯାୟୀ, ଗୋଡ଼ିପଡ଼ା ଶାଖା ଅଧୀନସ୍ଥ ଡମସାହି ଗ୍ରାମ୍ୟ ମିଟିଂ…
କାମରେ ଲାଗୁନି ମିଶନ ଶକ୍ତି ଗୃହ
କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) ମିଶନ ଶକ୍ତି ଜରିଆରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଅଧିକ ସୃଦୃଢ଼ ଓ ସ୍ବାବଲମ୍ବୀ କରିବା ପାଇଁ ସରକାର ମିଶନ ଶକ୍ତି ଗୃହ ନିର୍ମାଣ କରି ଯୋଗାଇ ଦେଉଛନ୍ତି। କିନ୍ତୁ ଅନେକ ସ୍ଥାନରେ ଜମି ସମସ୍ୟା ଓ…
ଶପିଂ ପାଇଁ ‘ରିଲାଏନ୍ସ ଏସ୍ବିଆଇ କାର୍ଡ’
ଭୁବନେଶ୍ୱର, ୨।୧୧: ରିଲାଏନ୍ସ ରିଟେଲ ଏବଂ ଏସ୍ବିଆଇ କାର୍ଡ ପକ୍ଷରୁ ମିଳିତ ଭାବେ ‘ରିଲାଏନ୍ସ ଏସ୍ବିଆଇ କାର୍ଡ’ କ୍ରେଡିଟ୍ କାର୍ଡ ଲଞ୍ଚ ହେବାକୁ ଯାଉଛି। ଏହି କାର୍ଡଧାରୀମାନେ ଫ୍ୟାଶନ୍, ଲାଇଫ୍ ଷ୍ଟାଇଲ୍, ଗ୍ରୋସେରୀ, ଫାର୍ମା, ଫର୍ନିଚର, ଗହଣା ଆଦି କିଣାକିଣିଠାରୁ ଆରମ୍ଭ…
ଆହାର କେନ୍ଦ୍ରକୁ ସ୍ବାଗତ, ଜମି ହସ୍ତାନ୍ତରକୁ ବିରୋଧ
ଖଇରା, ୨।୧୧(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ଖଇରା ବ୍ଲକର ସର୍ବପୁରାତନ ଖଇରା ହାଇସ୍କୁଲ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ା ବିଦ୍ୟାଳୟର କିଛି ଜମିକୁ କିଛି ଦିନ ତଳେ ଖଇରା ମେଡିକାଲ ସମ୍ପ୍ରସାରଣ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିବା ପରେ…
ନିଶାନ ମ୍ୟାଗ୍ନାଇଟ୍ କ୍ୟୁରୋର ଓଡ଼ିଶା ବଜାର ପ୍ରବେଶ
ଭୁବନେଶ୍ୱର,୨।୧୧: ନୂଆ ନିଶାନ ମ୍ୟାଗ୍ନାଇଟ୍ କ୍ୟୁରୋର ବୁଧବାର ଓଡ଼ିଶା ବଜାର ପ୍ରବେଶ ହୋଇଛି। ପାହାଳସ୍ଥିତ ଜାହ୍ନବୀ ନିଶାନଠାରେ ଏହି ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଏହାର ପ୍ରବେଶ କରାଯାଇଛି। କାର୍ଯ୍ୟକ୍ରମରେ ଜାହ୍ନବୀ ନିଶାନର ସେଲ୍ସ ଆଣ୍ଡ ଅପରେଶନର ଜେନେରାଲ ମ୍ୟାନେଜର ସୁସ୍ମିତା ପଟ୍ଟନାୟକ…
ଅକ୍ଟୋବରରେ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସ୍ଟି ସଂଗ୍ରହ, ଓଡ଼ିଶାର ଚତୁର୍ଥ ସର୍ବାଧିକ ସର୍ବକାଳୀନ ସଂଗ୍ରହ
ନୂଆଦିଲ୍ଲୀ,୨।୧୧: ୨୦୨୩ ଅକ୍ଟୋବରରେ ଦେଶରେ ମୋଟ ଜିଏସ୍ଟି ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି। ସେଥିମଧ୍ୟରୁ ୩୨,୦୬୨ କୋଟି ଟଙ୍କା ସିଜିଏସ୍ଟି, ୩୮,୧୭୧ କୋଟି ଟଙ୍କା ଏସ୍ଜିଏସ୍ଟି, ୯୧,୩୧୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୨,୧୭୭ କୋଟି…
ପର୍ଯ୍ୟଟନ କ୍ଷେତ୍ରରେ ନବରଙ୍ଗପୁରକୁ ଉପେକ୍ଷା: ଜିଲାର ପର୍ଯ୍ୟଟନସ୍ଥଳୀକୁ ମିଳୁନି ଇକୋ ଟୁରିଜମ୍ ମାନ୍ୟତା
ନବରଙ୍ଗପୁର, ୨।୧୧ (ସଦାଶିବ ପ୍ରହରାଜ): ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରା ନବରଙ୍ଗପୁର ଜିଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭିତ୍ତିଭୂମିର ଅଭାବ ନାହିଁ। କିନ୍ତୁ ଯେଉଁ ହାରରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା କଥା ସେହି ଅନୁଯାୟୀ ବିକାଶ ହୋଇପାରୁ ନାହିଁ। ଆଦିବାସୀ…
୨୭.୫୦ଟଙ୍କାରେ ମିଳିବ ‘ଭାରତ ଅଟା’
ଭୁବନେଶ୍ୱର,୨।୧୧ (ଅନୁରାଧା ମହାରଣା): ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କମ୍ ଦରରେ ଅଟା ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କେଜି ପ୍ରତି ୨୭.୫୦ଟଙ୍କା ଦରରେ ଖାଉଟିଙ୍କୁ ‘ଭାରତ ଅଟା’ ଯୋଗାଇଦିଆଯିବ। ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଆଞ୍ଚଳିକ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର…
ଡାଲମିଆ, ହିମାଦ୍ରି କମ୍ପାନୀକୁ ବିର୍ଲା ଟାୟାର୍ସ ହସ୍ତାନ୍ତର
ବାଲେଶ୍ୱର, ୨।୧୧(ମାନସ ବିଶ୍ୱାଳ)ଦୀର୍ଘ ୩୩ବର୍ଷ ଧରି ବାଲେଶ୍ୱର ଜିଲା ରେମୁଣା ଗୋଲେଇ ବାମପଦାସ୍ଥିତ ବିର୍ଲା ଟାୟାର୍ସ କମ୍ପାନୀକୁ ଶେଷରେ ଡାଲମିଆ ରିଫ୍ରେକ୍ଟୋରିଜ୍ ଏବଂ ହିମାଦ୍ରି କେମିକାଲ୍ସକୁ ହସ୍ତାନ୍ତର ହୋଇଛି। ଗତ ୧୯ତାରିଖରେ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି) ଦେଇଥିବା ନିର୍ଦ୍ଦେଶ ଅନୁସାରେ…
Archives


