ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୧୧: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ଭାରତ-ପ୍ରଶାନ୍ତ ମହାସାଗରରେ ତାଙ୍କର ନବମ ସରକାରୀ ଗସ୍ତର ଅଂଶ ଭାବରେ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ତାଙ୍କର ଭାରତ ଗସ୍ତ ପରେ ଅଷ୍ଟିନ ଦକ୍ଷିଣ କୋରିଆ ଏବଂ ଇଣ୍ଡୋନେସିଆ ଗସ୍ତ…
ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ
ନୂଆଦିଲ୍ଲୀ,୩।୧୧: ବିଶ୍ୱକପ ୨୦୨୩ରେ ଏପର୍ଯ୍ୟନ୍ତ ପାକିସ୍ତାନ ଦଳର ପ୍ରଦର୍ଶନ ହାରାହାରି ହୋଇଛି । ଦଳ ୭ ଟି ମ୍ୟାଚ ମଧ୍ୟରୁ ୪ଟିରେ ହାରିଛି। କିନ୍ତୁ ନ୍ୟୁଜିଲ୍ୟାଣ୍ଡର କ୍ରମାଗତ ୩ପରାଜୟ ପରେ ବାବର ଆଜାମ ଏବଂ ସେମିଫାଇନାଲରେ ପ୍ରବେଶ କରିବାର ଆଶା ଏବେ…
ଝିଅର ସ୍ପିଚ ଦେଖି ଚିନ୍ତାରେ ପଡି ଯାଇଥିଲେ ଐଶ୍ୱର୍ଯ୍ୟା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୧ ନଭେମ୍ବରରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବକୁ ପାଳନ କରିବା ପାଇଁ ସେ ମୁମ୍ବାଇରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯେଉଁଥିରେ ତାଙ୍କୁ ଗଣମାଧ୍ୟମ ସହ ତାଙ୍କ…
ଲୋକ ସଭା ନିର୍ବାଚନ ଲଢିବେ କଙ୍ଗନା!
ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କର ବ୍ୟକ୍ତିତ୍ୱ ପାଇଁ ପ୍ରସିଦ୍ଧ। ରାଜନୈତିକ କିମ୍ବା ସାମାଜିକୁ, ସେ ପ୍ରତ୍ୟେକ ପ୍ରସଙ୍ଗରେ ସାହସର ସହିତ ନିଜର ମତ ପ୍ରକାଶ କରନ୍ତି। ରାଜନୀତିରେ ପ୍ରବେଶ କରିବା ବିଷୟରେ କଙ୍ଗନାଙ୍କୁ ଅନେକ ସମୟରେ ପ୍ରଶ୍ନ…
ସୁପ୍ରିମକୋର୍ଟ ଗଲେ ସଞ୍ଜୟ
ନୂଆଦିଲ୍ଲୀ,୩।୧୧: ଦିଲ୍ଲୀ ମଦ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ଗିରଫ ହେବା ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ଏମପି ସଞ୍ଜୟ ସିଂ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସିଂଙ୍କ ଆବେଦନକୁ ୨୦ ଅକ୍ଟୋବରରେ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ।…
ତାମ୍ପରା ହ୍ରଦରେ ବୁଡ଼ିଲା ଡଙ୍ଗା : ଭାଉଜ ମୃତ, ନଣନ୍ଦ ଗୁରୁତର
ଛତ୍ରପୁର,୩।୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଶୁକ୍ରବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଦେଶୀ ଡଙ୍ଗାରେ କାଠ ସଂଗ୍ରହ କରି ଫେରୁଥିବା ବେଳେ ଡଙ୍ଗା ଓଲଟି ଭାଉଜଙ୍କ ମୃତ୍ୟୁ ଘଟିଥିବା ବେଳେ ନଣନ୍ଦ ଗୁରୁତର ଅଛନ୍ତି।…
ମିଛର କାରଖାନା ଖୋଲିଛନ୍ତି ମୋଦି: ମଲ୍ଲିକାର୍ଜୁନ
ନୂଆଦିଲ୍ଲୀ,୩।୧୧: ନଭେମ୍ବର ୭ରେ ଛତିଶଗଡ ବିଧାନସଭାର ୨୦ଟି ଆସନରେ ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ଶାସକ କଂଗ୍ରେସର ବରିଷ୍ଠ ନେତାମାନେ ଏହି ଅଭିଯାନରେ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି…
ବିବାହିତ ମହିଳାଙ୍କୁ ବର୍ଷକୁ ୧୨ ହଜାର ଟଙ୍କା ସହ ୫ଶହ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର
ରାୟପୁର,୩।୧୧: ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ କୁ ନେଇ ଭାରତୀୟ ଜନତା ପାର୍ଟି ଶୁକ୍ରବାର ନିଜର ମନିଫେଷ୍ଟୋ ଜାରି କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାୟପୁରରେ ଥିବା ଭାଜପା କାର୍ଯ୍ୟାଳୟର କୁଶଭାଉ ଠାକରେ କମ୍ପ୍ଲେକ୍ସରେ ଭାଜପାର ରିଜୋଲ୍ୟୁସନ ଚିଠି ଉନ୍ମୋଚନ…
ଏଠି ଝିଅଙ୍କୁ କେଶ କାଟିବା ମନା, ନିୟମ ନ ମାନିଲେ ମିଳେ ଦଣ୍ଡ
ବିଶ୍ୱରେ ଅନେକ ସମ୍ପ୍ରଦାୟ ଅଛି ଯାହାର ଜୀବନଶୈଳୀ ବହୁତ ଅଦ୍ଭୁତ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ସମ୍ପ୍ରଦାୟ ବିଷୟରେ କହିବାକୁ ଯାଉଛୁ ଯାହା ସାଧାରଣ ଲୋକଙ୍କ ପରି ବାସ କରେ, କିନ୍ତୁ ସେମାନଙ୍କର ଜୀବନଶୈଳୀ ଏବଂ ରୀତିନୀତି ଅତ୍ୟନ୍ତ ଅନନ୍ୟ।…
ନମ୍ବର ବିହୀନ ପିକ୍ଅପ ଭ୍ୟାନ୍ ଧକ୍କାରେ ଦମ୍ପତି ଗୁରୁତର: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ
ଚାନ୍ଦବାଲି,୩।୧୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତାରା ମୁନିଛକ ନିକଟରେ ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନ ଧକ୍କାରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓରାସାହି ପଞ୍ଚାୟତ ବାଘଟନା ଗାଁର ଦେବବ୍ରତ…
ଅହିରାଜ ଲାଞ୍ଜକୁ ପାଟିରେ ପୂରାଇଲା ମାଙ୍କଡ଼, ପରେ ଯାହା ଘଟିଲା ଭିଡିଓ ଦେଖିଲେ…
ପ୍ରତିଦିନ ସୋସିଆଲ ମିଡିଆରେ ପଶୁମାନଙ୍କର ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଯେଉଁଥିରେ ପଶୁମାନଙ୍କ ବନ୍ଧୁତା ଏବଂ ସେମାନଙ୍କର ମଜାଳିଆ କାର୍ଯ୍ୟକଳାପ ନଜରକୁ ଆସିଥାଏ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ସମଗ୍ର ବିଶ୍ୱରେ ଦର୍ଶକଙ୍କୁ ଆକର୍ଷିତ କରିଛି। ଏକ ଗଛ ଡାଳରେ…
ଏଥର ଶ୍ରେଷ୍ଠ ଫିଲ୍ଡିଂ ପାଇଁ ଏହି ଖେଲାଳିଙ୍କୁ ମିଳିଲା ମେଡାଲ୍
ମୁମ୍ବାଇ,୩।୧୧: ମୁମ୍ବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶ୍ରେୟସ ଆୟର ଚମତ୍କାର ପ୍ରଦର୍ଶନ କରିଥିଲେ। ୮୨ ରନ୍ର ବିସ୍ଫୋରକ ଇନିଂସ ସହିତ ସେ ଫିଲ୍ଡିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଆୟର ମଧ୍ୟ ଦୁଇଟି ଉଇକେଟ ନେଇଥିଲେ। ବିଶ୍ୱକପ…
Archives


