Home Left

ମାଗଣା ବିଜୁଳି, କୃଷକଙ୍କ ଋଣ ଛାଡ, ନିର୍ବାଚନ ରାଜ୍ୟରେ କଂଗ୍ରେସର ବଡ ଘୋଷଣା

ନୂଆଦିଲ୍ଲୀ,୫।୧୧: ଆଗାମୀ ଦିନରେ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ସର୍ବସାଧାରଣ ଭୋଟ ପାଇବା ପାଇଁ କଂଗ୍ରେସ-ଭାଜପା ସେମାନଙ୍କ ମନିଫେଷ୍ଟୋରେ ଅନେକ ପ୍ରତିଶୃତି ଦେଇଛି। କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡବାସୀଙ୍କୁ…

କୋହଲିଙ୍କ ସଫଳତା ଦେଖି ଖୁସିରେ ଝୁମିଲେ ଅନୁଷ୍କା: ଲେଖିଦେଲେ ଏମିତି କଥା

କୋଲକାତା,୫।୧୧: ଭାରତୀୟ କ୍ରିକେଟର୍‌ ଆଜି ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜ ଜନ୍ମଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ଏହା ସହ ସେ ଦିନିକିଆରେ ସଚିନ ତେନ୍ଦୁଲକରଙ୍କ ୪୯ ତମ ଶତକର ସମକକ୍ଷ ହୋଇଛନ୍ତି। ବିରାଟ ନିଜ…

କେଦାରନାଥ ଦର୍ଶନ କଲେ ରାହୁଲ ଗାନ୍ଧୀ: ମନ୍ଦିର ପ୍ରାଙ୍ଗଣରେ ଲାଗିଲା ମୋଦି-ଜୟ ଶ୍ରୀରାମ ନାରା

ଡେରାଡୁନ,୫।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କେଦାରନାଥ ଧାମରେ ପହଞ୍ଚି ଦର୍ଶନ କରିଛନ୍ତି। ରାହୁଲ ଭିଆପତ ହେଲିପ୍ୟାଡ୍‌ ନ ପହଞ୍ଚି ସାଧାରଣ ଯାତ୍ରୀଙ୍କ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରୁ ପାଖାପାଖି ଅଧ କିଲୋମିଟର ପାଦରେ ଚାଲି ଚାଲି ମନ୍ଦିର ନିକଟରେ ପହଞ୍ଚିଥିଲେ।…

କାର୍ତ୍ତିକରେ କନ୍ଦାଉଛି ପିଆଜ, ଦର ଖସିବ କେବେ…

ପାରଳାଖେମୁଣ୍ଡି,୫ା୧୧(ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ୮୦ ଟଙ୍କାରେ ପହଞ୍ଚିଲାଣି। ନାସିକରେ ପିଆଜ ମହଙ୍ଗା କାରଣରୁ ଓ ଏହାର…

‘କରପଶନ ହାଜ ମେନି ଫାଦର୍ସ…’ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୫।୧୧: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମହାଦେବ ବେଟିଂ ଆପ ମାମଲା ସହ ଜଡିତ ଜଣେ ବ୍ୟକ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟଙ୍କା ଦେବା ଦାବି ଉପରେ ଭାଜପା ଆକ୍ରମଣାତ୍ମକ ଢଙ୍ଗ ଦେଖାଇଛି। ଏହି କ୍ରମରେ ରବିବାର ଦିଲ୍ଲୀରେ ଅନୁଷ୍ଠିତ ଭାଜପା ସାମ୍ବାଦିକ…

ରାସ୍ତା ନିର୍ମାଣ ହେବାର କିଛି ମିନିଟ୍‌ ନ ହେଉଣୁ ଚୋରାଇ ନେଇଗଲେ ଗ୍ରାମବାସୀ; ଦୁଇ ଘଣ୍ଟା ପରେ ଠିକାଦାର ଫେରିବା ପରେ ଉଡିଗଲା ହୋସ…

ସାଧାରଣତଃ ଚୋରିକୁ ନେଇ ଚକିତ କଲାଭଳି ଘଟଣା ଶୁଣିବାକୁ ନଚେତ ଦେଖିବାକୁ ମିଳିଥାଏ। କାରଣ ସବୁଥିରେ ଚୋର ବେଶ ଚତୁରତାର ସହ ଚୋରି କରିଥାଏ। ଏବେ ସେଭଳି ଏକ ଘଟଣାକ୍ରମରେ ଗ୍ରାମବାସୀମାନେ ପୁରା ରାସ୍ତାକୁ ଚୋରି କରି ନେଇଯାଇଥିବା ଘଟଣା ସାମ୍ନାକୁ…

ଏହି କ୍ରିକେଟରଙ୍କ ବାୟୋପିକରେ କାମ କରିବାକୁ ଚାହୁଁଛନ୍ତି ଭିକ୍କି କୌଶଲ

ମୁମ୍ବାଇ: କ୍ରିକେଟ ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରୁଛି। ରବିବାର କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ସମୟରେ ବଲିଉଡ ଅଭିନେତା ଭିକ୍କି କୌଶଲଙ୍କୁ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ କ୍ରିକେଟ ବିଷୟରେ କହିଥିଲେ। ଯେତେବେଳେ କମେଣ୍ଟେଟର…

୬ ବର୍ଷ ପାଇଁ ଦଳରୁ ବହିଷ୍କୃତ ହେଲେ ୩୫ ଭାଜପା ନେତା

ଭୋପାଳ,୫।୧୧: ପରିଶେଷରେ, ଭାରତୀୟ ଜନତା ପାର୍ଟି(ଭାଜପା) ଦଳର ଅଧିକୃତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ୨୦୨୩ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ନେତାମାନଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ବହୁ ପୂର୍ବତନ ମନ୍ତ୍ରୀ ଏବଂ ଅନ୍ୟାନ୍ୟ…

ଅନୁଷ୍କାଙ୍କ ପୂର୍ବରୁ ଏସବୁ ସୁନ୍ଦରୀଙ୍କ ପ୍ରେମରେ ପଡ଼ିଥିଲେ ବିରାଟ କୋହଲି, ତାଲିକା ବେଶ ଲମ୍ବା…

ଏକାଧିକ ସୁନ୍ଦରୀଙ୍କୁ ଡେଟ୍‌ କରିବା ପରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଜୀବନସାଥୀ ଭାବେ ବାଛିଥିଲେ ବିରାଟ କୋହଲି। ଏବେ ଦୁହେଁ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। କୋହଲି କନ୍ୟା ସନ୍ତାନର ପିତା ଥିବା ବେଳେ ଏବେ ଅନୁଷ୍କା ଦ୍ୱିତୀୟ ଥର…

ଅନ୍‌ଲାଇନ୍‌ରେ ଯୁବକ ଅର୍ଡର କରିଥିଲେ ମିଲ୍କଶେକ୍‌: ଆସିଲା ଏମିତି କିଛି, ଉଡିଗଲା ହୋଶ୍‌

ଆଜିକାଲି ମାର୍କେଟ୍‌ ଯିବା ପରିବର୍ତ୍ତେ ଲୋକେ ଘରେ ବସି ଅନଲାଇନ୍‌ରେ ଜିନିଷ ଅର୍ଡର କରିବାକୁ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି। ବେଳେବେଳେ ଅନ୍‌ଲାଇନ୍‌ରେ ଜିତିଷ ଭଲ ପଡୁଥିବାବେଳେ ଆଉ କେତେକ ସମୟରେ ଖରାପ ପଡିଥାଏ। ନିକଟରେ ଅନ୍‌ଲାଇନ୍‌ ଅର୍ଡର କରି ଫସିଯାଇଛନ୍ତି…

ନୀତିଶଙ୍କୁ ‘ପଲଟୁରାମ’ ଆଖ୍ୟା ଦେଲେ ଅମିତ ଶାହା

ପାଟନା,୫।୧୧: ବିହାରର ମୁଜାଫରପୁରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏଠାରେ ଥିବା ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ବିହାରର ଲୋକଙ୍କୁ ଛଠ ପର୍ବର ଶୁଭେଚ୍ଛା ଜଣାଉଛି। ମୁଁ…

ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଆସି କୁଲର୍‌ ଭିତରେ ଲୁଚିଗଲେ ଯୁବକ, ତା’ପରେ ଘଟିଲା ଏମିତି

ଆଜିକାଲି ପ୍ରେମ ପାଇଁ ଯୁବତୀଯୁବକ କିଛି ବି କରିବାକୁ ପଛାଉନାହାନ୍ତି। ନିକଟରେ ଜଣେ ପ୍ରେମିକ ପ୍ରେମିକାଙ୍କୁ ତାଙ୍କ ଘରକୁ ଭେଟିବାକୁ ଯାଇ ହଟହଟା ହୋଇଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ମଧ୍ୟରାତ୍ରିରେ ନିଜ ଗର୍ଲଫ୍ରେଣ୍ଡଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri