ସମୁଦ୍ର ବେଳାଭୂମିରେ ମୃତ ହ୍ବେଲଶାର୍କ
ଗୋପାଳପୁର,୨୧ା୩-ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ବକ୍ସିପଲ୍ଲୀ ସମୁଦ୍ର ବେଳାଭୂମିରେ ଶନିବାର ଏକ ମୃତ ହ୍ବେଲଶାର୍କ ମାଛ ଭାସୁଥିବା ଦେଖିବାକୁ ମିଳିଛି। ନୂଆବକ୍ସିପଲ୍ଲୀ ଗଁାର କେତେଜଣ ମତ୍ସ୍ୟଜୀବୀ ବୋଟ୍ରେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ମଧ୍ୟାହ୍ନରେ ମତ୍ସଜୀବୀମାନେ କୂଳକୁ…
ମେ ୨୮ ପର୍ଯ୍ୟନ୍ତ ପେସାଦାର କ୍ରିକେଟ ସ୍ଥଗିତ ରଖିଲା ଇସିବି
ଲଣ୍ଡନ,୨୧।୩(ପି.ଟି.): ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସମସ୍ତ ପେସାଦାର କ୍ରିକେଟ ଟୁର୍ନାମେଣ୍ଟକୁ ମେ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। କୋଭିଡ୍-୧୯ ଭୟାବହତା ଯୋଗୁ ନୂଆ ସିଜନ ଆରମ୍ଭ ହେବାରେ ବିଳମ୍ବ ହେବ। ପ୍ରଥମ ଶ୍ରେଣୀ…
କ୍ୱାରାଣ୍ଟାଇନ ନିୟମ ଭାଙ୍ଗିଲେ ମେରୀକମ୍
ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ ଯୋଗୁ ପୂରା ବିଶ୍ୱ ଚିନ୍ତିତ। ବିଦେଶ ଫେରନ୍ତା ଯାତ୍ରୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନରେ ରଖିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍ଓ) ଓ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ନିୟମକୁ ଭଙ୍ଗ କରିଛନ୍ତି ୬…
ଜଙ୍ଗଲକୁ ଶିକାର ପାଇଁ ଯିବା ସମୟରେ ଧରିଲା ବନ ବିଭାଗ: ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
ସଜନାଗଡ଼,୨୧।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଶୁକ୍ରବାର ବିଳମ୍ବିତ ରାତିରେ ନୀଳଗିରି ଥାନା ଅଧୀନ କାଣ୍ଡଗରଡ଼ି ପଞ୍ଚାୟତ ଖଳିଆ ଗ୍ରାମର ଶୀଳଳ ସିଂ ଶିକାର ପାଇଁ ଯାଉଥିବା ବେଳେ ପଞ୍ଚଲିଙ୍ଗେଶ୍ୱରର…
ନେସ୍କୋ ଟ୍ରାନ୍ସଫର୍ମର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର ଅଫିସ,୨୧।୩-ବାଲେଶ୍ୱର ବାଲିଆସ୍ଥିତ ନେସ୍କୋ ଟ୍ରାନ୍ସଫର୍ମର ଗୋଦାମରେ ଶନିବାର ଅପରାହ୍ନ ସାଢେ ୫ଟା ବେଳେ କୌଣସି କାରଣରୁ ଟ୍ରାନ୍ସଫର୍ମର ଅଏଲ୍ରେ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଳ୍ପ ସମୟ ମଧ୍ୟରେ ଏହି ନିଆଁ ଚାରିଆଡକୁ ବ୍ୟାପିବା ଆରମ୍ଭ କରିଥିଲା। ଦୁଇଟି…
ଅଟୋ ଚଳାଚଳ ଉପରେ କଟକଣା: ଭଦ୍ରକ, ବାଲେଶ୍ୱର ଲକ୍ଡାଉନ
ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୨୧।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜିଲା ଓ ୮ ସହରରେ ଲକ୍ଡାଉନ୍ ଘୋଷଣା କରାଯିବା ପରେ ଭଦ୍ରକ ଓ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ୨୨ରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ…
ବିଡିଓଙ୍କୁ ଦାୟିତ୍ୱରୁ ହଟାଇଲେ ଜିଲାପାଳ
ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍.ଏ.): କନ୍ଧମାଳ ପ୍ରଶାସନ ପକ୍ଷରୁ କରୋନାକୁ ପ୍ରତିହତ କରିବା ପାଇଁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏଥିପାଇଁ ସମସ୍ତ ଦୋକାନବଜାର ବନ୍ଦ କରାଯିବା ସହ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଏହାକୁ ପ୍ରତିହତ ପାଇଁ ପ୍ରଚେଷ୍ଟା ଜାରିରହିଛି। ମାତ୍ର ଦାରିଙ୍ଗବାଡ଼ିରେ ନୂତନ…
କରୋନା ପାଇଁ କଡ଼ା ପଦକ୍ଷେପ: ଭାରୀଯାନ ଉପରେ ରୋକ୍ ଲଗାଇଲା ପରିବହନ ବିଭାଗ
ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଅତିରିକ୍ତ ଆଞ୍ଚଳିକ ପରିବହନ ବିଭାଗ କରୋନା ନିମନ୍ତେ ଶନିବାରଠାରୁ କଡ଼ା ପଦକ୍ଷେପ ଗ୍ରହଣ କରିଛି। ପୌରାଞ୍ଚଳରେ ଯାତାୟାତ କରୁଥିବା ଘରୋଇ ଯାନ ବ୍ୟତୀତ ଭାରୀଯାନ( ବସ୍ ଓ ଟ୍ରକ), ଟ୍ୟାକ୍ସି, ଅଟୋ ଆଦି ଉପରେ ରୋକ୍…
କରୋନା କଟକଣା: ବିଭିନ୍ନ ହୋଟେଲ, ଫାଷ୍ଟଫୁଡ୍, ଉଠାଦୋକାନ ବନ୍ଦ
ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ପୌର ପ୍ରଶାସନ କରୋନା ନିମନ୍ତେ କଡ଼ା ପଦକ୍ଷେପ ନେଇଛି। ଜିଲାରେ ୧୪୪ ଧାରା ଲାଗୁ ସତ୍ତ୍ୱେ ଜନସମାଗମ ଏଡ଼ାଇବା ସମ୍ଭବ ହୋଇପାରୁ ନ ଥିବାରୁ ଶନିବାରଠାରୁ ବିଭିନ୍ନ ହୋଟେଲ, ରାସ୍ତାକଡ଼ ଫାଷ୍ଟଫୁଡ୍, ଗୁପ୍ଚୁପ୍ ଠେଲା ଓ…
କରୋନା ଭୟରେ ଟ୍ରେନ୍ ସିଟ୍ ସଫା କଲେ ରବୀନା
କରୋନାକୁ ନେଇ ସମସ୍ତଙ୍କ ମନରେ ଭୟ। ଏ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ କଳାକାର ପର୍ଯ୍ୟନ୍ତ କେହି ହେଲେ ଘରୁ ବାହାରକୁ ବାହାରୁ ନାହାନ୍ତି। ଅଭିନେତ୍ରୀ ରବୀନା ଟଣ୍ଡନ କରୋନା ଭୟରେ ଟ୍ରେନ୍ ସିଟ୍ ସଫା କରୁଥିବା ଦେଖିବାକୁ…
ସଂକ୍ରମଣ ବ୍ୟାପିଲେ ସମ୍ଭାଳି ହେବନାହିଁ: ଏଥିଲାଗି ଜନତା କର୍ଫ୍ୟୁ ଗୋଟିଏ ଦିନ, ଲକ୍ଡାଉନ୍ ସାତ ଦିନ
ଭୁବନେଶ୍ୱର,୨୧।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ଜନତା କର୍ଫ୍ୟୁ’ ପାଇଁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରବିବାରଠାରୁ ଲକ୍ଡାଉନ୍ ପାଇଁ ଘୋଷଣା କରିଛନ୍ତି। ଉଭୟଙ୍କ ମଧ୍ୟରେ ତଫାତ ରହିଛି। ଜନତା କର୍ଫ୍ୟୁ ଗୋଟିଏ ଦିନ ପାଇଁ ଚାଲିବାକୁ ଥିବା…
କରୋନାକୁ ନକ୍ ଡାଉନ୍ ପାଇଁ ଲକ୍ ଡାଉନ୍: ବାଗ୍ଚୀ
ଭୁବନେଶ୍ୱର,୨୧।୩(ବ୍ୟୁରୋ): କରୋନା ସହ ଦୀର୍ଘ ୬ ମାସର ଯୁଦ୍ଧ। ଆହୁରି ୧୭୨ ଦିନ ବାକି। କରୋନା ଭାଇରସ୍କୁ ନକ୍ ଡାଉନ୍ ପାଇଁ ଲକ୍ ଡାଉନ୍ କରିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୪୦% ଜନସଂଖ୍ୟା ପ୍ରଭାବିତ ହେବେ। ହେଲେ…
Archives


