Home Left

ବିଶ୍ୱର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ

ନୂଆଦିଲ୍ଲୀ,୬ା୧୧: ଦିଲ୍ଲୀର ବାୟୁ ମାନ ରବିବାର ପୁଣିଥରେ ଅତି ଉତ୍କଟ ସ୍ତରରେ ପହଞ୍ଚତ୍ଛି। ଫଳରେ ଜାତୀୟ ରାଜଧାନୀ ଦେଶର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ରାଜଧାନୀର ବିଭିନ୍ନ ଭାଗରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୫୫୦ରୁ ଅଧିକ ରହିଛି। ଓ୍ବାଜିରପୁର…

କୀଟନାଶକ ପରିବର୍ତ୍ତେ ଏବେ ଆଲୋକ ଯନ୍ତା

କଟକ,୬ା୧୧ (ସୁପ୍ରିୟା ପ୍ରିୟଦର୍ଶିନୀ): ଏଣିକି ଫସଲ ନଷ୍ଟ କରୁଥିବା ପୋକ ବା କୀଟମାନଙ୍କୁ ମାରିବା ପାଇଁ ଚାଷୀଙ୍କୁ ଆଉ କ୍ଷତିକାରକ ରସାୟନ ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ଫସଲକୁ କୀଟ ଦାଉରୁ ରକ୍ଷା କରିବା ପାଇଁ ଉଦ୍ଭାବନ ହୋଇଛି ଏକ ଯନ୍ତା,…

ଟ୍ରେନ୍‌ ପ୍ଲାଟଫର୍ମରେ ସ୍ବାମୀଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ ସ୍ତ୍ରୀ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ସାଧାରଣ କଥା। କିନ୍ତୁ ଆଜିକାଲି ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ସ୍ବାମୀ-ସ୍ତ୍ରୀ ପରସ୍ପରକୁ କଡ଼ା ଟକ୍କର ଦେଉଥିବାର ନଜର ଆସିଛନ୍ତି। ଏହି ଘଟଣା ଏକ ରେଳ ଷ୍ଟେଶନରେ ଘଟିଛି। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ,…

ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଆଶଙ୍କା

ନୂଆଦିଲ୍ଲୀ, ୫ା୧୧: ଦିଲ୍ଲୀରେ ମାତ୍ରାଧିକ ବାୟୁ ପ୍ରଦୂଷଣ ପାଇଁ ସୋମବାର ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଖେଳାଯିବା ନେଇ ଆଶଙ୍କା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ, ନୂଆଦିଲ୍ଲୀରେ ମ୍ୟାଚ୍‌ କିପରି ଖେଳାଯାଇପାରିବ ସେନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବିଶିଷ୍ଟ ଫୁସ୍‌ଫୁସ୍‌ ବିଶେଷଜ୍ଞ ରଣଦୀପ ଗୁଲେରିଆଙ୍କ ପରାମର୍ଶ…

୭ରେ ମହୁଆଙ୍କ ଉପରେ ଆସିବ ଚୂଡ଼ାନ୍ତ ରିପୋର୍ଟ

ନୂଆଦିଲ୍ଲୀ,୫ା୧୧: ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କ ବିରୋଧରେ ଲୋକ ସଭା ଏଥିକ୍ସ କମିଟି ବୈଠକ ଆସନ୍ତା ୭ ତାରିଖରେ ବସିବ। ବୈଠକରେ ରିପୋର୍ଟ ଉପରେ ବିଚାର କରାଯାଇ ଗୃହୀତ ହେବ। ଭାଜପା…

ମହାଦେବ ସମେତ ୨୨ ଆପ, ଓ୍ବେବସାଇଟକୁ ବେଆଇନ ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୫।୧୧: ବିବାଦୀୟ ମହାଦେବ ଆପ ସମେତ କେନ୍ଦ୍ର ସରକାର ରବିବାର ୨୨ଟି ବେଆଇନ ବେଟିଂ ଆପ ଏବଂ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଇଡିଙ୍କ ଅନୁରୋଧ କ୍ରମେ ଏହି ପଦକ୍ଷେପ ନେଇଛି। ଏ ସମ୍ପର୍କରେ…

ପାକିସ୍ତାନ ଖେଳାଳିଙ୍କୁ ଜରିମାନା

ବେଙ୍ଗାଲୁରୁ, ୫ା୧୧: ୨୦୨୩ କ୍ରିକେଟ ବିଶ୍ୱକପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ସ୍ଲୋ ଓଭର-ରେଟ୍‌ ବୋଲିଂ ପାଇଁ ପାକିସ୍ତାନ ଖେଳାଳିଙ୍କୁ ସେମାନଙ୍କ ମ୍ୟାଚ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ…

ବିଧାୟକଙ୍କ ହସ୍ତକ୍ଷେପ ପରେ ମେଡିକାଲରୁ ଗାଁକୁ ଆସିଲା ମୃତଦେହ

ଗୋପାଳପୁର,୫ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଗ୍ରାମର ନାରାୟଣ ସାହୁ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ପରିବାର ଲୋକ ତାଙ୍କ ପାର୍ଥିବ ଶରୀରକୁ ଗାଁକୁ ଆଣିବାକୁ ଆର୍ଥିକ ଭାବେ ଅସମର୍ଥ ହୋଇପଡିଥିଲେ। ଏ…

କ୍ରିକେଟ ମ୍ୟାଚ ଦେଖିବା ବେଳେ ଏମିତି କଲେ ବରୁଣ, କମେଣ୍ଟ କରିବାକୁ ବାଧ୍ୟ ହେଲେ ତମନ୍ନା

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତାମାନଙ୍କ ମଧ୍ୟରୁ ଜଣେ। ନିଜକୁ ଫିଟ ରଖିବା ପାଇଁ ସେ କଠିନ ପରିଶ୍ରମ କରନ୍ତି। ତେବେ ସନଡେ ହେଉଛି ଅଭିନେତାଙ୍କ ପାଇଁ ବିଶ୍ରାମ ଦିନ। ଏପରି ସମୟରେ ଅଭିନେତା ରବିବାର ଅର୍ଥାତ୍‌…

ଖଣି ଓ ଭୂତତ୍ତ୍ୱ ବିଭାଗ ଉପନିର୍ଦ୍ଦେଶିକାଙ୍କୁ ଛୁରି ଭୁସି ହତ୍ୟା

ବେଙ୍ଗାଲୁରୁ,୫ା୧୧: କର୍ନାଟକ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଘରେ ପଶି ଛୁରି ଭୁସି ହତ୍ୟା କରିଛନ୍ତି। ୩୭ ବର୍ଷିୟା ପ୍ରତିଭା ନାମ୍ନୀ ଅଧିକାରୀ ଜଣକ କର୍ନାଟକର ଖଣି ଓ ଭୂତତ୍ତ୍ୱ ବିଭାଗରେ ଉପନିର୍ଦ୍ଦେଶିକା ଭାବେ କାର୍ଯ୍ୟ…

କୋହଲିଙ୍କ ପାଇଁ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୧: କ୍ରିକେଟ ବିଶ୍ୱକପରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ରାଜନୈତିକ ବ୍ୟକ୍ତିବିଶେଷ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ପିଏମ ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ପୋଷ୍ଟ କରିଛନ୍ତି,…

ମାନେକା ଗାନ୍ଧୀଙ୍କୁ ଧମକ ଦେଲେ ଏଲଭିଶ ଯାଦବ

ନୂଆଦିଲ୍ଲୀ,୫।୧୧: ୟୁଟ୍ୟୁବର୍‌ ଏଲଭିଶ ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ମାନେକା ଗାନ୍ଧୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିବେ ବୋଲି ଧମକ ଦେଇଥିଲେ। ଏଲଭିସଙ୍କ ନାଁରେ ଉତ୍ତରପ୍ରଦେଶର ନୋଏଡାଠାରେ ସାପ ବିଷ ଯୋଗାଣ ମାମଲାରେ ମାମଲା ରଜୁ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri