ଏମ୍ଆର୍ଆଇ ପାଇଁ ଯାଉଥିଲେ ଭୁଲ୍ରେ ବି ସାଙ୍ଗରେ ନିଅନ୍ତୁନି ଏହି ଜିନିଷ, ନଚେତ ଭୋଗିବେ କୁପରିଣାମ, ଭିଡିଓ ଦେଖିଲେ ହିଁ ବୁଝିପାରିବେ
ଯେତେବେଳେ ଆମେ ଏମ୍ଆର୍ଆଇ ପାଇଁ ଯାଇଥାଉ ସେଠାରେ ଥିବା କର୍ମଚାରୀମାନେ ଆମକୁ ଆଗୁଆ କୁହନ୍ତି ଯେ, ଧାତୁରେ ତିଆରି ଜିନିଷଗୁଡିକ ଭୁଲ୍ରେ ନେବା ଉଚିତ ନୁହେଁ। ଏପରିକି ସମସ୍ତ ଅଳଙ୍କାର ମଧ୍ୟ ଶରୀରରୁ ବାହାର କରାଯାଇଥାଏ। ଅନେକ ଲୋକ ଭାବନ୍ତି, ଏହା…
ଲୋକଙ୍କୁ ଚା’ବାଣ୍ଟିଲେ ରାହୁଲ ଗାନ୍ଧୀ
ଡେରାଡୁନ,୬।୧୧: ପାଞ୍ଚଟି ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। କେଦାରନାଥ ଧାମରେ ପ୍ରାର୍ଥନା କରିବା ପରେ ସେ ଲୋକଙ୍କ ସହ ସମୟ ବିତାଇବା ସହ ଚା’ ପାର୍ଟି ମଧ୍ୟ ଉପଭୋଗ କରିଛନ୍ତି। ଏହି ସମୟ…
ଚାକିରି ପାଇଁ ସିଭିରେ ଏଭଳି ଗୋପନୀୟ ତଥ୍ୟ ଲେଖିଲେ ଯୁବକ, ସିଇଓ ଲଜ୍ଜିତ ହୋଇ ମୁଣ୍ଡ ତଳକୁ କଲେ, ଟୁଇଟର ହ୍ୟାଣ୍ଡେଲରେ ଶେୟାର…
ଓ୍ବାଶିଂଟନ,୬।୧୧ : ଚାକିରି ଦେବା ପୂର୍ବରୁ ବେସରକାରୀ କମ୍ପାନୀମାନେ ପ୍ରଥମେ ପ୍ରାର୍ଥୀଙ୍କଠାରୁ ସିଭି ମାଗନ୍ତି। ତେଣୁ ଲୋକମାନେ ସେମାନଙ୍କର ସିଭି ଏପରି କରିବାକୁ ଚେଷ୍ଟା କରନ୍ତି ଯେପରି ଏଚଆର କିମ୍ବା ସାକ୍ଷାତକାର ସମୟରେ ଏହାକୁ ଦେଖି ନିଯୁକ୍ତିଦାତା ଖୁସି ହୁଅନ୍ତି। ଯଦିଓ…
ସ୍ତ୍ରୀଙ୍କ ଗୀତରେ ପଡ଼ିଆରେ ନାଚିଲେ କୋହଲି
କୋଲକାତା,୬।୧୧:ଭାରତୀୟ କ୍ରିକେଟର ବିରାଟ କୋହଲି ଜନ୍ମଦିନ ଅବସରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ ହାସଲ କରି ନିଜକୁ ଏବଂ ପ୍ରଶଂସକଙ୍କୁ ଉପହାର ଦେଇଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସ୍ବାମୀଙ୍କ ଶତକ ପରେ ଏକ ପୋଷ୍ଟ ଶେୟାର କରି…
ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର: ସ୍ଥାୟିତ୍ୱ ନେଇ ସନ୍ଦେହ
ନିିଶ୍ଚିନ୍ତକୋଇଲି,୬।୧୧(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ବ୍ଲକ ୮ ନମ୍ବର କେନାଲ ଉପରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଫଳରେ ସେତୁର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ…
ଆବର୍ଜନା ଗଦାରୁ ଅଜଣା ରୋଗର ଭୟ
ଭୁବନେଶ୍ୱର, ୬।୧୧ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟ ଟିଟିଏସ୍ (ଟେମ୍ପରାରି ଟ୍ରାନ୍ଜିଟ୍ ଷ୍ଟେଶନ)ରେ ଅଳିଆର ପାହାଡ଼ ଜମା ହୋଇଛି। ଦିନେ ଅସ୍ଥାୟୀ ଭାବେ ଆବର୍ଜନା ପଡିବା ପାଇଁ ଆରମ୍ଭ ହୋଇଥିବା ଏହି ସ୍ଥାନ ଏବେ ସ୍ଥାୟୀ ଡମ୍ଫିୟାର୍ଡରେ ପରିଣତ ହୋଇଛି।…
କାମରେ ଆସୁନି ସୌରଚାଳିତ ଆଲୋକୀକରଣ
ନିରାକାରପୁର,୬ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ସାନରାଉତପଡ଼ା ପଞ୍ଚାୟତ ମୂଳୀଝରଗଡ଼ ଠାରେ ରହିଛି ମା’ଉଗ୍ରତାରାଙ୍କ ପୀଠ। ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ସବୁ ସମୟରେ ଭକ୍ତମାନେ ଆସିବା ସହ ଗହଳି ଲାଗି ରହିଥାଏ। ୧୬…
ବଢ଼ିଚାଲିଛି ପିଆଜ ଦର
ପାରଳାଖେମୁଣ୍ଡି,୬ା୧୧ (ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ୮୦ ଟଙ୍କାରେ ପହଁଚିଲାଣି। ନାସିକରେ ପିଆଜ ମହଙ୍ଗା କାରଣରୁ ଓ…
ଆବାସ ଯୋଜନାରେ ଅନିୟମିତତା
ନୟାଗଡ଼,୬।୧୧ (ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବଡ଼ଗୋରଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଲାଞ୍ଚ ଦେଲେ ବିଲ୍ ମିଳୁଛି ବୋଲି ଅଭିଯୋଗ ହେଉଛି। ଲାଞ୍ଚ ଦେଲେ ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ଥିଲେ ବି କାଗଜାତରେ ସମ୍ପୂର୍ଣ୍ଣ ହୋଇ ଫାଇନାଲ ବିଲ୍…
ବର୍ଷା ନାହିଁ, ଉଜୁଡ଼ିବାକୁ ବସିଛି ଧାନଫସଲ
ରଣପୁର,୬ା୧୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଏନଏସି ସହିତ ବ୍ଲକର ୩୭ ପଞ୍ଚାୟତରେ ଚଳିତବର୍ଷ ଅନିୟମିତ ବର୍ଷା ଲାଗି ରହିଥିଲା। ଏଥିସହିତ ବହୁ ଦିନ ବର୍ଷା ହୋଇ ନ ଥିବାରୁ ଧାନ ଫସଲ ଉଜୁଡିବାରେ ଲାଗିଛି। ଚାଷୀ ବହୁ କଷ୍ଟରେ…
ଓଡ଼ିଶା ମହିଳା ଫୁଟବଲ ଦଳକୁ ସ୍ବର୍ଣ୍ଣ ପଦକ
ନୂଆଦିଲ୍ଲୀ,୬ା୧୧(ପି.ଟି.): ପ୍ରଦୂଷଣକୁ ନେଇ ସଙ୍କଟରେ ଦିନିକିଆ କ୍ରିକେଟ ବିଶ୍ୱକପର ୩୮ତମ ମ୍ୟାଚ୍। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ କ୍ରିକେଟ ଷ୍ଟାଡିୟମରେ ସୋମବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍ ବାତିଲ ହେବାର ଆଶଙ୍କା ଦେଖାଦେଇଛି। ଉଭୟ ଦଳ ରବିବାରର…
ସଚିନଙ୍କ ଶତକର ସମକକ୍ଷ ହେଲେ ବିରାଟ
କୋଲକାତା, ୬।୧୧ (ପି.ଟି.): ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ବିଶ୍ୱକପ କ୍ରିକେଟ ମ୍ୟାଚରେ ନିଜର ୩୫ତମ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଶତକ ଭେଟି ଦେଇଛନ୍ତି ଟିମ୍ ଇଣ୍ଡିଆର ସବୁଠାରୁ ଲୋକପ୍ରିୟ ବ୍ୟାଟର ବିରାଟ କୋହଲି।…
Archives


