‘ସରକାରକୁ ଆସିଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜେଲ ପଠାଇବୁ’
ଭଦ୍ରକ,୩୧।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଓ ବିଜେଡି ମଧ୍ୟରେ ଭିତିରି ବୁଝାମଣା ଚାଲିଛି। ରାଜ୍ୟ ବାସୀଙ୍କୁ ଷଡଯନ୍ତ୍ର କରି ବିଜେଡି ସରକାର ଚଳାଇଛି। ଭିକେ ପାଣ୍ଡିଆନଙ୍କ ଭିଆରଏସ ଆବେଦନକୁ କେନ୍ଦ୍ର ସରକାର ତୁରନ୍ତ ଗ୍ରହଣ କରିବା ଏବଂ ଅବସର ନେବାର ଦିନକପରେ…
ଭାରତ ଉପରେ ଅଭିମାନ କଲା ଇସ୍ରାଏଲ! ବଡ଼ ବୟାନ ଦେଲେ ନେତାନ୍ୟାହୁ
ନୂଆଦିଲ୍ଲୀ,୩୧/୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତତ୍କାଳ ବିରାମ ଲଗାଇବାକୁ ମିଳିତ ଜାତିସଂଘର ଏକ ପ୍ରସ୍ତାବ ଆସିଥିଲା। ଭାରତ ଏହି ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରିନଥିଲା। ଯାହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତର ଆଭିମୁଖ୍ୟ ଉପରେ ମନ୍ତବ୍ୟ ଦେଇଛନ୍ତି। ସୋମବାର…
ତେଜିଲା ଅଭିନେତା ମନୋଜ ମିଶ୍ର ବ୍ୟାନ୍ ବିବାଦ: ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା
ବଲାଙ୍ଗୀର, ୩୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଅଭିନେତା ମନୋଜ ମିଶ୍ରଙ୍କୁ ଚଳଚ୍ଚିତ୍ର ପ୍ରୟୋଜକ ସଂଘର ଦୁଇବର୍ଷିଆ ବ୍ୟାନ୍ ଘୋଷଣାକୁ ନେଇ ଦେଖାଦେଇଥିବା ବିବାଦ ତେଜିବାରେ ଲାଗିଛି। ପଶ୍ଚିମ ଓଡ଼ିଶାର କେତେକ ଶୀର୍ଷ ରାଜନେତାଙ୍କ ବୟାନବାଜି ପରେ କୋଶଲ ରାଏଜ୍ ମିଲିତ୍ କ୍ରିୟାନୁଷ୍ଠାନ କମିଟି…
କାହିଁକି ଲାଇମଲାଇଟରୁ ଦୂରେଇ ରୁହନ୍ତି ସନ୍ନି ଦଓ୍ବେଲଙ୍କ ପତ୍ନୀ ପୂଜା
ମୁମ୍ବାଇ: କରଣ ଜୋହରଙ୍କ ବହୁ ବିବାଦୀୟ ଟକ ସୋ ‘କଫି ଓ୍ବିଥ କରଣ’ର ସିଜିନ ୮ ଆରମ୍ଭ ହୋଇଛି। ପ୍ରଥମ ଏପିସୋଡରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଯୋଡି ଧମାଲ କରିଥିବାବେଳେ ସୋ’ର ଦ୍ୱିତୀୟ ଏପିସୋଡରେ ଦଓ୍ବେଲ ଭାଇ ଯଥା…
ଫୋନ ପାଇଁ ୧୫ କି.ମି. ରାସ୍ତାରେ ଘୋଷାଡିଲେ ଲୁଟେରା, ବିଟେକ୍ ଛାତ୍ରୀଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ, ସାମ୍ନାକୁ ଆସିଲା ଗାଜିଆବାଦ ଘଟଣାର ପୂରା ଭିଡିଓ…
ଗାଜିଆବାଦ, ୩୧।୧୦: ଗାଜିଆବାଦର ଏକ ଅଟୋ ରିକ୍ସାରେ ଯାତ୍ରା କରୁଥିବା କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ କିର୍ତ୍ତି ସିଂ (୧୯) ଗତ ଶୁକ୍ରବାର ଲୁଟ୍ର ଶିକାର ହୋଇଥିଲେ। କିର୍ତ୍ତି ଏବଂ ତାଙ୍କ ସାଙ୍ଗ ୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା…
ଭାଣିଜିଙ୍କ ଡେବ୍ୟୁ ମୁଭିର ପୋଷ୍ଟର ଶେୟାର କଲେ ସଲମାନ
ମୁମ୍ବାଇ: ବଲିଉଡ ଭାଇଜାନଙ୍କ ଭଳି ଏବେ ତାଙ୍କ ଭାଣିଜି ଅଲିଜେହ ଅଗ୍ନିହୋତ୍ରୀ ବଲିଉଡ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଫିଲ୍ମ ‘ଫରେ’ରେ ଅଲିଜେହ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା। ବର୍ତ୍ତମାନ ଫିଲ୍ମର ଟିଜର ଏବଂ…
ଦ୍ୱାରଶୁଣି ଘାଟିରେ ଓଲଟିଲା ଟ୍ରକ୍: ଆଖି ବୁଜିଲେ ୨୫ରୁ ଊର୍ଦ୍ଧ୍ୱ ଗୋରୁ
ବାରିପଦା,୩୧।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ମଙ୍ଗଳବାର ଏକ ଗୋରୁ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୫ରୁ ଊର୍ଦ୍ଧ୍ୱ ଗୋରୁଙ୍କର ଜୀବନ ଯାଇଛି। ମରଣଯନ୍ତା ସାଜିଥିବା ଘାଟି ରାସ୍ତାରେ ଦୁର୍ଘଟଣା ଖବରପାଇ…
ହମାସକୁ ବାର୍ଷିକ ମିଳିଥାଏ ଏତିକି ଟଙ୍କା, ବଜେଟ୍ ଜାଣିଲେ ଉଡିଜିବ ହୋସ
ଗାଜା,୩୧।୧୦: ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ହମାସର ପାଣ୍ଠି ସମ୍ପର୍କରେ ପ୍ରଶ୍ନ ଉଠିଛି। ଇସ୍ରାଏଲ ସେନା ଦାବି କରିଛି ଯେ, ହମାସ ଗାଜାରେ ଅନେକ ଠିକଣା ସ୍ଥାପନ କରିଛି ଏବଂ ସେମାନଙ୍କର ନେତାମାନେ ବିଦେଶରୁ ସେମାନଙ୍କୁ ଅର୍ଥ ପଠାଉଛନ୍ତି। ଇସ୍ରାଏଲ ଦାବି କରିଛି,…
ଶପଥ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ
ଭୁବନେଶ୍ୱର,୩୧।୧୦: ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ଶପଥ ନେଇଛନ୍ତି। ରାଜଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ନୂଆ ରାଜ୍ୟପାଳଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ମଣ୍ଡଳର ସଦସ୍ୟବୃନ୍ଦ ଉପସ୍ଥିତ…
ଜିଲାପାଳଙ୍କ କାର୍ଯ୍ୟାଳୟ ଗ୍ରୀଲ ତାଲା ଭାଙ୍ଗି ଚୋରି
ନବରଙ୍ଗପୁର,୩୧ା୧୦(ସଦାଶିବ ପ୍ରହରାଜ): ଜିଲାପାଳଙ୍କ କାର୍ଯ୍ୟାଳୟରେ ପଶି ଚୋରି କରିବାକୁ ମଧ୍ୟ ଭୟ କଲେନି ଚୋର। ଜିଲାପାଳଙ୍କ କାର୍ଯ୍ୟାଳୟ ସୁରକ୍ଷା ବଳୟରେ ଥିଲେ ମଧ୍ୟ ଏହା ଚୋରଙ୍କ ପାଇଁ କିଛି ଫରକ ପଡିନି। ସେମାନେ ତାଲା ଭାଙ୍ଗି ନିର୍ଭୟରେ ଚୋରି କରିଛନ୍ତି। ଏହି…
ପାକିସ୍ତାନ ଟିମକୁ ପସନ୍ଦ ଆସିଲାନି ହୋଟେଲର ଖାଇବା, ଅନଲାଇନ୍ରୁ ଅର୍ଡର କଲେ ବିରିୟାନୀ, କବାବ
ନୂଆଦିଲ୍ଲୀ,୩୧।୧୦: ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ପ୍ରଦର୍ଶନ ଦେଖାଯାଉନାହିଁ। ଯାହାର କାରଣ ଫିଟ୍ନେସ ବୋଲି କୁହାଯାଉଛି। ପାକିସ୍ତାନୀ ଖେଳାଳିମାନେ ଫିଟ ନ ହେବାର ମୁଖ୍ୟ କାରଣ ହେଉଛି ସେମାନଙ୍କର ଖାଇବା ଏବଂ ପିଇବା ଉପରେ ନିୟନ୍ତ୍ରଣ ନ କରିବା। ଏହି କାରଣରୁ…
କାର୍ତ୍ତିକ ଆରମ୍ଭ ହେଉ ହେଉ ପରିବା ଦର ଆକାଶଛୁଆଁ
ଖଣ୍ଡପଡା,୩୦ା୧୦(ଅଜୟ କୁମାର ମହାରଣା): କାର୍ତ୍ତିକ ମାସ ଆରମ୍ଭ ହେଉ ହେଉ ଖଣ୍ଡପଡ଼ା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଯାଇଛି। ଫଳରେ ବଜାରକୁ ପନିପରିବା କିଣିବାକୁ ଆସୁଥିବା ଖାଉଟିମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ, ବାହାଡ଼ା,…
Archives


