ଦାରିଙ୍ଗବାଡ଼ିରେ ଦାୟିତ୍ୱ ନେଲେ ନୂତନ ବିଡିଓ
ଦାରିଙ୍ଗବାଡ଼ି,୨୩।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ନୂତନ ବିଡିଓ ଭାବେ ସୋମବାର ଡ.ଜଗଦୀଶ ଷଡ଼ଙ୍ଗୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପ୍ରଥମେ କରୋନା ପ୍ରତିହତ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ବ୍ଲକ କାର୍ଯ୍ୟାଳୟରେ ଅଟକି ରହିଥିବା ସମସ୍ତ ଉନ୍ନୟନ କାର୍ଯ୍ୟକୁ…
କରୋନା ପ୍ରକୋପ: ଆମାଜନରେ ଅଧା କିଲୋ ଭେଣ୍ଡିର ଦାମ୍ ୪୦୦ଟଙ୍କା
ନୂଆଦିଲ୍ଲୀ,୨୩।୩: କରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ନିଜ ଘରେ ଏକପ୍ରକାର ବନ୍ଦୀ ହୋଇରହିଛନ୍ତି। ଏଭଳି ସ୍ଥିତିରେ ଘରେ ରହୁଥିବା ଲୋକ ଶପିଂ ପାଇଁ ଇ-କମର୍ସକୁ ବାଛିଛନ୍ତି। ପ୍ରତିଦିନ ଆବଶ୍ୟକ ହେଉଥିବା ସାମଗ୍ରୀକୁ ଲୋକମାନେ ଫ୍ଲିପ୍କାର୍ଟ ଓ ଆମାଜନରେ କିଣୁଥିବା…
ଲୋକସେବା ଭବନରେ କରୋନା କଟକଣା: କମିଲା କର୍ମଚାରୀଙ୍କ ସଂଖ୍ୟା
ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ଭାଇରସ୍ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଥିବା ବେଳେ ଭାରତରେ ମଧ୍ୟ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ଘାତକ ଭୂତାଣୁର ଦମନ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରିନାହିଁ। ତେଣୁ ସଚେତନତା ଏବଂ ସତର୍କତା ହିଁ…
ଚାଇନାରେ ସୁସ୍ଥ ହୋଇଛନ୍ତି ୮୯ ପ୍ରତିଶତ କରୋନା ସଂକ୍ରମିତ ରୋଗୀ
ବେଜିଂ,୨୩।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ୧୮୮ ଦେଶକୁ ବ୍ୟାପି ସାରିଲାଣି। ଚାଇନାରେ ଏହା ପ୍ରାୟ ୩ ହଜାର ୫ଶହ ମୁଣ୍ଡ ନେଇଥିବା ବେଳେ ଏବେ ଏହା ୟୁରୋପୀୟ ଦେଶରେ ତାଣ୍ଡବ ରଚିଛି। ଏବେ ଚାଇନାରେ ନୂଆ…
ଲକ୍ଡାଉନ୍କୁ ମାନୁନାହାନ୍ତି ଲୋକେ: ପରିବା ମାର୍କେଟରେ ଭିଡ଼ ଅସମ୍ଭାଳ
ପୁରୀ ଅଫିସ, ୨୩।୩: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁରୀ ସହରକୁ ଲଗ୍ଡାଉନ୍ ଘୋଷଣା କରିଛନ୍ତି। ସୋମବାର ଲକ୍ଡାଉନ୍ର ଦ୍ୱିତୀୟ ଦିନରେ ସହରବାସୀ ବିଭିନ୍ନ ସ୍ଥାନରେ ପ୍ରଶାସନିକ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ପରିବା ମାର୍କେଟରେ…
ଲକ୍ଡାଉନ୍ର ଦ୍ୱିତୀୟ ଦିନ: ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କଲା ପ୍ରଶାସନ
ପାଟପୁର,୨୩।୩(ଡି.ଏନ୍.ଏ.): ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଲକ୍ଡାଉନ୍ର ଦ୍ୱିତୀୟ ଦିନରେ ସାନଖେମୁଣ୍ଡି ଅଞ୍ଚଳରେ କିଛି…
କରୋନା ପାଇଁ ହାଇକୋର୍ଟଙ୍କ କଟକଣା: ୩୧ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ହେବ ନାହିଁ, କୋର୍ଟରେ ନିୟୋଜିତ ରହିବେ ଡାକ୍ତର
କଟକ ଅଫିସ, ୨୩।୩: କରୋନା ମୁକାବିଲା ନେଇ ହାଇକୋର୍ଟରେ ବିଚାର ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ୨୩ ତାରିଖ ପାଇଁ ତାଲିକାଭୁକ୍ତ ମାମଲାର ଶୁଣାଣି ସ୍ଥଗିତ ରହିବ। ଆସନ୍ତ ୩୧ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ମାମଲା ତାଲିକାଭୁକ୍ତ ହେବ ନାହିଁ।…
ଓକିଲଙ୍କ ଚ୍ୟାମ୍ବରକୁ ସିଲ୍ କଲେ ସୁପ୍ରିମକୋର୍ଟ: ଭିଡିଓ କନଫରେନ୍ସିଂ ଜରିଆରେ ହେବ ଶୁଣାଣି
ନୂଆଦିଲ୍ଲୀ ୨୩।୩: ଦେଶରେ କରୋନା ଭାଇରସ୍ର ପ୍ରକୋପକୁ ଦେଖି ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଓକିଲଙ୍କ ଚ୍ୟାମ୍ବରକୁ ସିଲ୍ କରାଯିବାକୁ ନିର୍ଦ୍ଦେଶ ଦେବା ସହ ଏବେଠାରୁ ଘରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଇତିମଧ୍ୟରେ…
ନଭେମ୍ବରରେ ଖେଳାଯାଇପାରେ ଅବଶିଷ୍ଟ ପିଏସ୍ଏଲ ମ୍ୟାଚ୍
କରାଚୀ,୨୩।୩(ପି.ଟି.)- ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ) ୫ମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍ ନଭେମ୍ବରରେ ଆୟୋଜନ କରିବାକୁ ପିସିବି ଯୋଜନା କରୁଛି। କୋଭିଡ୍-୧୯ ଜନିତ ପରିସ୍ଥିତିରେ ସୁଧାର ଆସିବା ପରେ ହିଁ ଏହା ସମ୍ଭବ ହୋଇପାରେ ବୋଲି ସିଇଓ ଓ୍ବାସିମ ଖାଁ କହିଛନ୍ତି।…
ଗଞ୍ଜାମ ଫେରିଲେ ୩୯୫୦ ଦାଦନ: ସ୍କ୍ରିନିଂ ପରେ ପଞ୍ଜୀକରଣ, ସ୍ବତନ୍ତ୍ର ବସ୍ରେ ଘରକୁ ପଠାଇଲା ପ୍ରଶାସନ
ବ୍ରହ୍ମପୁର ଅଫିସ,୨୩।୩: ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ୍ର ପ୍ରକୋପ ଏବେ ଭାରତରେ ବଢ଼ିବାରେ ଲାଗିଛି। ଏହି ଭାଇରସ୍କୁ ନେଇ ସମସ୍ତେ ଏବେ ଭୟଭୀତ ହୋଇ ପଡ଼ିଛନ୍ତି। ଫଳରେ ସମସ୍ତ ରୁଟ୍ରେ ଟ୍ରେନ ଚଳାଚଳ ସୋମବାରଠାରୁ ବନ୍ଦ ପାଇଁ…
୪୪ରେ ପାଦଦେଲେ ସ୍ମୃତି ଇରାନୀ: ଟିଭି ପରଦାରୁ ରାଜନୀତି
ମୁମ୍ବାଇ: ଭାଜପା ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ମୃତି ଇରାନୀ ସୋମବାର ୪୪ ବର୍ଷରେ ପାଦଦେଇଛନ୍ତି। ସେ ୧୯୭୬ ମାର୍ଚ୍ଚ ୨୩ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ମ୍ୟାକ୍ ଡୋନାଲ୍ଡ କମ୍ପାନୀରେ କାମ କରୁଥିବା ସ୍ମୃତି…
ମୋବାଇଲ ଚାର୍ଜ ସମୟରେ ବିଦ୍ୟୁତ୍ ଲାଗି ମହିଳା ମୃତ
ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ରାଇସୁଆଁ ଥାନା ତାଳପଦା ଗ୍ରାମରେ ମୋବାଇଲ ଫୋନ୍ ଚାର୍ଜ କରିବା ସମୟରେ ବିଦ୍ୟୁତ୍ ଲାଗି ସୋମବାର ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବିକାଶ ମୁଣ୍ଡାଙ୍କ ସ୍ତ୍ରୀ ମୀନାକ୍ଷୀ ମୁଣ୍ଡା(୩୨)। ସୂଚନା ଅନୁଯାୟୀ, ମୀନାକ୍ଷୀ ସୋମବାର…
Archives


