ବିଭିନ୍ନ ନର୍ସିଂହୋମରେ ଚଢାଉ

ବାଲେଶ୍ୱର ଅଫିସ, ୨୯ା୬-ବାଲେଶ୍ୱର ସହରରେ ଥିବା ବିଭିନ୍ନ ନର୍ସିଂହୋମରେ ରବିବାର ସ୍ବାସ୍ଥ୍ୟ ବିଭାଗର ୫ ଟିମ୍‌ ଚଢାଉ କରି କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହାର ତଦାରଖ କରିଥିଲେ। ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲସେନ ଜଗଦେଙ୍କ ନେତୃତ୍ୱରେ ଏହି ଟିମ୍‌ ଯାଞ୍ଚ କରିଥିଲେ। ସିଡିଏମଓଙ୍କ ସମେତ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର, ଡ଼ିଏସ୍‌ପି ଓ ଜିଲା କୋଭିଡ ଇନଚାର୍ଜ ସାମିଲ ଥିଲେ। ପ୍ରଥମ ଦିନରେ ୩ଟି ନର୍ସିଂହୋମରେ ଯାଞ୍ଚ କରାଯାଇଛି। ଏଭଳି ଯାଞ୍ଚ ଆଗାମୀ ୭ଦିନ ପର୍ଯ୍ୟନ୍ତ ଚାଲିବା ସହିତ ମେଡିକାଲ ଟିମ୍‌ ଗଠନ କରାଯାଇ ତାଲିମ ପ୍ରଦାନ କରାଯିବ ବୋଲି ସିଡିଏମ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ: ୨ କର୍ମଚାରୀଙ୍କ ସମେତ ୫ ଆହତ

ରୂପ୍‌ସା,୨।୮(ଡି.ଏନ୍‌.ଏ. ): ବାଲେଶ୍ୱର ୬୦ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୋଗରାଇ...

ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିଲେ

ବାରିପଦା ଅଫିସ, ୫।୧୧: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ସଚେତନତା ଅଭାବରୁ କଙ୍ଗାରୁ କୋର୍ଟ ବାରମ୍ବାର ଦେଖିବାକୁ ମିଳିଥାଏ। ଗୁଣିଗାରେଡ଼ିଠାରୁ ଆରମ୍ଭ କରି ଡାହାଣୀ ସନ୍ଦେହ...

କର୍ମ ନିଯୁକ୍ତି ଭିତ୍ତିଭୂମି ନାହିଁ

କେନ୍ଦ୍ରାପଡ଼ା ଅଫିସ,୬।୯: ସପ୍ତାହକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଥାନା ଅଞ୍ଚଳରେ ୪ ଲୁଟ୍‌ ଘଟଣା ଘଟିଛି। କାଟଣା ଅଞ୍ଚଳର ଜଣେ ଛାତ୍ରୀଙ୍କ ମୋବାଇଲକୁ ୨...

ଆବର୍ଜନାରେ ଅଣନିଃଶ୍ୱାସୀ

କେନ୍ଦୁଝର, ୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟାଳୟର ସାୈନ୍ଦର୍ଯ୍ୟକରଣ ନାମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ସହରର ଡ୍ରେନେଜ, ରାସ୍ତାଘାଟକୁ ସଫେଇ କରାଯାଉ ନ ଥିବାରୁ...

ଆପେ ଇଲେକ୍ଟ୍ରିକ ୩ ଚକିଆ ଯାନର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୮ା୧: ଅନୁଗୋଳ ପଞ୍ଚମହାଲସ୍ଥିତ ଲକ୍ଷ୍ମୀ ଅଟୋ କମ୍ବାଇନଠାରେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ବଜାର ପ୍ରବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ଷଣ୍ଢକୁ ଧକ୍କା ଦେଇ ଟ୍ରେନ୍‌ ଲାଇନଚ୍ୟୁତ: ହାଓଡାରୁ ଭୁବନେଶ୍ୱର ଆସୁଥିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌

ଭଦ୍ରକ ଅଫିସ, ୧୮।୯: ଭଦ୍ରକ ଡଗରାସାହି ଲେଭଲକ୍ରସିଂଠାରେ ଶନିବାର ସନ୍ଧ୍ୟାରେ ରେଳଧାରଣାରେ ଯାଉଥିବା ଏକ ଷଣ୍ଢକୁ ଧକ୍କା ଦେଇ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ରେ...

ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଦୁଇ ଭାଇ

ଦିଗପହଣ୍ଡି,୩୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ ବ୍ରାହ୍ମଣ ନୂଆପଡ଼ା ଗାଁର ଦୁଇ ଭାଇ ବି. ଶ୍ୟାମସୁନ୍ଦର ଏବଂ ବି. ଶ୍ରୀରାମୁଲୁଙ୍କୁ ରବିବାର ଗିରଫ...

ପାଣି ପାଇଁ ହଇରାଣ ୨୦ ପରିବାର

ଭଦ୍ରକ ଅଫିସ,୧୨।୮: ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଠିକ୍‌ ଭାବେ ଯୋଗାଣ ହୋଇପାରୁ ନ ଥିବାରୁ ଲୋକେ ସ୍ବଚ୍ଛ ପାନୀୟ ଜଳ ପାଇପାରୁ...

Advertisement
Archives

Model This Week