କମୁଛି ମାଟି ଦୀପ ଚାହିଦା, ଚିନ୍ତାରେ କୁମ୍ଭକାର
ତେନ୍ତୁଳିଖୁଣ୍ଟି,୬।୧୧(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଗ୍ରାମରେ ନବେରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ବାସ କରନ୍ତି। ସେଥିମଧ୍ୟରୁ ପ୍ରାୟତଃ ଅଧାରୁ ଅଧିକ କୌଳିକ ବୃତ୍ତିକୁ ମାଟି ନିର୍ମିତ ସାମଗ୍ରୀର ବଜାର ଚାହିଦା ନ ଥିବାରୁ ନିଜ ପରିବାର ପ୍ରତିପୋଷଣ…
୪୦୦ ବର୍ଷ ପରେ ଧନତେରସରେ ଶୁଭ ସଂଯୋଗ, ଏସବୁ ୪ ରାଶି ପାଇଁ ଧନବର୍ଷା ଯୋଗ…
ଚଳିତ ବର୍ଷ ଧନତେରସରେ ପୁଷ୍ୟା ନକ୍ଷତ୍ରରେ ଶୁଭଯୋଗ ହେବାକୁ ଯାଉଛି । ଦୀପାବଳି ୧୨ ନଭେମ୍ବରରେ ଏବଂ ଧନତେରସ ୧୦ ନଭେମ୍ବରରେ ପଡୁଛି। ପୁଷ୍ୟା ନକ୍ଷତ୍ର ସକାଳ ୭ ଟା ୫୭ରୁ ପୂର୍ବାହ୍ନ ୧୦ଟା ୨୯ ପର୍ଯ୍ୟନ୍ତ ରହିବ। ଶନି ପୁଷ୍ୟା…
ଇସ୍ରୋର ଭବିଷ୍ୟତ ମହାକାଶ କାର୍ଯ୍ୟକ୍ରମ
ପୂର୍ବତନ ସୋଭିଏଟ୍ ରୁଷ୍ ୧୯୫୭ ମସିହାରେ ପୃଥିବୀ କକ୍ଷକୁ ପ୍ରଥମ ଉପଗ୍ରହ ‘ସ୍ଫୁଟନିକ୍-୨’ ପଠାଇବା ପରେ ମହାକାଶ ଯୁଗ ଆରମ୍ଭ ହେଲା ଏବଂ ଏହା ପରେ ମହାକାଶ ଅଭିଯାନ କ୍ଷେତ୍ରରେ ରୁଷିଆ ଓ ଆମେରିକା ମଧ୍ୟରେ ପ୍ରତିଯୋଗିତା ଚାଲିଲା। ଭାରତ ଏଥିରେ…
ଆମେରିକା ସେନା ଏୟାରବେସ ଉପରେ ପାଲେଷ୍ଟାଇନ ସମର୍ଥକଙ୍କ ଆକ୍ରମଣ
ଅଦାନା,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ଦେଖା ଯାଉନାହିଁ। କ୍ରମାଗତ ଭାବରେ ପରସ୍ପର ଉପରେ ରକେଟ ଗୁଳି ଚଳାଯାଉଛି। ଇସ୍ରାଏଲ ସୈନ୍ୟବାହିନୀ ହମାସର ପ୍ରତ୍ୟେକ ଆତଙ୍କବାଦୀଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ…
ମହିଳାଙ୍କଠାରୁ କୁନି ଶିଶୁଙ୍କୁ ନେଇ ଖେଳାଇବାକୁ ଲାଗିଲେ ପ୍ରଧାନମନ୍ତ୍ରୀ ମୋଦି: ଦେଖନ୍ତୁ ଭାଇରାଲ୍ ଭିଡିଓ
ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିଓନି ଜିଲାରେ ନିର୍ବାଚନ ମଞ୍ଚରେ ବିରୋଧୀ ଦଳମାନଙ୍କୁ ଟାର୍ଗେଟ୍ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ଛୋଟ ପିଲାକୁ କୋଳରେ ନେଇ ତାଙ୍କୁ ବହୁତ ଗେହ୍ଲା…
ଆୟୋସ ମାଲେଟ ମାଛ ଉପରେ ଗବେଷଣା
ବ୍ରହ୍ମପୁର,୬ା୧୧(ତନୁଶ୍ରୀ ନାହାକ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିବା ନୂତନ ପ୍ରଜାତିର ଆୟୋସ ମାଲେଟ୍ ମାଛ ଉପରେ ଗବେଷଣା ଜାରି ରହିଛି। ପଶ୍ଚିମ ଓଡ଼ିଶାର ସୋନପୁରଠାରେ ପ୍ରବାହିତ ମହାନଦୀରେ ଏହି ମାଛ ଠାବ କରାଯାଇଥିବା ବିଭାଗର ଅଧ୍ୟାପକ ପ୍ରଫେସର…
ଏ ସ୍ମଲ ଷ୍ଟେପ୍’ ଡକ୍ୟୁମେଣ୍ଟାରି ଜାତୀୟ ପୁରସ୍କାର ପାଇଁ ମନୋନୀତ
କୋରାପୁଟ,୬ା୧୧(ଅମିତାଭ ବେହେରା): ଜାତୀୟତୀୟ ସ୍ତରରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ୱାରା ‘କମ୍ୟୁନିଟି ମିଡିଆ ଚାଲେଞ୍ଜ-୨୦୨୩’ ଶୀର୍ଷକରେ ଆୟୋଜିତ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପ୍ରତିଯୋଗିତାରେ ଓଡିଆ ଝିଅ ଝରଣା କାଦ୍ରାକା ଅଂଶଗ୍ରହଣ କରି ଜାତୀୟ ସ୍ତରୀୟ ଦ୍ୱିତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତ…
୮୦ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ଦିପାବଳୀ ବୋନସ
ନୂଆଦିଲ୍ଲୀ,୬।୧୧: ଦିପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବୋନସ ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୮୦ ହଜାର କର୍ମଚାରୀଙ୍କୁ ବୋନସ ଦେବାକୁ ଘୋଷଣା କରିଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀ…
ଭାରତ ବିଶ୍ୱ ଚାମ୍ପିୟନ୍ ଆଶା ହେବ କି ଧୂଳିସାତ୍: ଲିଗ୍ ଷ୍ଟେଜ୍ରେ ଟପ୍ରେ ରହିବା ଦଳ ପାଇଁ ଅଶୁଭ
ନୂଆଦିଲ୍ଲୀ,୬।୧୧: ୨୦୨୩ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ ହାରିନାହିଁ। ଭାରତ ଏକପାଖିଆ ଭାବେ ସମସ୍ତ ମ୍ୟାଚ ଜିତିଛି। ଭାରତ ବିପକ୍ଷରେ ବିପକ୍ଷ ଦଳ ସମ୍ପୂର୍ଣ୍ଣ ଭାବେ…
କମଲ ହାସନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ସାଉଥ୍ ସୁପରଷ୍ଟାର କମଲ ହାସନ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ଏକାଧାରାରେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ସ୍କ୍ରିନ ରାଇଟର୍, ଗାୟକ ତଥା ରାଜନେତା କମଲ ହାସନ ଅନେକ ସଫଳତା ହାସଲ କରିଛନ୍ତି। ସେ ଭାରତୀୟ ସିନେମାର ଅନ୍ୟତମ ପ୍ରସିଦ୍ଧ ଚେହେରା…
ଏମ୍ଆର୍ଆଇ ପାଇଁ ଯାଉଥିଲେ ଭୁଲ୍ରେ ବି ସାଙ୍ଗରେ ନିଅନ୍ତୁନି ଏହି ଜିନିଷ, ନଚେତ ଭୋଗିବେ କୁପରିଣାମ, ଭିଡିଓ ଦେଖିଲେ ହିଁ ବୁଝିପାରିବେ
ଯେତେବେଳେ ଆମେ ଏମ୍ଆର୍ଆଇ ପାଇଁ ଯାଇଥାଉ ସେଠାରେ ଥିବା କର୍ମଚାରୀମାନେ ଆମକୁ ଆଗୁଆ କୁହନ୍ତି ଯେ, ଧାତୁରେ ତିଆରି ଜିନିଷଗୁଡିକ ଭୁଲ୍ରେ ନେବା ଉଚିତ ନୁହେଁ। ଏପରିକି ସମସ୍ତ ଅଳଙ୍କାର ମଧ୍ୟ ଶରୀରରୁ ବାହାର କରାଯାଇଥାଏ। ଅନେକ ଲୋକ ଭାବନ୍ତି, ଏହା…
ଲୋକଙ୍କୁ ଚା’ବାଣ୍ଟିଲେ ରାହୁଲ ଗାନ୍ଧୀ
ଡେରାଡୁନ,୬।୧୧: ପାଞ୍ଚଟି ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। କେଦାରନାଥ ଧାମରେ ପ୍ରାର୍ଥନା କରିବା ପରେ ସେ ଲୋକଙ୍କ ସହ ସମୟ ବିତାଇବା ସହ ଚା’ ପାର୍ଟି ମଧ୍ୟ ଉପଭୋଗ କରିଛନ୍ତି। ଏହି ସମୟ…
Archives


