ଅଧା ପ୍ରସବ ବେଳେ ଲେବର୍ ରୁମ୍ରୁ ପଳାଇଲେ ଡାକ୍ତର: ନବଜାତ ଶିଶୁପୁତ୍ର ମୃତ୍ୟୁକୁ ନେଇ ପରିବାରଲୋକଙ୍କ ଅଭିଯୋଗ
ରଣପୁର,୧୯।୩(ବ୍ୟୁରୋ): ଅଧା ପ୍ରସବ ବେଳେ ଲେବର ରୁମ୍ ଛାଡ଼ି ପଳାଇଲେ ଡାକ୍ତର। ଚିକିତ୍ସା ଅବହେଳାରୁ ନବଜାତକ ଶିଶୁର ମୃତ୍ୟୁ। ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଘଟଣ ଘଟିଥିବା ନେଇ ଗୁରୁବାର ମହିଳାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି।…
ମାର୍ଚ୍ଚ ୫ରେ ଥାଇଲାଣ୍ଡରୁ ଫେରିଥିଲେ ଯୁବକ, ୧୩ ଦିନ ପରେ ଅସୁସ୍ଥ ହେବା ନେଇ ଆତଙ୍କିତ ଗ୍ରାମବାସୀ
ଖଇରା,୧୯।୩(ଡି.ଏନ୍.ଏ): ବାଲେଶ୍ବର ଜିଲା ଔପଦା ବ୍ଲକ ଅଧୀନ ଜାନିକାପାଳ ଗ୍ରାମର ଜଣେ ଯୁବକ ଥାଇଲାଣ୍ଡରୁ ଫେରିବାର ୧୩ ଦିନ ପରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଥଣ୍ଡା,କାଶ ହେଉଛି। ଗୁରୁବାର ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସଞ୍ଜିବ ବିଶ୍ବାଳ ତାଙ୍କୁ କଟକ…
କରୋନା ଭୟ: ଭିଡ଼ିଓ କଲ୍ ମାଧ୍ୟମରେ ହେଲା ନିର୍ବନ୍ଧ!
ଅହମଦାବାଦ,୧୯।୩: କରୋନା ଭାଇରସ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। ଗୋଟିଏ ସ୍ଥାନରେ ଗହଳି କରିବାକୁ ସରକାର ବାରଣ କରିଛନ୍ତି। ଏଭଳି ପରିସ୍ଥିତିରେ ଝିଅ ପୁଅଙ୍କ ବିବାହ ପାଇଁ ଅପେକ୍ଷା କରିଥିବା ପରିବାର ଅଡୁଆରେ ପଡିଯାଇଛନ୍ତି। ଗୁଜରାଟର ଅହମଦାବାଦରେ ଜଣେ ଝିଅଙ୍କ…
କରୋନାକୁ ଭୟ ନ କରି କଲେ ବିବାହ: ବାଣ୍ଟିଲେ ସଚେତନତାର ବାର୍ତ୍ତା
ମୁମ୍ବାଇ,୧୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଥିବା ବେଳେ ବିଶ୍ୱ ଏକ ପ୍ରକାର ଅଚଳ ହୋଇଗଲାଣି କହିଲେ ଚଳେ। କରୋନାର ମୁକାବିଲା କରିବାକୁ ନାନା କଟକଣା କରାଯାଇଥିବା ବେଳେ ବିବାହ ଭଳି କାର୍ଯ୍ୟରୁ ବିରତ ରହିବାକୁ…
ଦେଶ ସେବା କରିବାକୁ ରାଜି ନିର୍ଭୟା ମାମଲାର ଦୋଷୀ, ତାଙ୍କୁ ଫାଶୀ ଦିଆ ନ ଯାଉ: ଓକିଲ ଏ.ପି. ସିଂହ
ନୂଆଦିଲ୍ଲୀ,୧୯।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ସମସ୍ତ ଆବେଦନ ଖାରଜ ହୋଇଯିବା ପରେ ଶୁକ୍ରବାର ଭୋର ୫ଟା ୩୦ରେ ଏମାନେ ଫାଶୀ ଖୁଣ୍ଟରେ ଝୁଲିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ହେଲେ ଏହାକୁ ନେଇ ମୁଖଁ ଖୋଲିଛନ୍ତି ଦୋଷୀଙ୍କ ପକ୍ଷର…
କରୋନା କଟକଣା: ଲୋକସେବା ଭବନ ପାସ୍ ବନ୍ଦ; ଥଣ୍ଡାଜ୍ୱର ଥିଲେ ଛୁଟିରେ ରହିପାରିବେ
ଭୁବନେଶ୍ୱର,୧୯।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭୂତାଣୁ ସଂକ୍ରମଣ ଏବେ ସାରା ବିଶ୍ୱର ନିଦ ହଜାଇଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି। ରାଜ୍ୟରେ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ…
ବାହାଘର ଭୋଜିରେ ତହସିଲଦାରଙ୍କ ଚଢ଼ାଉ: ଅଧିକ ଲୋକଙ୍କୁ ନ ଡାକିବାକୁ ଦେଲେ ନିର୍ଦ୍ଦେଶ
ରାୟଗଡ଼ା ଅଫିସ,୧୯।୩: କରୋନା ମୁକାବିଲା ପାଇଁ ସବୁସ୍ତରରୁ ଉଦ୍ୟମ ଚାଲିଛି। ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଏହାକୁ ଏଡ଼ାଇବା ପାଇଁ ଅଧିକାଂଶ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ରାୟଗଡ଼ା ଜିଲା ସରକାରୀ…
ଗୀତ ଗାଇ, ପେଣ୍ଟିଂକରି ସମୟ ବିତାଉଛନ୍ତି ସଲମାନ୍
ସାରା ବିଶ୍ୱ ଏବେ କରୋରା ଭୟରେ। ଏଥିଲାଗି ଦେଶବ୍ୟାପୀ ହାଇଆଲର୍ଟ ଜାରି କରାଯିବା ସହ ବିଭିନ୍ନ କଟକଣା ଲଗାଯାଇଛି। କରୋନାକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁ ଫିଲ୍ମ ଶୁଟିଂ ବନ୍ଦ ହୋଇଯାଇଛି। କଳାକାରମାନେ ଆଉ ବାହାରକୁ ନ ବାହାରି ଘରେ…
ନିର୍ଭୟା ମାମଲା: ଫାଶୀ ଖୁଣ୍ଟରେ ଝୁଲିବାକୁ ଆରମ୍ଭ ହେଲା କାଉଣ୍ଟ ଡାଉନ୍!
ନୂଆଦିଲ୍ଲୀ,୧୯।୩: ନିର୍ଭୟା ଗଣ ବଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦେବା ଲାଗି ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ହେଲେ ଦୋଷୀମାନେ ଫାଶୀରେ ଝୁଲିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣି କୋର୍ଟଙ୍କ…
ବିରୋଧୀ ଦଳ, ଗଣମାଧ୍ୟମ ଚାପରେ ଫେରିଲା ଜଗନ୍ନାଥଙ୍କ ଟଙ୍କା: ସୁର
ଭୁବନେଶ୍ୱର,୧୯।୩(ବ୍ୟୁରୋ): ଫେରିଛି ଘରୋଇ ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା। ଏହି ଉପଲକ୍ଷେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ବିରୋଧୀ ଦଳ ଏବଂ ଗଣମାଧ୍ୟମ ଚାପରେ ଜଗନ୍ନାଥଙ୍କ ଟଙ୍କା ଫେରିଛି। ଏଥିପାଇଁ ସମସ୍ତ ବିରୋଧୀ…
ଜେଲରେ ଇ-ମୁଲାକାତ୍ ବ୍ୟବସ୍ଥା
ଭୁବନେଶ୍ୱର,୧୯।୩(ବ୍ୟୁରୋ): ସମସ୍ତ ଜିଲା ମୁଖ୍ୟ କାରାଗାରରେ ‘ଇ-ମୁଲାକାତ୍’ ବ୍ୟବସ୍ଥା ଆରମ୍ଭ। ଭିଜିଟର୍ ରୁମ୍(ପରିଦର୍ଶକ କୋଠରି)ରେ ସ୍କାଇପ୍ ଜରିଆରେ କଏଦୀଙ୍କ ସାକ୍ଷାତ ବ୍ୟବସ୍ଥା କରାଯାଇଛି। ୨ରୁ ୩ ମିନିଟ୍ ପାଇଁ କଏଦୀଙ୍କ ସହ ସାକ୍ଷାତ ବ୍ୟବସ୍ଥା ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଚୌଦ୍ୱାର…
କରୋନା କଟକଣା: ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା
ରାୟଗଡ଼ା ଅଫିସ,୧୯।୩: କୋରନା ଭୂତାଣୁ ଜନିତ ସଂକ୍ରମଣର ମୁକାବିଲା ପାଇଁ ରାୟଗଡ଼ା ଜିଲା ପ୍ରଶାସନ ଏବଂ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ନିଷ୍ପତ୍ତି କ୍ରମେ ଶୁକ୍ରବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ…
Archives


